ସଡକ ଦୁର୍ଘଟଣାର ଛାତିଥରା ଦୃଶ୍ୟ ! ଯୁବତୀଙ୍କୁ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲା ଅଟୋ, ଦେଖନ୍ତୁ viral video

ଆମ ଦେଶରେ ପ୍ରତିଦିନ ଅନେକ ସଡକ ଦୁ-ର୍ଘ-ଟ-ଣା ମା-ମ-ଲା ଶୁଣିବାକୁ ମିଳେ । ସେଗୁଡିକ ମଧ୍ୟରୁ କିଛି ମାମୁଲି ହୋଇଥିବା ବେଳେ ଆଉ କିଛି ଦୁ-ର୍ଘ-ଟ-ଣା-ର ଦୃଶ୍ୟ ଦେଖିଲେ ଛା-ତି ଥ-ରି-ଯା-ଏ । ଏନେଇ ସରକାର ଓ ପ୍ରଶାସନ ପକ୍ଷରୁ ଅନେକ ସତର୍କ ସୂଚନା ଜାରି କରାଯାଇ ଥିଲେ ମଧ୍ୟ ସଡକ ନିୟମ ଉ-ଲଂ-ଘ-ନ କରିବା ହେତୁ ଏପରି ଘ-ଟ-ଣା-ମା-ନ ପ୍ରତିଦିନ ଦେଖିବାକୁ ମିଳୁଛି । ଏଭଳି ଏକ ହୃଦୟ ଦୋ-ହ-ଲା-ଇ ଦେବା ଭଳି ଦୁ-ର୍ଘ-ଟ-ଣା-ର ଭି-ଡି-ଓ ବର୍ତ୍ତମାନ ସାମନାକୁ ଆସିଛି ।

ଘ-ଟ-ଣା-ଟି ମଧ୍ୟପ୍ରଦେଶର ଜବଲପୁର ବୋଲି ଜଣାପଡିଛି । ସେଠାରେ ଜଣେ ଅଟୋ ଚାଳକ ଯୁବତୀଙ୍କୁ ଧ-କ୍କା ମା-ରି-ବା ପରେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋ-ଷା-ଡ଼ି ଘୋ-ଷା-ଡ଼ି ନେଇ ଯାଇଥିଲା । ଲୋକମାନେ ଏହା ଦେଖି ପାରି ଅଟୋ ପଛରେ ଦଉଡି ଯାଇ ଯୁବତୀଙ୍କ ଜୀବନ ବ-ଞ୍ଚା-ଇ-ଥି-ଲେ । ଏହି ଘ-ଟ-ଣା-ର ସି-ସି-ଟି-ଭି ଫୁ-ଟେ-ଜ ସାମନାକୁ ଆସିବା ପରେ ଏହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଘ-ଟ-ଣା-ଟି ଗତ ୨୦ ଅକ୍ଟୋବର ସନ୍ଧ୍ୟା ୭ଟା ସମୟର ବୋଲି କୁହାଯାଉଛି ।

ଉକ୍ତ ଯୁବତୀଙ୍କ ନାମ ହେଉଛି ନମ୍ରତା ସେନ ଓ ତାଙ୍କ ଘର ସେଠାକାର ଚନ୍ଦନ କଲୋନୀରେ ବୋଲି ଜଣାପଡିଛି । ଏହି ଦୁ-ର୍ଘ-ଟ-ଣା-ରେ ଉକ୍ତ ଯୁବତୀ ଗୁ-ରୁ-ତ-ର ଭାବେ ଆ-ହ-ତ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁଯାୟୀ ଯୁବତୀ ଜଣକ ଦଶହରା ପର୍ବ ବୁଲି ନିଜ ପରିବାର ସହ ଘରକୁ ଫେରୁଥିଲେ । ଆଉ ଏହି ସମୟରେ ପଛରୁ ଏହି ଅଟୋ ଆସି ଧ-କ୍କା ଦେବା ସହ ତାଙ୍କୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋ-ଷା-ଡ଼ି ନେଇ ଯାଇଥିଲା । ଏହି ଘଟଣାରେ ଯୁବତୀ ଜଣକ ଗମ୍ଭୀର ଭାବେ ଆ-ହ-ତ ହୋଇଛନ୍ତି ।

ସେଠାକାର ଭିଡ ଯୁବତୀଙ୍କୁ ଉ-ଦ୍ଧା-ର କରିବା ପରେ ଅଟୋ ଚାଳକଙ୍କୁ ଧରି ପୋ-ଲି-ସ ହାତରେ ଦେଇଥିଲେ । ପୋ-ଲି-ସ ଉକ୍ତ ଅଟୋ ଚାଳକଙ୍କ ଅଟୋ ଜ-ବ-ତ କରିବା ସହ ତାଙ୍କ ବି-ରୋ-ଧ-ରେ ମଧ୍ୟ ଏକ ମା-ମ-ଲା ରୁ-ଜୁ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।