“କଲେଜରେ ‘ଖରାପ କାମ’ କରନି କହି Govinda କୁ ଜୋତାରେ ପିଟିଥିଲା ତା’ର ଝିଅ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି ଜଣକ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଶିକ୍ଷୟତ୍ରୀ ମମିତା ମେହେର ହ-ତ୍ୟା ର-ହ-ସ୍ୟ ସାମନାକୁ ଆସିବା ପରେ ଅନେକ ପ୍ର-ମା-ଣ ତ-ଥ୍ୟ ପୋ-ଲି-ସ ହାତକୁ ଆସିଛି । ମମିତା ନି-ଖୋ-ଜ ହେବା ପରେ ତାଙ୍କୁ ହ-ତ୍ୟା କରିଥିବା ସ-ନ୍ଦେ-ହ କରା ଯାଇଥିଲା ଓ ପୋ-ଲି-ସ ତ-ଦ-ନ୍ତ ବେଳେ ଅ-ପ-ରା-ଧୀ ତଥା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ହ-ତ୍ୟା କରିଥିବା ମାନିଥିଲା । ମମିତାଙ୍କ ପାଖେ ମହାଲିଙ୍ଗ ସ୍କୁଲ ଏବଂ କଲେଜରେ ଗୋବିନ୍ଦର ଅ-ନୈ-ତି-କ କାର୍ଯ୍ୟ ସମ୍ପର୍କରେ କିଛି ଠୋସ ପ୍ର-ମା-ଣ ଥିଲା ବୋଲି କହିଥିଲେ ତାଙ୍କ ଘରଲୋକ ।

ସେହି ସବୁ କାର୍ଯ୍ୟ ବନ୍ଦ କରିବାକୁ ଏନେଇ ମମିତା ମଧ୍ୟ ଖୋଲାଖୋଲି ଗୋବିନ୍ଦକୁ ଚେ-ତା-ବ-ନୀ ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା । ଗୋବିନ୍ଦର ଗୁ-ମ-ର କଥା ବାହାରେ ପ୍ରକାଶ ପାଇଯିବା ନେଇ ମମିତାଙ୍କ ପାଇଁ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇ ଯାଇଥିଲା ଗୋବିନ୍ଦ । ମିଟି॰ ଅଛି ବୋଲି କହି ମିଛରେ ଗୋବିନ୍ଦ ମମିତାଙ୍କୁ ଡାକି ହ-ତ୍ୟା କରି ଦେଇଥିଲା ଓ ତା’ପରେ ତାଙ୍କୁ ପୋ-ଡି-ଥି-ଲା ଏବଂ ପୋ-ତି ଦେଇଥିଲା ମଧ୍ୟ । ଗୋବିନ୍ଦର କ-ଳା କା-ର-ନା-ମା ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି ।

ସ୍ଥାନୀୟ ଲୋକ ଏନେଇ ମୁହଁ ଖୋଲିଛନ୍ତି । ଗୋବିନ୍ଦ ସ୍କୁଲ ଏବଂ କଲେଜରେ ଛାତ୍ରୀଙ୍କୁ ନେଇ ଖରାପ କାମ କରୁଥିବାର ଗୋବିନ୍ଦର ଝିଅ ଜାଣି ପାରିଥିଲା ଓ ଏଥିପାଇଁ ସେ କଲେଜ ଭିତରେ ନିଜ ବାପାକୁ ଜୋତାରେ ପି-ଟି-ଥି-ଲା ବୋଲି ଶୁଣିବାକୁ ମିଳୁଛି । ଏହାପରେ ଗୋବିନ୍ଦ ବଲାଙ୍ଗିର କଲେଜକୁ ତା’ ଝିଅକୁ ପଠାଇ ଦେଇଥିଲା ।

ସ୍ଥାନୀୟ ଲୋକଙ୍କ ମନରେ ସ-ନ୍ଦେ-ହ ବଢିବାରୁ ସେମାନେ ଏନେଇ ଗୋବିନ୍ଦକୁ ଚେ-ତା-ବ-ନୀ ମଧ୍ୟ ଦେଇଥିଲେ । ବାରମ୍ବାର କୌଣସି ନେତା ସେଠାକୁ ଆସିବା ଦରକାର ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଥିଲେ । ତଥାପି ଗୋବିନ୍ଦ ତାହା ମାନି ନଥିଲା । ଆଉ ଏବେ ସତକୁ ସତ ଗୋବିନ୍ଦର ଅ-ପ-ରା-ଧ-ର ଜଡ ପଦାକୁ ଆସିଛି । ଏହି ଘ-ଟ-ଣା-ରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।