Krishna Vani- ଯଦି କାହାର ହୃଦୟ ଜିତିବାର ଅଛି ତ ତାଙ୍କୁ ଏହି 4 ଟି କଥା କୁହନ୍ତୁ, ସେ ଆପଣଙ୍କୁ ହୃଦୟ ଦେଇ ବସିବ

ଆପଣ ଯେତେବେଳେ ଜଣକୁ ପ୍ରେମ କରନ୍ତି ସେତେବେଳେ ଆପଣ ମଧ୍ୟ ଚାହିଁଥାନ୍ତି, ଆପଣ ଯେତିକି ତାକୁ ଭଲ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ସେତିକି ଭଲ ପାଆନ୍ତୁ । ସେ ଆପଣଙ୍କୁ ସେତିକି ଚାହୁଁ ଯେତିକି ଆପଣ ତାକୁ ଚାହୁଁଛନ୍ତି ।

ତେବେ ଏମିତି କିଛି କଥା ଅଛି ଯଦି ସତରେ ଆପଣଙ୍କ ପାର୍ଟନର କୁ କହିଦେବେ, ତେବେ ତାଙ୍କୁ ଆପଣଙ୍କ ସହ ପ୍ରେମ ହୋଇଯିବ । ଆପଣଙ୍କ ଯାହା ଇଚ୍ଛା କରୁଥିବେ ତାହା ମିଳିଯିବ । ଆପଣ ତାଙ୍କ ହୃଦୟ ଜିଣି ପାରିବେ । ଯେତେବେଳେ ଆପଣ ଆପଣଙ୍କ ପାର୍ଟନର ସହ ସହ କଥା ହେଉଛନ୍ତି, ତେବେ ଆପଣ କଥାକୁ ବଢେଇ କରି ସେତେବେଳେ ଆପଣ ତାଙ୍କୁ ଏହା କହିବା ଦରକାର କି, ଜାଣିଛ ଯେତେବେଳେ ତମେ ଯେତେବେଳେ ହସ ସେତେବେଳେ ତମେ ବହୁତ୍ ସୁନ୍ଦର ଲାଗ ।

ଏମିତି ଲାଗ ଯେପରି ଖୋଲି ଯାଇଛ‌ ଏବଂ ମୁଁ ଏହା ତ ଚାହେଁ କି ଯେତେବେଳେ ତମେ ହସ ତେବେ ଏହା ଲାଗୁ ଯେ ଦୁନିଆରେ କୈାଣସି ଦୁଃଖ ନାହିଁ । ଆଉ ଯେତେବେଳେ ତମେ ଖୋଲି ଯାଉ ଠିକ୍ ସେତେବେଳେ ମୁଁ ତୁମକୁ କହିବି କି ଫୁଲ ଏହିପରି ଖେଳି ଉଠେ । ନହେଲେ ଆପଣ ତାଙ୍କୁ ଏହା କହି ପାରିବେ କି ତୁମକୁ ଜଣା ଅଛି ଦୁନିଆରେ ଲୋକଙ୍କ ପାଖରେ ବହୁତ କିଛି ଅଛି ।

ବଡ଼ ବଡ଼ ଘର, ବଡ଼ ବଡ଼ ଗାଡ଼ି, କିନ୍ତୁ ମତେ ଏହାର କୈାଣସି ଚିନ୍ତା ନାହିଁ । ଯାହାଙ୍କ ପାଖରେ ଯାହାବି ଅଛି ତାଙ୍କୁ ଅଭିନନ୍ଦନ, କାରଣ ମତେ ଜଣା ଅଛି ମୋ ପାଖରେ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ଅଛି, ସବୁଠୁ ସୁନ୍ଦର, ସବୁଠାରୁ ଅନମୋଲ, ମୋ ପାଖରେ ତମେ ଅଛି । ଆଉ ତୁମେ ମୋ ପାଖରେ ଥିଲେ ମତେ ଅନ୍ୟ କୌଣସି ଜିନିଷର ଦରକାର ନାହିଁ ।

ନହେଲେ ଆପଣ ତାଙ୍କୁ ଏହା କହି ପାରିବେ କି, ଜାଣିଛ ନା ମୁଁ ତୁମକୁ କେତେ ଚାହୁଁଛ, ତାହାଲେ ତୁମେ ମୋ ପରି କଣ ପାଇଁ ଚିନ୍ତା କରୁ ନାହଁ । ଭାବିନିଅ ତୁମ ପାଖରେ ମୁଁ ଅଛି ଏବଂ କହିଦିଅ ମୋ ଛଡା ତୁମକୁ କିଛି ଦରକାର ନାହିଁ । ଜୀବନ ସାରା ତୁମକୁ ପଲକରେ ବସେଇ ରଖିବି । ନହେଲେ ତାଙ୍କୁ ଏହା କୁହନ୍ତୁ କି ଜାଣିଛ ଯେତେବେଳେ ମୁଁ ତୁମକୁ ଦେଖେ ସେତେବେଳେ ମତେ ଲାଗେ ତୁମକୁ ଏମିତି ଦେଖି ରହିବି ।

ତୁମ ଛଡ଼ା କୈାଣସି ଇଚ୍ଛା ନାହିଁ, କୈାଣସି ଆଶା ନାହିଁ, ଅନ୍ୟ କାହାକୁ ଦେଖିବାକୁ ମନ ହୁଏ ନାହିଁ, ଜାଣିଛ କଣ ପାଇଁ । କାରଣ ମୋ ହୃଦୟରେ ତୁମେ ଅଛ । ଆଉ ହୃଦୟରେ ରହୁଥିବା ଝିଅର ସାମ୍ନା ଦୁନିଆରେ କୈାଣସି ଝିଅ ମଧ୍ୟ କରି ପାରିବେ ନାହିଁ । ଏହି ୪ଟି କଥା ମଧ୍ୟରୁ କୈାଣସି ଗୋଟିଏ କଥା କହି ଆପଣ ଆପଣଙ୍କ ପାର୍ଟନର ର ହୃଦୟ ଜିତି ପାରିବେ ।  ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ |