GK Questions and Answers: ଏମିତି କେଉଁ ଜିନିଷ ଅଛି ଯାହାର ନାଁ ନେବା ମାତ୍ରେ ତାହା ଭାଙ୍ଗିଯାଏ ? 99 % ଲୋକ ହେଲେ ଫେଲ

ବ୍ୟକ୍ତି ଯେତେବେଳେ ଚାକିରି କରିବାକୁ ଯାଏ ତାକୁ ଇଣ୍ଟରଭ୍ୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନର ଉତ୍ତର ଦେବା ସହଜ ହୋଇଥାଏ ତ କିଛି ପ୍ରଶ୍ନ ଏତେ କଠିନ ଥାଏ ଯେ ଉତ୍ତର ଦେବା ମୁସ୍କିଲ ହୋଇଯାଏ । ଏହିପରି କିଛି ପ୍ରଶ୍ନ IAS ଇଣ୍ଟରଭ୍ୟୁରେ ପଚରା ଯାଏ, ଯାହା ଦେଖିବାକୁ ବହୁତ ସରଳ ଲାଗେ କିନ୍ତୁ ଉତ୍ତର ଦେବା ସମୟରେ ତାହା କଠିନ ହୋଇଯାଏ ।

ଆଜି ଆମେ ଆପଣଙ୍କୁ IAS ଇଣ୍ଟରଭ୍ୟୁରେ ପଚରା ଯାଉଥିବା ଏହିପରି କିଛି ପ୍ରଶ୍ନୋତ୍ତର ଆପଣଙ୍କ ପାଇଁ ନେଇ ଆସିଛୁ । ସେଥିରୁ ଗୋଟେ ପ୍ରଶ୍ନ ହେଉଛି, ‘କେଉଁ ଜିନିଷର ନାମ ନେଲେ ହିଁ ତାହା ଭାଙ୍ଗିଯାଏ ?’ ଏହିପରି ଅନ୍ୟ ପ୍ରଶ୍ନ ଗୁଡିକ ମଧ୍ୟ ରହିଛି, ଯାହା ଜାଣିବା ଆପଣଙ୍କ ପାଇଁ ବହୁତ ଆବଶ୍ୟକ ଅଟେ । କାରଣ ଏହି ପ୍ରଶ୍ନ ଏବଂ ଉତ୍ତର ଗୁଡିକ ଆପଣଙ୍କ ଜୀବନରେ କେବେ ନା କେବେ ନିଶ୍ଚୟ କାମ ଆସିବ । ଏହା ଯାଇବା ଦ୍ଵାରା ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ବଢିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ଓ ଉତ୍ତର ।

ପ୍ର.୧ :- ବିଶ୍ଵର ସବୁଠୁ ବଡ ଦେଶ କେଉଁଟି ଅଟେ ?

ଉତ୍ତର: ରୁଷ ବିଶ୍ଵର ସବୁଠୁ ବଡ ଦେଶ ଅଟେ ।

ପ୍ର.୨ :- ମହାତ୍ମା ବୁଦ୍ଧ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର: ମହାତ୍ମା ବୁଦ୍ଧ ଗୟା ରେ ଜନ୍ମ ଗ୍ରହଣ କରିଥିଲେ ।

ପ୍ର.୩ :- କେଉଁ ରାଜ୍ୟରେ ମାଲାୟାଲମ ଭାଷା କୁହାଯାଏ ?

ଉତ୍ତର: କେରଳ ରାଜ୍ୟରେ ମାଲାୟାଲମ ଭାଷା କୁହାଯାଏ ।

ପ୍ର.୪ :- ସୂର୍ଯ୍ୟଙ୍କ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର: ସୂର୍ଯ୍ୟଙ୍କ କିରଣରୁ ଆମକୁ ଭିଟାମିନ- ଡି ମିଳିଥାଏ ।

ପ୍ର.୫ :- ମନୁଷ୍ୟ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର: ମନୁଷ୍ୟ ଆଖିର ଓଜନ ପ୍ରାୟ ୮ ଗ୍ରାମ ହୋଇଥାଏ ।

ପ୍ର.୬ :- ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି ମଶା ଦେଖା ଯାଆନ୍ତି ନାହିଁ ?

ଉତ୍ତର: ଫ୍ରାନ୍ସ ଏପରି ଏକ ଦେଶ ଅଟେ ଯେଉଁଠି ମଶା ଦେଖା ଯାଆନ୍ତି ନାହିଁ ।

ପ୍ର.୭ :- ରେଡିୟମ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର: ମ୍ୟାଡାମ ମେରି କ୍ୟୁରୀ ରେଡିୟମ ର ଆବିଷ୍କାର କରିଥିଲେ ।

ପ୍ର.୮ :- ଏମିତି କେଉଁ ଜିନିଷ ଅଛି ଯାହାର ନାମ ନେଲେ ହିଁ ତାହା ଭାଙ୍ଗିଯାଏ ?

ଉତ୍ତର: ନୀରବତା ଏକ ଏପରି ଜିନିଷ ଅଟେ ଯାହାର ନାମ ନେଲେ ହିଁ ତାହା ଭାଙ୍ଗିଯାଏ ।

ପ୍ର.୯ :- ଆମ ସୌରଜଗତରେ କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ ?

ଉତ୍ତର: ଆମ ସୌରଜଗତରେ ମଙ୍ଗଳ ଗ୍ରହକୁ ଲାଲ ଗ୍ରହ କୁହାଯାଏ ।

ପ୍ର.୧୦ :- ଏପରି କେଉଁ ବସ୍ତୁ ଅଛି ଯାହା ଆମେ ଦେଖିପାରୁ ନାହିଁ କି ଛୁଇଁ ପାରୁ ନାହିଁ, କିନ୍ତୁ ତାର ବ୍ୟବହାର ସମସ୍ତେ କରିଥାଉ ?

ଉତ୍ତର: ଏହାର ଉତ୍ତର ଆପଣ ଯଦି ଜାଣିଛନ୍ତି ତେବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।