ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତ ତାଙ୍କୁ ଏହି 2 ଟି ପ୍ରଶ୍ନ ନିଶ୍ଚୟ ପଚାରିବେ, ଜୀବନ ସାରା ସେ କେବେ ବି ଆପଣଙ୍କୁ ଭୁଲିବେ ନାହିଁ- Krishna Vani

ମଣିଷ ପିଲା ଦିନରରୁ ହିଁ ଭଲ ପାଇବା ଶ୍ନେହ ପାଇ ବଢି ଥାଏ କିଛି ଜଣ ଏଭଳି ବି ଲୋକ ଅଛନ୍ତି ଯେଉଁ ମାନେ ନିଜର ଭଲ ପାଇବାକୁ ପ୍ରକାଶ କରି ପାରନ୍ତି ନାହିଁ  । ସେଭଳି ବ୍ୟକ୍ତିତ୍ବ ମାନେ ଅନେକ କଥାକୁ ନିଜର ମନରେ ରାଖୀ ନିଅନ୍ତି ସମୟ ଚାଲି ଯାଏ । ଆମେ ଆମ ପରିବାର ସହ ଭଲ ଭାବେ ପରିଚିତ ଥାଉ । ଏହି ପରିବାରରୁ ହିଁ ଆରମ୍ଭ ହୁଏ ଭଲ ପାଇବା , ତ୍ୟାଗ , ସମର୍ପଣ, ନିରସ୍ଵାର୍ଥ ପରତା ।

ପରିବାରରେ ଶିକ୍ଷା ହୁଏ କିଭଳି ଆମେ ନିଜକୁ ସବୁଙ୍କ ପରେ ଦେଖିବା ନିଜକୁ ଦେଖିବା ଆଗରୁ ପରିବାର ବିଷୟରେ ଭାବିବା । ଏହି ସବୁକୁ ଶିଖନ୍ତି ସବୁ ପିଲା ମାନେ । ବଡ ହେଲେ ଏହି ଶିକ୍ଷା ତାଙ୍କ ଚରିତ୍ରରେ ଦେଖା ଯାଏ । ତେବେ କେତେକ ପିଲା ଏହାର ଅନୁସରଣ କରି ପାରନ୍ତି ନାହିଁ ।

ସମସ୍ତଙ୍କୁ ଏହି ସୁଖ ମିଳି ନଥାଏ କିଛି ଜଣଙ୍କର ପରିବାର, ସମ୍ବନ୍ଧୀୟ, ବନ୍ଧୁ ମାନେ , ନଥାନ୍ତି ତେଣୂ ସେମାନେ ନିଜର ଭାବର ଆଦାନ ପ୍ରଦାନରେ ସଙ୍କୁଚିତ ହୋଇ ଯାନ୍ତି । ଅନେକ ଜାଗାରେ ନିଜେ ନିଜକୁ ଭ୍ରମରେ ପକାନ୍ତି । ଯଦି ଆପଣ ବି ଜେନ ଏହି ଭଳି ବ୍ୟକ୍ତିତ୍ବ ଆପଣଙ୍କର ପରିବାର ଥାଇ ବି ଆପଣ ନିଜର ମତକୁ କାହା ଆଗରେ କହି ପାରୁ ନାହାନ୍ତି ତେବେ କହିବା ଆରମ୍ଭ କରନ୍ତୁ ଯଦି ଶିଧା ନ କହିବାକୁ ଚାହାନ୍ତି ତେବେ ପ୍ରଶ୍ନ ମାଧ୍ୟମରେ ତାଙ୍କୁ କୁହନ୍ତୁ ।

ନିଜର ପରିବାରକୁ ଛାଡିଦେଲେ କେତେକ ବ୍ୟକ୍ତି ଓ ମହିଲା ମାନେ ନିଜର ଭଲ ପାଇବାକୁ ନିଜର ପ୍ରେମିକ ଓ ପ୍ରେମିକା ଆଗରେ କହିବାକୁ ଲାଜ୍ୟା ଅନୁଭବ କରନ୍ତି । ଅତ୍ୟଧିକ ଭଲ ପାଇବା ବେଳେ ଆମ ପାଇଁ ଦୁଃଖ ଆଣି ଦେଇଥାଏ । ଆପଣ ଯଦି ନିଜର ମନର ଭାବନା ନ କହିବେ ତେବେ ହୁଏତ କିଛି ଜଣ ଆପଣଙ୍କୁ ବୁଝି ପାରିବେ ମାତ୍ର କିଛି ବୁଝି ପାରିବେନି । ଯାହା ପାଇଁ ଆପଣଙ୍କୁ ଅନେକ ସମୟରେ ବିଚ୍ଛେଦ ହେବାକୁ ପଡେ ଓ ଏହାର ଯନ୍ତ୍ରଣା ଅତ୍ୟନ୍ତ କଷ୍ଟ ଦାୟକ । ତେବେ ଯଦି ଆପଣ କାହାକୁ ପାଇବା କୁ ଚାହାନ୍ତି ନାହିଁ ମାତ୍ର ହରେଇବାର ଡର ମନରେ ଆସେ ତାହା ହେଉଛି ନିଶ୍ଚଳ ଭଲ ପାଇବା ।

ତେବେ ଆପଣ ଯଦି କାହାକୁ ଭଲ ପାନ୍ତି କିମ୍ବା କେହି ଆପଣଙ୍କୁ ଭଲ ପାଉ ଥାଏ ତେବେ ସେ ଏହି ଦୁଇଟି ପ୍ରଶ୍ନ ନିଶ୍ଚୟ ଆପଣଙ୍କୁ ପଚାରିବେ ।  ପ୍ରଥମ ପ୍ରଶ୍ନ ଯେତିକି ମୁ ତୁମକୁ ଭଲ ପାଏ ଯେତିକି ମୁ ତୁମକୁ ଚାହେ ମୋ ଜୀବନରେ କଣ ତୁମେ ବି ମତେ ସେତିକି ଭଲ ପାଅ ଓ କଣ ମତେ ବି ନିଜ ଜୀବନରେ ସେତିକି ମହତ୍ଵ ଦିଅ ।  ଦ୍ଵିତୀୟ ପ୍ରଶ୍ନ ଟି ହେଉଛି କଣ ତମେ ମତେ ଆଉ କାହା ପାଇଁ ଛାଡିଦେବ ।

କଣ ଆଉ କାହା ପାଇଁ ମୋ ଭଲ ପାଇବାକୁ ଓ ମତେ ଦୂରେଇ ଦେବ କଣ ମୋର ହୃଦୟ ଅନ୍ୟ କାହା ପାଇଁ ତମେ ଭାଙ୍ଗି ଦେବା । ଏହି ଦୁଇଟି ପ୍ରଶ୍ନ ଆପଙ୍କ ଜୀବନରେ ନିଶ୍ଚୟ ଆସିବ । ଆପଣ ବି ଯଦି ଏହି ପ୍ରଶ୍ନ ପ୍ରତେକ ଦିନ ପଚାରିବେ ତେବେ ତାଙ୍କ ମନରେ ବି ଆପଣଙ୍କ ପାଇଁ ଭଲ ପାଇବା ବଢିବ । ବନ୍ଧୁ ମାନେ ଆପଣଙ୍କୁ ଯଦି ଆମର ଏହି ବିବରଣୀ ଭଲ ଲାଗେ ତେବେ ଅମ ପେଜକୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।