ଯଦି ଘରକୁ ଆସୁଛନ୍ତି ଏହି ପକ୍ଷୀ, ତେବେ ବର୍ବାଦୀ ସୁନିଶ୍ଚିତ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ଅନେକ ପ୍ରକାର ରଙ୍ଗବେରଙ୍ଗର ଭିନ୍ନ ଭିନ୍ନ ପକ୍ଷୀ ମାନଙ୍କୁ ଦେଖିବାକୁ ପାଇଥାଉ । ଅନେକ ପକ୍ଷୀଙ୍କର ସ୍ଵର ଓ ତାଙ୍କ ଦେହର ରଙ୍ଗ ଆମ ମାନଙ୍କ ମନକୁ ମନ୍ତ୍ରମୁଗ୍ଧ କରିଦେଇଥାଏ । ତେବେ ଅନେକ ପକ୍ଷୀ ଅଛନ୍ତି ଯେଉଁ ମାନଙ୍କୁ ଶୁଭ ବିବେଚନା କରାଯାଇଥାଏ । ଅପର ପକ୍ଷରେ ଏପରି ମଧ୍ୟ ଅନେକ ପକ୍ଷୀ ଅଛନ୍ତି । କି ଯେଉଁ ମାନେ ଘରକୁ ଆସିବାର ଗତିବିଧିକୁ ଅନୁମାନ କରି ଯଦି କହିବା । ତେବେ ତାହା ଘର ପାଇଁ ଅଶୁଭ ବୋଲି ମାନ୍ୟତା ଅଛି ।

ତେବେ ଘର ପାଖକୁ କୌଣସି ନା କୌଣସି ଚଢେଇ ଆସିବା କିଛି ସଂକେତ ନେଇକରି ଆସିଥାଏ । ତାହା ଶୁଭ କିମ୍ବା ଅଶୁଭ ମଧ୍ୟ ହୋଇଥାଏ । ସକାଳୁ ସକାଳୁ ଯଦି ଘରେ ପାରା ଦେଖିଥାନ୍ତି । ତେବେ ତାହା ଆପଣଙ୍କ ପ୍ରେମ ସମ୍ବଧ କିଛି କଥା ନେଇ କରି ଆପଣଙ୍କ ଜୀବନକୁ ଆସିଥାଏ । ହେଲେ ଯଦି ସନ୍ଧ୍ୟା ସମୟରେ ପାରା ଦେଖିଥାନ୍ତି । ତେବେ ଘରେ ଚୋରୀ ହେବାର ସୂଚନା ଦେଇଥାଏ ।

ଧଳା ପେଚା ଦୀପାବଳୀ ସମୟରେ ଯଦି ଘରକୁ ଆସିଥାଏ । ତେବେ ତାହା ଅତ୍ୟନ୍ତ ହିଁ ଶୁଭ କୁହାଯାଇଥାଏ । ହେଲେ ଅନ୍ୟ ଦିନ ମାନଙ୍କରେ ଘର ଉପରେ କୌଣସି ପ୍ରକାର ପେଚା ଆସି ବସିବାକୁ ଅଶୁଭ କୁହାଯାଇଥାଏ । ଶାଗୁଣା ପକ୍ଷୀକୁ ଅଶୁଭ ପକ୍ଷୀ ମାନଙ୍କ ମାଧତ୍ରେ ଗଣତି କରାଯାଇଥାଏ । କାରଣ ଶାଗୁଣା ଯେଉଁ ଘରେ ମଧ୍ୟ ବସିଥାଏ । ସେହି ଘରର ଉନ୍ନତିରେ ବାଧା ଆସିଥାଏ । ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଆସି କାଉ ବସିଯାଇଥାଏ । ତେବେ ସେହି ବ୍ୟକ୍ତିର ମାନ ସମ୍ମାନରେ ଆଞ୍ଚ ଆସିଯାଇଥାଏ ।

ଯଦି ହଟାତ ଅନେକ ଗୁଡିଏ କାଉ ମିଳିତ ହୋଇ କୌଣସି ଘର ଉପରେ ବସି ରାବ ଦେଇଥାନ୍ତି । ତେବେ ସେହି ଘରର ମୁରବୀ ଉପରେ ଆଗାମୀ ସମୟରେ ସଙ୍କଟ ପଡିବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ । ଘରକୁ ବାଦୁଦୀ ଆସିବା ଅର୍ଥ ଘର ପାଇଁ ନକରାତ୍ମକ ପରିବେଶ ନେଇ କରି ଆସିବା । ତେଣୁ ଘରକୁ ବାଦୁଦୀ ଆସିବାକୁ ଅଶୁଭ କୁହାଯାଇଥାଏ ।

ଯଦି କୌଣସି ଚଢେଇ ଆପଣଙ୍କ ଘର ନିକଟରେ ବସା ବାନ୍ଧିଥାଏ । ତେବେ ତାହା ସୌଭାଗ୍ୟର ସଂକେତ ଦେଇଥାଏ । ହେଲେ ଯଦି କୌଣସି ଚଢେଇ ଘରେ ପଡି ରହିଥିବା ରୋଗୀ ବ୍ୟକ୍ତିଉଙ୍କ ନିକଟକୁ ଚାଲିଯାଇଥାଏ । ତେବେ ତାହା ଅଶୁଭ ବୋଲି ଧରା ଯାଇଥାଏ । ଯେଉଁ ବ୍ୟକ୍ତିକୁ କିଛି ଦିନ ଧରି ଲଗାତାର ଭାବେ ଚିଲ ଦେଖିବାକୁ ମିଳିଥାଏ ।

ତେବେ ଜାଣି ରଖନ୍ତୁ, ଆପଣଙ୍କ ପୂର୍ବପୁରୁଷଙ୍କର ଆପଣଙ୍କ ପ୍ରତି ଆଶ୍ରୀବାଦ ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ