ଯଦି କେହି ଆପଣଙ୍କ ଭଲ ପାଇବାକୁ ନ ବୁଝେ ତେବେ କରନ୍ତୁ ଏହ 2ଟି କାମ- Krishna Vani

ପ୍ରେମ ଶବ୍ଦର ବର୍ଣ୍ଣନା ଅସମ୍ଭବ ଅଟେ । ପ୍ରେମ ହିଁ ଜୀବନ ଏହି କଥାଟିକୁ ସମସ୍ତେ ଯାଇଥିବେ । ପ୍ରେମ ଭାବନା ନ ଥିଲେ ଜୀବନ ଅଦରକାରୀ ବୋଲି ମାନେ ହୁଏ ।

ସେଥି ପାଇଁ ପ୍ରତେକ ବ୍ୟକ୍ତି ପାଖରେ ଭାବନା ରହିବା ଆବଶ୍ୟକ ଅଟେ । ଏହି ପ୍ରେମ ଭାବନା ଦ୍ଵାରା ଆପଣଙ୍କୁ କିଏ ଭଲ ପାଉଛି କି ନାହି ଆପଣ ଅନୁଭବ କରି ପାରିବେ । ପ୍ରେମ ଦ୍ଵାରା ଜୀବନର ମୂଲ୍ଯବୋଧ ଯାନୀହୁଏ । ପ୍ରେମ ଏମିତି ଏକ ଶବଦା ଯାହାର ତୁଳାନା କାହା ସହ କରାଯାଇ ପାରିବ ନାହି । ପ୍ରେମ ଭାବ ଦ୍ଵାରା ଗୋଟେ ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତିକୁ ଜିତିପାରେ । ଆଜି ଆମେ ଆପଣ ମାନଙ୍କୁ ପ୍ରେମ ବିଷୟରେ କିଛି ମହତ୍ତ୍ଵପୂର୍ଣ କଥା କହିବାକୁ ଯାଉଛୁ । ପ୍ରେମରେ ଯଦି ଆପଣ ଯେତେ ଭଲ ହୁଅନ୍ତୁ ନା କାହିଁକି ଯେତେ ଠିକ ହୁଅନ୍ତୁ ନା କାହିଁକି ।

କିନ୍ତୁ ଯଦି ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବୁଝି ପାରିବା ନାହି କି ସେ ଆପଣଙ୍କର ଚିନ୍ତା କରିବା ନାହି ବା ଆପଣଙ୍କ କଦର କରିବା ନାହି ବା ଆପଣଙ୍କ ଉପରେ କଣ ବିତୁଛି ତାହା ସେ ଅନୁଭବ କରିବା ନାହି ତେବେ ଆପଣ କିପରି ତାକୁ ବୁଝାଇବେ ଯେ ଆପଣ ତା ବିନା ଗୋଟେ ମୂହୁର୍ତ୍ତ ବଞ୍ଚି ପାରିବେ ନାହି । ନିଜ ସାଥି ପାଇଁ ଆପଣଙ୍କ ଦ୍ଵାରା ଯାହା ସମ୍ଭବ ତାହା ଆପଣ କରିଲେ ବି ସେ ଆପଣାକୁ ଚିହ୍ନି ପାରିଲା ନାହି । ନିଜ ସାଥିକୁ ଆପଣ ଇଜତ ଦେଲେ, ଭଲ ପାଇବା ଦେଲେ କିନ୍ତୁ ବଦଳରେ ସେ ଆପଣଙ୍କୁ କଣ ଦେଲେ ?

ସେ ଆପଣଙ୍କୁ ଏତେ କଷ୍ଟ ଦେଲା ଯେ ଆପଣ ତା ପାଇଁ କାନ୍ଦୁଛନ୍ତି ତାହା ସେ ଅନୁଭବ କରିଲା ନାହି ।  ଆପଣଙ୍କୁ କଷ୍ଟ ହେଉଛି କିନ୍ତୁ ତାକୁ କୌଣସି ଫରକ ପଡୁ ନାହି । ଏବେ ପ୍ରଶ୍ନ ଉଠୁଛି ଏହି ପରିସ୍ଥିତିରେ ଆପଣ କଣ କରିବେ ? ଏହି ପରିସ୍ଥିତିରେ ଆପଣଙ୍କର ଭୁଲ ନ ଥାଇ ମଧ୍ୟ ଆପଣ ନିଜ ସାଥୀକୁ ଭୁଲ ମାଗିଲେ, ତା ଆଗରେ ମୁଣ୍ଡ ନୂଆଁଇଲେ ତଥାପି ସେ ଆପଣଙ୍କୁ ବୁଝି ପାରିଲେ ନାହି । ଆପଣ ତା ଆଗରେ କାନ୍ଦିକି ତା ଗୋଡ ଧରିଲେ ମଧ୍ୟ ତା ଉପରେ କୌଣସି ଫରକ ପଡିଲା ନାହି । ଏହି ସମୟରେ ଆପଣଙ୍କୁ ମାତ୍ର ଦୁଇଟି କାମ କରିବା ଉଚିତ ।

ଏହି ସମୟରେ ଆପଣ ନିଜ ସାଥି ଆଗରେ ନିଜର ମହତ୍ତ୍ଵ ବଢାନ୍ତୁ । ଆପଣ ତାଙ୍କୁ ଛାଡି ଏକା ବଞ୍ଚି ପାରିବେ ବୋଲି ଏହି କଥାଟିକୁ ଆପଣ ତାଙ୍କୁ ଅନୁଭବ କରାନ୍ତୁ । ଯଦି ତା ଜୀବନରେ ଆପଣଙ୍କର ମହତ୍ତ୍ଵ ରହିଥାନ୍ତା ତେବେ ସେ ଆପଣଙ୍କର କଷ୍ଟ ଓ ପୀଡାକୁ ଅନୁଭବ କରି ପାରିଥାନ୍ତା । ଆପଣ ନିଜକୁ ପରିବର୍ତ୍ତନ କରିବା ସହ ନିଜକୁ ଅଧିକ ଦରକାରୀ ବୋଲି ତା ଆଗରେ ପ୍ରମାଣ କରନ୍ତୁ । ଏ ସବୁ କରିଲେ ସାୟଦ ସେ ଆପଣଙ୍କ ଜୀବନରେ ପୁଣି ଥରେ ଫେରିପାରେ ।

କିନ୍ତୁ ଯଦି ଏପରି ନ ହୁଏ ତେବେ ସବୁ କିଛି ଭୁଲିଯାଇ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ହୁଏତ ଆଗକୁ ଯାଇ ଆପଣଙ୍କୁ ଆପଣଙ୍କ ଜୀବନରେ ଅନ୍ୟ କେହି ସାଥି ମିଳିଯାଇପାରେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।