ଅଧାବାଟରେ ଉଭାନ ହୋଇଗଲେ ଯବାନ, ଯବାନ ଙ୍କ ବଦଳରେ ଘରେ ପହଞ୍ଚିଲା ତାଙ୍କ ମୃତ ଦେହର ଫଟୋ, ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକେ, ଦେଖନ୍ତୁ Video

ମା ର ଶ୍ରା-ଦ୍ଧ କାର୍ଯ୍ୟ କରିବା ପାଇଁ ଛୁଟି ନେଇ ନାଗାଲାଣ୍ଡରୁ ଏହି ଯବାନ ଜଣକ ନିଜ ଘରକୁ ଫେରୁଥିଲେ । କିନ୍ତୁ ଅଚାନକ ଯବାନ ରାସ୍ତାରେ ଉଭାନ ହୋଇଗଲେ । ଘର ଲୋକମାନେ ବାରମ୍ବାର ଫୋନ କରୁଥିଲେ କିନ୍ତୁ ଯବାନ କାହାର ବି ଫୋନ ରିସିଭ କରୁ ନ ଥିଲେ । କିଛି ସମୟ ପରେ ଘରକୁ ଏକ ଫଟୋଗ୍ରାଫ ଆସିଲା । ଏହି ଫଟୋ ଗ୍ରାଫ ଆଉ କାହାର ଏହା ସେହି ଯବାନଙ୍କ ମୃ-ତ ଦେହର ଫଟୋ ଥିଲା । ଯାହାକୁ ଦେଖିବା ପରେ ପରିବାର ଲୋକମାନଙ୍କ କା-ନ୍ଦି କା-ନ୍ଦି ଅବସ୍ଥା ଖରାପ ହୋଇ ଯାଇଛି ।

ଏହିଭଳି ଘଟଣା କାହା ସହ ନ ହେଉ । ସୋନପୁର ସହ ମଝିପଡାର ପ୍ରତାପ କୁମାର ନାୟକ ୭୮ ସିଆରପିଏଫ ବାଟାଲିୟନ ବି କମ୍ପାନୀର ମିଜୋରାମରେ କାର୍ଯ୍ୟରତ ଥିଲେ । ପ୍ରତାପ କୁମାର ନାୟକ ନିଜ ମା- ଙ୍କ ଶ୍ରା-ଦ୍ଧ କାର୍ଯ୍ୟ କରିବା ପାଇଁ ୧ ତାରିଖ ଦିନ ଛୁଟି ନେଇ ଘରକୁ ଫେରୁଥିଲେ । ଏହାରି ମଧ୍ୟରେ ସେ ନିଜ ପତ୍ନୀଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ । କିନ୍ତୁ କିଛି ସମୟ ପରେ ସେ ଆଉ ଫୋନ ରିସିଭ କରିଲେ ନାହିଁ ।

ଘର ଲୋକମାନେ ସିଆରପିଏଫ ପୋଲିସ ଓ ରେଳ ବିଭାଗରେ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ସିଆରପିଏଫ କାର୍ଯ୍ୟଳୟ ତରଫରୁ ଯବାନଙ୍କ ପରିବାରକୁ ସୂଚନା ଦିଆ ଗଲା କି ଆଜି ଯବାନଙ୍କ ମୃ-ତ-ଦେ-ହକୁ ନାଗାଲାଣ୍ଡରୁ ଉ-ଦ୍ଧା-ର କରାଯାଇଛି । । ମୃ-ତ ଯବାନର ଭାଇଙ୍କ କହିବା ଅଟେ କି ମା ଙ୍କ ଶ୍ରାଦ୍ଧ କାର୍ଯ୍ୟ ପାଇଁ ସେ ୧ ତାରିଖ ଦିନ ଛୁଟି ନେଇ ଆସୁଥିଲେ ।

ଧିମାପୁର ଷ୍ଟେସନରେ ସେ ଟ୍ରେନରେ ବସି ଆସୁଥିଲେ । ୧୧.୩୦ ଓ ୧୨ ଟା ପର୍ଯ୍ୟନ୍ତ ସେ ନିଜ ସ୍ତ୍ରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି ଓ ସେ ସକାଳେ ଫୋନ କରିବେ ବୋଲି କହି ଫୋନ ରଖି ଦେଲେ । କିନ୍ତୁ ସକାଳେ ଯେତେବେଳେ ତାଙ୍କର ସ୍ତ୍ରୀ ବାରମ୍ବାର ଫୋନ କରିଲେ ତେବେ ସେ ଫୋନ ଉଠାଇଲେ ନାହିଁ । ତେବେ ସେହି ସମୟରେ ତାଙ୍କ ମନରେ କିଛି ସ-ନ୍ଦେ-ହ ଆସି ଥିଲା । ସକାଳ ସମୟରେ ଭୁବନେଶ୍ଵରରେ ତାଙ୍କର ଟ୍ରେନ ଆସିବାର ଥିଲା ଓ ଷ୍ଟେସନରେ ତାଙ୍କର ଶ-ଳା ଅପେକ୍ଷା କରିଥିଲେ କିନ୍ତୁ ସେ ଆସି ନ ଥିଲେ ।

ସେମାନେ ଅଧିକ ସମୟ ଅପେକ୍ଷା ନ କରି ଭୁବନେଶ୍ଵରରେ ସିଆରପିଏଫ କାର୍ଯ୍ୟଲଯରେ ଏକ ମି-ଶି-ଙ୍ଗ ରିପୋର୍ଟ ଦେଲେ । ଆମେ ତାଙ୍କର ନାଗାଲାଣ୍ଡ ଅଫିସରମାନଙ୍କୁ ବି ଏହି ବିଷୟରେ ସୂଚିତ କରିଲୁ । ଆଜି ସେମାନେ ଆମ ପାଖକୁ ଗୋଟିଏ ଫଟୋ ପଠାଇଲେ ଓ ତାକୁ ଚିହ୍ନିବା ପାଇଁ କହିଥିଲେ ଓ ଦୁ-ର୍ଭା-ଗ୍ୟ ବଶତଃ ତାହା ଅମା ଭାଇଙ୍କର ଥିଲା । କିନ୍ତୁ ଏଠି ପ୍ରଶ୍ନ ଆସୁଛି କି ଟ୍ରେନରେ ଆସୁଥିବା ସମୟରେ ପ୍ରତାପଙ୍କ ସହ ଏମିତି କଣ ହେଲା କି ଶେଷରେ ତାଙ୍କର ମୃ-ତ ଦେହ ମିଳିଲା ।