ୟେ ହେଉଛନ୍ତି ଖତରନାକ ଖଳନାୟକଙ୍କ ସୁନ୍ଦର ଝିଅ ଓ ସ୍ତ୍ରୀ । ଝିଅ ଫୋଟୋ ଦେଖିଲେ ଆପଣ କହିବେ କେଉଁ ଅପସରାଠୁ ବି କମ ନୁହେଁ

ଖତରନାକ ଖଳନାୟକଙ୍କ ସୁନ୍ଦର ଝିଅ ଓ ସ୍ତ୍ରୀ

ଯେବେ ଲୋକେ ଫିଲ୍ମ ଦେଖନ୍ତି ତାଙ୍କୁ କେବଳ ହୀରୋ ମାନେ ହିଁ  ମନେ ରୁହନ୍ତି, କିନ୍ତୁ ବଲୀଉଡର କୌଣସି ଫିଲ୍ମ ବିନା ଖଳନାୟକ ଦ୍ଵାରା ହୁଏ ନାହିଁ । ଖଳନାୟକ ବିନା ଫିଲ୍ମର କିଛି ମଜା ଆସେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଭିଲନ ବିଷୟରେ କହିବାକୁ ଯାଉଛୁ ଯାହା ନା ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଜୀବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଭିଲନ ଯେତିକି ଖତର୍ନାକ ତାଙ୍କ ସ୍ତ୍ରୀ ଓ ଝିଅ ସେତିକି ସୁନ୍ଦର । ଆସନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ସହ ପରିଚିତ କରାଇବୁ ।

ଆଜି ଆମେ ଆପଣଙ୍କୁ ଏକ ଖତର୍ନାକ ଭିଲନ ସହ ପରିଚିତ କରାଇବାକୁ ଚାହୁଁଛୁ, ତାଙ୍କର ନାମ ବିଲ୍ଲନ ଡୈନୀ ଡେନ୍ଜୋଂଗପା । ଏହି ନା ସୂନୀ ଆପଣଙ୍କୁ ଫିଲ୍ମ ଘାତକ ମନେ ପଡୁଥିବା ନିଶ୍ଚିନ୍ତ । ସେହି ଫିଲ୍ମ ରେ ତାଙ୍କର ରୋଲ ବହୁତ ଖତର୍ନାକ ଥିଲା ।

ସେ ତାଙ୍କ ସମୟର ସୁପର ଭିଲେନ ଥିଲେ, ବହୁତ ନାମ ମଧ୍ୟ ଅରଜନ କରିଛନ୍ତି ଚଳଚିତ୍ର ଜଗତରେ । ସେ ପଦ୍ମଶ୍ରୀର ସମ୍ମାନ ମଧ୍ୟ ତାଙ୍କୁ ମିଳି ସାରିଛି ।

ତାଙ୍କର ସ୍ତ୍ରୀ ଓ ଝିଅ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ସ୍ତ୍ରୀଙ୍କର ନାମ ଗାବା ଡେନ୍ଜୋଂଗପା । ଡୈନୀ ଗାବାଙ୍କୁ ୧୯୯୦ରେ ବିବାହ କରିଥିଲେ । ଏବଂ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ଅଛି । ଝିଅ ତାନକର ତାମିଲ ଫିଲ୍ମରୁ ନିଜର କ୍ଯାରିୟରର ଆରମ୍ଭ କରିସାରିଲେଣି ।

ତାଙ୍କ ଝିଅ ମଧ୍ୟ ତାଙ୍କ ଭଳି ବହୁତ ଭଲ ଅଭିନୟ କରୁଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ କ୍ଯାରିୟର ମାତ୍ର ଆରମ୍ଭ ହୋଇଛି, ସେଥିପାଇଁ ସେ ଏତେ ପପୁଲର ହୋଇନାହାନ୍ତି ନିଜ ବାପାଙ୍କ ଭଳି । କିନ୍ତୁ ସେ ତାଙ୍କ କ୍ଯାରିୟରରେ ଧୀରେ ଧୀରେ ସଫଳତା ପାଉଥିବାର ଦେଖାଯାଉଛି ।