ନମସ୍କାର ବନ୍ଧୁ ମାନେ ସ୍ଵାଗତ ଆପଣ ସମସ୍ତଙ୍କୁ ପୁଣିଥରେ, ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା କି ଉତ୍ତରପ୍ରଦେଶ ର ଅଟେ । ଉତ୍ତରପ୍ରଦେଶ ର ବରେଲି ଜିଲ୍ଲା ର ଏହି ଆଇପିଏସ ଅଭଦ୍ର ଅଶ୍ଳୀଳ ବ୍ୟବହାର କରୁଥିବା ଟୋକା ମାନଙ୍କୁ ଶିଷ୍ଟାଚାର ଶିଖେଇବା ଆରମ୍ଭ କରିଦେଇଛନ୍ତି । ଏନ୍ଟୀ ରୋମିୟୋ ସ୍କ୍ୱାଡ ର ଲୀଡର ଆଈପୀଏସ ରୱୀନା ତ୍ଯାଗୀ ଯେତେବେଳେ ବରେଲି ର ଗେଟ ବାହାରେ ଛିଡା ହୋଇଥିବା କିଛି ପିଲାଙ୍କୁ ପଚରା ପଚରି କରିବାକୁ ଲାଗିଲେ ସେହି ଯୁବକ ଗୁଡିକ ତାଙ୍କୁ ଓଲଟା ସିଧା କହିବାକୁ ଲାଗିଲେ । ଏହାପରେ ସେ ସେହି ଚାରି ଯୁବଙ୍କୁ ଜେଲ ପଠେଇ ଦେଲେ । ଉପି ରେ ସେହିଭଳି ଅଭଦ୍ର ଙ୍କ ପାଇଁ ଏନ୍ଟୀ ରୋମିୟୋ ସ୍କ୍ୱାଡ ତିଆରି କରାଯାଇଛି ।
ଯେତେବେଳେ ଲେଡି ଆଇପିଏସ ଶିବିଲ ଡ୍ରେସ ରେ ସେଠାରେ ପହଞ୍ଚିଲେ ଏବଂ ସେଠି ଥିବା ଯୁବକ ତାଙ୍କୁ ଚିହ୍ନି ପାରିଲେ ନାହିଁ । ଆଇପିଏସ ରବିନା ତ୍ୟାଗୀ କହିଲେ କି ସେ ନିଜର ଟିମ ସହ ବରେଲି ର ଛାତ୍ରୀ ମାନଙ୍କ ସହ କଥା ହେଉଥିଲେ ସେତେବେଳେ ସେଠି ଥିବା କିଛି ଯୁବକମାନେ ବାହାର କଲେଜ ପଟେ ଇସାରା କରୁଥିଲେ । ଯୁବକ ମାନେ କଲେଜ ଆଡକୁ ଦେଖି କଥାବାର୍ତା କରୁଥିଲେ ସେହି ସମୟରେ ସେହି ଛାତ୍ରୀମାନେ କହିଲେ କି ପ୍ରାୟତଃ ଲୋକମାନେ ତାଙ୍କ ସହ ଅସଦାଚରଣ କରନ୍ତି ।
ସେହି ସମୟରେ ସେ ବାହାର କୁ ବାହାରିଲେ ଏବଂ ସେ ଯୁବକ ମାନଙ୍କ ପାଖକୁ ଯାଇଥିଲେ । ରବିନା ତ୍ୟାଗୀ କହିଲେ କି ସିବିଲ ଡ୍ରେଶ ରେ ଥିବାରୁ ତାଙ୍କୁ କେହି ଚିହ୍ନି ପାରିଲେ ନାହିଁ ତାହା ପରେ ସେ ସେହି ଚାରି ଯୁବକ ମାନଙ୍କୁ ଜେଲ ପଠେଇ ଦେଇଥିଲେ ।
ଏନ୍ଟୀ ରୋମିୟୋ ସ୍କ୍ୱାଡ ମାନେ ଅନ୍ୟ ଜାଗା ଉପରେ ମଧ୍ୟ ଛାପା ମାରିଥିଲେ । ଏହି ଅଭିଯାନ ରେ ଟିମ କିଲା ପୋଲ ତଳେ ଏକ ଛାତ୍ରୀ ଉପରେ କମେନ୍ଟ କରୁଥିବା ଯୁବକ କୁ ଧରିଲେ । ଏହି ଅଭିଯାନ ରେ ଅଲଗା ଅଲଗା ସ୍କୁଲ ପାଖରେ ୬ ଲଫଙ୍ଗା ଙ୍କୁ ଧରିଲେ । ଜିଏକି ଛାତ୍ରୀମାନକୁ ଅଶ୍ଳୀଳ କମେନ୍ଟ କରୁଥିଲେ । ଏନ୍ଟୀ ରୋମିୟୋ ସ୍କ୍ୱାଡ ର ପ୍ରଭାରୀ ସୁପେନ୍ଦ୍ର ସିଂହ କହିଲେ କି ଅଭିଯାନ ଆଗକୁ ବି ଏମିତି ଚାଲିବ । ଆମେ ଅଭିଭାବକ ମାନଙ୍କୁ ନିବେଦନ କରୁଛୁ ଯେ ନିଜର ପିଲା ମାନଙ୍କୁ ସ୍କୁଲ ବାହାରେ ଛିଡା କରନ୍ତୁ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।