IPL 2019 ର ସବୁ ଟିମର ରିଟେନ ଖେଳାଳି ମାନଙ୍କ ଲିଷ୍ଟ ହେଲା ଜାରୀ, ଏହି ଟିମ ହେଉଛି ସବୁଠୁ ଖତରନାକ୍ ଟିମ

ଆପଣ ସମସ୍ତେ ଜାଣିଛନ୍ତି ଯେତେବେଳେ ବି IPL ର କଥା ଆସେ ତେବେ କ୍ରିକେଟ ପ୍ରେମୀଙ୍କ ଏକ ଅଲଗା ହିଁ ଆଗ୍ରହ ଦେଖିବାକୁ ମିଳେ । ଏବେ ଆସିଥିବା ସୂଚନା ଅନୁସାରେ IPL 2019 ରେ ସବୁ ଟିମ ର ଖେଳାଳିମାନଙ୍କର ଲିଷ୍ଟ ବାହାରକୁ ଆସିଛି, ଜାଣନ୍ତୁ ସବଠୁ ଶକ୍ତିଶାଳୀ ଟିମ, ଆପଣଙ୍କୁ କହିଦେଉଛୁ ଯେ ଏବେ ଇଣ୍ଡିଆନ ଟିମ ରେ ଖେଳାଳିମାନେ ଅଷ୍ଟ୍ରେଲିୟା କୁ ଯିବେ ଖେଳିବା ପାଇଁ ତାହା ପରେ ବିଶ୍ଵ କପ କୁ ନେଇ ମଧ୍ୟ ପ୍ରସ୍ତୁତି କରିବାର ଅଛି ।

କିନ୍ତୁ ତାହା ଆଗରୁ ହିଁ IPL 2019 ର ନିଲାମି ଡିସେମ୍ବର ରେ ଆୟୋଜନ କରାଯାଇଛି । ଟିମ ମାନଙ୍କର ନିଲାମି ପାଇଁ ଅଧିକାଂଶ ଟିମ ଗୁଡିକ ଭଳି ମୁବାଇ ଇଣ୍ଡିଆନ୍ସ IPL 2019 ପାଇଁ ନିଜର ପ୍ରମୁଖ ଗ୍ରୁପ ବନେଇ ସାରିଛି । ପୁଣି ଥରେ ରୋହିତ ଶର୍ମା ଟିମ ର ନେତୃତ୍ଵ କରୁ ଥିବାର ନଜରରେ ଆସିବେ । ଯେମିତି କୁହା ଯାଇଛି କି ଏହି ବର୍ଷ ଶେଷରେ IPL – 12 ର ପାଇଁ ନିଲାମି ହବ, ଯାହା ପାଇଁ ଏବେ ଠୁ ପ୍ରସ୍ତୁତି ଚାଲିଛି ।

ଆପଣଙ୍କ ଜାଣିବା ନିମନ୍ତେ କହି ଦେଉଛୁ କି ଉପରକ୍ତ ନିଲାମି ର ଅନ୍ତର୍ଗତ ସବୁ ଟିମ ନିଜର ରିଟେନ ଏବଂ ରିଲୀଜ କରିଥିବା ଖେଳାଳିଙ୍କର ସୂଚନା ଜାରି କରି ଛନ୍ତି । କିଂଗ୍ସ ଇଲେୱନ ପଂଜାବ ସବୁଠାରୁ ବେସୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଆପଣଙ୍କୁ କହିଦେଉଛୁ ଯେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୋୟଲ୍ସ ୧୦ – ୧୦ ଖେଳାଳିଙ୍କୁ ରିଲିଜ କରିଛି, ଚେନ୍ନାଇ ସବୁଠାରୁ କମ ୩ଟି ଖେଳାଳିଙ୍କୁ ରିଲିଜ କରିଛି । ଆଇପିଏଲ ର ସମସ୍ତ ଟିମ କ୍ରିକେଟ ର ବହୁତ ବଡ ଖେଳାଳିଙ୍କୁ ବାହାର ର ରାସ୍ତା ଦେଖାଇଛି ।

ଏହି ଟିମ ର ସମ୍ଭଧ ରେ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓ ରେ ଦେଖନ୍ତୁ ।

https://www.youtube.com/watch?time_continue=3&v=HpLg3m1lo_Y

ଭିଡିଓଟିକୁ ଦେଖିବା ପରେ ଆପଣମାନେ ନିଜର ମହତ୍ବପୂର୍ଣ୍ଣ ରାୟ କମେଣ୍ଟ ବକ୍ସ ରେ ନିଶ୍ଚୟ ଲେଖନ୍ତୁ।