IPLରେ ସବୁଠୁ ଅଧିକ ଭାଇରାଲ ହେଇଅଛି ଏହି ସବୁ ଫୋଟୋ, ୬ ନମ୍ବରର ଫଟୋ ଉପରେ ହୋଇଥିଲା ବବାଲ, ଦେଖନ୍ତୁ

ଆଇପିଏଲ ଏକ ଏମିତି ଖେଳ ଅଟେ ଯେଉଁଠି ବଡରୁ ବଡ ଖେଳାଳି ଆସିଥାନ୍ତି ଓ ଯେତେବେଳେ ସେମାନେ ଆସନ୍ତି ସେତେବେଳେ ତାଙ୍କୁ ଦେଖିବା ପାଇଁ ଏକ ଲମ୍ବା ଚଉଡା ଲିଷ୍ଟ ମଧ୍ୟ ଆସିଯାନ୍ତି ଓ ଯେଉଁମାନେ ପ୍ରସ୍ତୁତ ହୋଇ ବସିଥାନ୍ତି । ଏହାକୁ ଖେଳର ମହାପର୍ବ କୁହାଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଫଟୋ ଆଣିଛୁ ଯାହାକୁ ଦେଖି ଆପଣମାନେ ବି କହିବେ କି ଏହା ଆଇପିଏଲର ସବୁଠୁ ଭାଇରାଲ ଫଟୋ ଅଟେ ।

ଆପଣଙ୍କୁ ଆମେ କହିଦେଉଛୁ କି ପ୍ରିୟା ପ୍ରକାଶ ବାରିୟର ବିଷୟରେ ଯିଏକି ଚେନ୍ନାଇ ସୁପର କିଙ୍ଗସ କୁ ସପୋର୍ଟ କରନ୍ତି ଏବଂ ଗୋଟିଏ ସମୟ ଥିଲା ଯେତେବେଳେ ପ୍ରିୟା ପ୍ରକାଶ ବାରିୟରଙ୍କର ଏକ ଫଟୋ ବହୁତ ଭାଇରାଲ ହୋଇଥିଲା, ସେତେବେଳେ ଲୋକମାନେ ତାଙ୍କର ଆଖିର ଦିବାନା ହୋଇଥିଲେ ।

ଅନୁଷ୍କା ଯେତେବେଳେ ନିଜର ସ୍ଵାମୀ ବିରାଟଙ୍କୁ ସପୋର୍ଟ କରିବାକୁ ପହଞ୍ଚିଥିଲେ ତେବେ ସେଠି ସେ ମଧ୍ୟ କିଛି ଏହିଭଳି ଅନ୍ଦାଜରେ ଦେଖାଯାଇଥିଲେ । ସେ ତାଙ୍କ ସ୍ଵାମୀଙ୍କ ସହିତ ସବୁବେଳେ ଛିଡା ହୋଇଥାନ୍ତି ।

ଖେଳ ଜଗତକୁ ରିପ୍ରେଜେଂଟ କରୁଥିବା ସବୁଠୁ ପ୍ରସିଦ୍ଧ ଏଂକର ଓ ସ୍ଟୁଅର୍ଟ ବିନ୍ନୀଙ୍କର ଗର୍ଲଫ୍ରେଣ୍ଡ କୁହାଯାଉଥିବା ମୟନ୍ତୀ ଲେଙ୍ଗର ମଧ୍ୟ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି ।

ନିଜ ଟିମ ସହିତ ସେଲିବ୍ରେଟ କରୁଥିବା ନିତା ଅମ୍ବାନୀଙ୍କର ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ । ସେ ଏହି ସବୁ ସହ ବହୁତ ଇମୋଶନର ସହିତ ଜଡିତ ଥିବାର ନଜର ଆସନ୍ତି ।

ଆଇପିଏଏଲରେ ପଞ୍ଜାବ କିଙ୍ଗ ଇଲେବନର ମାଲକିନ ପ୍ରୀତୀ ଜିଣ୍ଟା ମଧ୍ୟ କ୍ରିସ ଗେଲ ଙ୍କ ସହିତ କିଛି ଥର ଏହିଭଳି ଭାବରେ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି । ଯେଉଁଥିରୁ ଜଣାପଡେ କି ତାଙ୍କ ମଧ୍ୟରେ ବହୁତ କିଛି ଅଛି ।

ଧୋନୀଙ୍କ ପାଇଁ ନିଜର ପ୍ରେମକୁ ପ୍ରକାଶ କରୁଥିବାର ଏହି ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା ଏବଂ ଲୋକମାନେ କହିଲେ କି ସାକ୍ଷୀ ନ ଥିଲେ,ଏହି ମହିଳା ଜଣକ ହୋଇଥାନ୍ତେ ।