ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ର୍ରିସ ମୋରିଶ ଚଳିତ ନିଲାମିରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ମୋରିଶ ଆଇପିଏଲ ଇତିହାସରେ ନିଜର ନୂଆ ରେକର୍ଡ କରିଛନ୍ତି । ମୋରିଶଙ୍କୁ ୧୬. ୨୫ କୋଟି ଟଙ୍କାରେ ରାଜସ୍ଥାନର ରୟାଲ କିଣିଛି । ଏହା ପରେ ବି ବିରାଟ କୋହଲି ତାଙ୍କ ଠାରୁ ଅଧିକ ଦରମା ନେଉଛନ୍ତି । ବିରାଟ କୋହଲିଙ୍କ ପରେ ମୋରିଶ ଅଧିକ ଟଙ୍କାରେ ନିଜର ନୂଆ ରେକର୍ଡ କରିଛନ୍ତି । ଆଜି ଆମେ ଆପଣମାନଙ୍କୁ ଆଇପିଏଲରେ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ସବୁଠାରୁ ଅଧିକ ଦରମା ପାଉଥିବା ୧୦ ଜଣ ଖେଳାଳି କେଉଁମାନେ ତାହାର ବିବରଣୀ ଦେବାକୁ ଯାଉଛୁ ।
“ବିରାଟ କୋହଲି” : ରୋୟାଲ ଚ୍ୟାଲେନଜରର ଅଧିନାୟକ ବିରାଟ କୋହଲି ଆଇପିଏଲରେ ସବୁଠାରୁ ଅଧିକ ଦରମା ପାଉଛନ୍ତି । କୋହଲି ଆଇପିଏଲ ଇତିହାସରେ ସମସ୍ତଙ୍କ ଠାରୁ ଅଧିକ ଦରମା ପାଇ ଟପରେ ଅଛନ୍ତି । କୋହଲି ୧୭କୋଟି ଟଙ୍କା ପାଇ ଇତିହାସରେ ନିଜର ନୂଆ ରେକର୍ଡ କରିଛନ୍ତି । ୨୦୧୩ରୁ ସେ ଆରସିର ଦାୟିତ୍ଵ ତୁଲାଉଛନ୍ତି ।
“କ୍ରିସ ମୋରିଶ” : ଦକ୍ଷିଣ ଆଫ୍ରିକାର ଖେଳାଳି ମୋରିଶ ବିରାଟ କୋହଲିଙ୍କ ପରେ ଆଇପିଏଲରେ ଅଧିକ ଦରମା ପାଉଛନ୍ତି । ଆଇପିଏଲରେ ସେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇ ନିଜର ନୂଆ ସ୍ଥାନ ସୃଷ୍ଟି କରିଛନ୍ତି ।
“ବ୍ୟାଟ କମିନ୍ସ” : ମୋରିଶଙ୍କ ପରେ କଲିକତାର ଅଧିନାୟକ ବ୍ୟାଟ କମିନ୍ସ ସାମିଲ ଅଛନ୍ତି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବ୍ୟାଟ କମିନ୍ସ ସର୍ବାଧିକ ୧୫.୫୭ କୋଟି ଟଙ୍କା ଦେଇ କଲିକତା ନାଇଡୁ କିଣିଥିଲା ।
“ମହେନ୍ଦ୍ର ସିଂହ ଧୋନୀ” : ଭାରତର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନ ଚେନାଇର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀ ଚତୁର୍ଥରେ ଅଛନ୍ତି । ଧୋନୀଙ୍କ ନେତୃତ୍ବରେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ଚେନ୍ନାଇ ଚମ୍ପିୟାନ ହୋଇସାରିଛି । ଧୋନୀ ୧୫ କୋଟି ଟଙ୍କା ଦରମା ପାଉଛନ୍ତି ।
“ରୋହିତ ଶର୍ମା” : ମୁମ୍ବାଇର ଅଧିନାଯକ ରୋହିତ ଶର୍ମା ଆପିଏଲ ଖେଳରେ ଅଧିକ ଟଙ୍କା ପାଉଥିବା ଖେଳାଳିଙ୍କ ଭିତରୁ ୫ମ ସ୍ଥାନରେ ଅଛନ୍ତି । ମୁମ୍ବାଇକୁ ୫ଥର ଚମ୍ପିୟାନ ସିପରେ ରୋହିତ ଜିତାଇ ସାରିଛନ୍ତି । ବର୍ତ୍ତମାନ ରୋହିତଙ୍କୁ ସର୍ବାଧିକ ୧୫ କୋଟି ଟଙ୍କା ମିଳୁଛି ।
“ରେଶବ ପାନ୍ଥ” : ଦିଲ୍ଲୀର ଅଧିନାୟକ ଭାବେ ରେଶବ ପାନ୍ଥ ୧୫କୋଟି ଟଙ୍କା ଦରମା ପାଉଛନ୍ତି । ଏହି ତାଲିକାର ଷଷ୍ଠରେ ରେଶବ ନିଜର ନୂଆ ଜାଗା ସୃଷ୍ଟି କରିଛନ୍ତି ।
“କାଏଲ ଜେନିସନ” : କାଏଲ ଜେନିସନ ସମସ୍ତଙ୍କୁ ଚକିତ କରିଦେଇ ଏହି ତାଲିକାରେ ସପ୍ତମ ତାଲିକାରେ ରହିଛନ୍ତି । ବଙ୍ଗଲୋର ଜେନିସନଙ୍କୁ ୧୫ କୋଟି ଟଙ୍କାରେ କିଣିଛି ।
“ପ୍ଳେନ ନକ୍ସଲ” : ଆପିଏଲ ତାଲିକାରେ ପ୍ଳେନ ନକ୍ସଲ ଅଷ୍ଟମ ସ୍ଥାନରେ ଅଛନ୍ତି । ବ୍ଯାଂଲୋରର ରୟାଲ ଚ୍ୟାଲେଞ୍ଜର ୧୪.୨୫ କୋଟି ଟଙ୍କାରେ ପ୍ଳେନ ନକ୍ସଲଙ୍କୁ କିଣିଛନ୍ତି । ଏହା ପୂର୍ବରୁ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ପକ୍ଷରୁ ସେ ଆଇପିଏଲ ଖେଳି ସାରିଛନ୍ତି ।
“ଯାଏ ରିଚାର୍ଡ” : ଆଇପିଏଲ ତାଲିକାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଭାବେ ରିଚାର୍ଜ ନବମ ସ୍ଥାନରେ ରହିଛନ୍ତି । ତାଙ୍କୁ ପଞ୍ଜାବ ୧୪ କୋଟି ଟଙ୍କାରେ କିଣିଛି ।
“ଡେଭିଡ ୱାକର” : ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାକର ଆପିଏଲ ତାଲିକାରେ ଦଶମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଭାବେ ୧୨.୫୦ କୋଟି ଟଙ୍କା ଡେଭିଡ ପାଉଛନ୍ତି ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।