ଜାଣନ୍ତୁ IPL ରେ କେଉଁ ଟୀମ ଅଟେ ନମ୍ବର 1, କରିଥାଏ ସବୁଠୁ ଅଧିକ ଇନକମ

ଭାରତ କାହିଁକି ସାରା ଦୁନିଆରେ କ୍ରିକେଟ ଖେଳକୁ ନେଇ ଅଲଗା ପ୍ରକାର ଲୋକପ୍ରିୟତା ସୃଷ୍ଟି ହୋଇଛି । କ୍ରିକେଟ ଖେଳରେ ଦିନିକିଆ ମ୍ୟାଚ ହେଉ କି ଟେଷ୍ଟ ମ୍ୟାଚ ହେଉ କି ଟି ଟୋଣ୍ଟି ହେଉ , କ୍ରିକେଟ ଖେଳ ଆରମ୍ଭ ହେଲେ ଲୋକମାନେ ଟିଭି ଆଗରେ ବହୁତ ଆଗ୍ରହ ରେ ବସିଯାନ୍ତି ଏହି କ୍ରିକେଟ ଖେଳ ଦେଖିବା ପାଇଁ । କିନ୍ତୁ ଏବେ ଆଇପିଏଲକୁ ନେଇ ଲୋକପ୍ରିୟତା ଅଧିକ ହୋଇଯାଇଛି ।

କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏହି କ୍ରିକେଟ ଖେଳରୁ ଖେଳାଳି କିମ୍ବା ଦଳ ମାନେ କେତେ ଟଙ୍କା ରୋଜଗାର କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଆଇପିଏଲ ରୁ ଦଳ ମାନେ ଓ ଖେଳାଳି ମାନେ କେତେ ଟଙ୍କା ରୋଜଗାର କରନ୍ତି । ଗୋଟିଏ ଖେଳାଳି ତାର ଜୀବନ କାଳରେ ଖେଳରୁ ଯେତେ ଟଙ୍କା ଉପାର୍ଜନ କରିନଥାଏ ଏହି ଆଇପିଏଲ ଖେଳରୁ ତାଠାରୁ ଅଧିକ ଟଙ୍କା ରୋଜଗାର କରିଥାଏ ।

ଏହି ଖେଳରୁ ଲିଗାଲ ଉପାୟରେ ୧୦ ହଜାର କୋଟି ଟଙ୍କାର ବେଟ ଲାଗିଥାଏ । ଇଲିଗାଲ ଉପାୟରେ ଏହାଠାରୁ ଅଧିକ ବେଟ ଲାଗିଥାଏ । ଏହିଭଳି ପୁରା ଦୁନିଆରେ ଆଇପିଏଲ କୁ ନେଇ ଉତ୍କଣ୍ଠା ରହିଥାଏ । ଏହି କାରଣରୁ ଆଇପିଏଲ କୁ ସବୁ ବର୍ଷ ଆୟୋଜନ କରାଯାଇଥାଏ କିନ୍ତୁ କରନା ପାଇଁ ପୂର୍ବ ବର୍ଷ ଦୁବାଇରେ ଆଇପିଏଲ ଆୟୋଜନ କରାଯାଇଥିଲା । ଏହି ଆଇପିଏଲରେ ଖେଳାଳି ଠାରୁ ଆରମ୍ଭ କରି କ୍ୟାପ୍ଟନ ଓ ଦଳର ମାଲିକ ମାନେ କୋଟ କୋଟି ଟଙ୍କା ରୋଜଗାର କରିଥାନ୍ତି ।

ତେବେ ଆସନ୍ତୁ ଜାଣିବା କିଏ କେତେ ଟଙ୍କା ରୋଜଗାର କରିଛନ୍ତି । ପୂର୍ବ ବର୍ଷ ରାଜସ୍ଥାନ ରାୟଲକୁ ବହୁତ ଅଧିକ ସ୍ପନସର ମିଳିଥିଲେ । ଏହିଦଳର କ୍ୟାପ୍ଟନ ଥିଲେ ସଂଜୁ ସାମସନ ସେ ମଧ୍ୟ ବହୁତ ଟଙ୍କା ରୋଜଗାର କରିଛନ୍ତି । ଏହି ଖେଳରେ ଆଡ଼ରୁ ବି ବହୁତ ଟଙ୍କା ମିଳିଥାଏ । ଖେଳାଳି ମାନେ ଯେଉଁ ଜାମା ପିନ୍ଧିଥାନ୍ତି , ଯେଉଁ ପାନୀୟ ପିଇଥାନ୍ତି ସେଥିରୁ ମଧ୍ୟ ରୋଜଗାର କରିଥାନ୍ତି । ଏହି ଖେଳରୁ ୪ ହଜାର କୋଟି ଟଙ୍କା ରୋଜଗାର କରିଥିଲା ରାଜସ୍ଥାନ ରୟାଲ ।

ଆମେ ଯଦି ସନ ରାଇଜର ହାଇଦ୍ରାଦ ଦଳ ବ୍ୟବସାୟାରେ କହିବା ତେବେ ଏହି ଦଳର କ୍ୟାପଟେନ ଦେବିଡ଼ ୱାରନର ଥିଲେ । ଏହି ଦଳ ଭଲ ମଧ୍ୟ ଖେଳିଥିଲା ଏହି ଦଳକୁ ରେଡ଼ ଏଫମ , ଅଲ୍ଟ୍ରାଟେକ ସିମେଣ୍ଟ , କିଛି ପାନୀୟ ଓ ପାଣି କମ୍ପାନୀରୁ ଭଲ ସ୍ପନସର ମିଳିଥିଲା ଯାହାଫଳରେ କି ୫ ହଜାର କୋଟି ଟଙ୍କା ରୋଜଗାର କରିଥିଲେ ଏହି ଦଳ ।ଏହାପରେ ଦିଲ୍ଲୀ କ୍ୟାପିଟାଲ ଏହି ଦଳର କ୍ୟାପଟେନ ଥିଲେ ଶ୍ରେୟାସ ଆୟର । କିନ୍ତୁ ଏହି ଖେଳରେ ସେ ଘାୟଲ ହୋଇଯାଇଥିଲେ ।

ଏହି ଦଳ ଫାଇନାଲ ମ୍ୟାଚ ଖେଳିଥିଲା । ଏହି ଦଳକୁ ଜିଓ କମ୍ପାନୀ ସହ ବଡ ବଡ କମ୍ପାନୀର ସ୍ପନ୍ସର ମିଳିଥିଲା ଯାହାଫଳରେ ଏହି ଦଳ ୯ ହଜାର କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ କୋଲକାତା ନାଇଟ ରାଇଡର ଦଳ ବିଷୟରେ ଜାଣିବା ଏହି ଦଳର କ୍ୟାପଟେନ ଥିଲେ ଇୟାନ ମୋର୍ଗାନ । ଏହି ଦଲାଲର ମାଲିକ ସାରୁଖ ଖାନ ଥିଲେ ଏଥିପାଇଁ ଏହି ଦଳକୁ ବହୁତ ସ୍ପନ୍ସର ମିଳିଥିଲା ଏହି ଦଳର ମାଲିକ ସାରୁଖ ଖାନ ଥିଲେ ଏଥିପାଇଁ ଏହି ଦଳକୁ ବହୁତ ସ୍ପନ୍ସର ମିଳିଥିଲା ଯାହାଫଳରେ କି ୭ ହଜାର କୋଟି ଟଙ୍କା ରୋଜଗାର କରିଥିଲା ଏହି ଦଳ । ଏହାପରେ ଜାଣିବା କିଙ୍ଗସ ଇଲେବେନ ଦଳ ବିଷୟରେ ।

ଏହି ଦଳର କ୍ୟାପଟେନ ଥିଲେ କେ ଏଲ ରାହୁଲ । ଏହି ଦଳ ୫ ହଜାର କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ ଜାଣିବା ଆରସିବି ବିଷୟରେ । ଏହି ଦଳର କ୍ୟାପଟେନ ଥିଲେ ବିରାଟ କୋହଲି । ଏହି ଦଳ ୮ ହଜାର କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଷୟରେ ଜାଣିବା । ଏହି ଦଳର କ୍ୟାପଟେନ ଥିଲେ  ରୋହିତ ଶର୍ମା । ଏହି ଦଳ ୧୨ ହଜାର କୋଟି ଟଙ୍କା ରୋଜଗାର କରିଥିଲା । ଏହି ଦଳ ଫାଇନାଲ ଜିତିଥିଲା । ଏହାପରେ ଚେନ୍ନାଇ ଶୁପର୍ କିଙ୍ଗ ବିଷୟରେ ଜାଣିବା । ଏହି ଦଳର କ୍ୟାପଟେନ ଥିଲେ ମହେନ୍ଦ୍ର ଶିଙ୍ଗ ଧୋନୀ । ଏହି ଦଳ ୭ ହଜାର କୋଟି ଟଙ୍କା ରୋଜଗାର କରିଥିଲା ।