Interesting GK Questions: କେଉଁ ଦେଶରେ ରକ୍ତ ବର୍ଷା ହୋଇଥାଏ ? (20 GK Q&A)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- କେଉଁ ଦେଶ ସର୍ବପ୍ରଥମେ ଚନ୍ଦ୍ରରେ ଜଳର ଅନୁସନ୍ଧାନ କରିଥିଲା ?

ଉ: ଭାରତ ।

2- ଦୁନିଆର ସବୁଠୁ ବଡ ସ୍କୁଲ କେଉଁ ସହରରେ ଅବସ୍ଥିତ ?

ଉ: ଭାରତର ଲକ୍ଷ୍ନୌ ସହରରେ ।

3- ଭାରତର ସବୁଠୁ ବଡ ମଧୁର ଜଳ ହ୍ରଦ କେଉଁଟି ?

ଉ: ଉଲାର ହ୍ରଦ, ଜାମୁକାଶ୍ମୀର ।

4- ବିଶ୍ଵର କେଉଁ ଦେଶ ସବୁଠୁ ଅଧିକ ଗହମ ଉତ୍ପାଦନ କରିଥାଏ ?

ଉ: ଚୀନ ଦେଶ ।

5- କେଉଁ ପଶୁର କ୍ଷୀର ପାନ କଲେ ମଣିଷ ମରିଯାଏ ?

ଉ: ସିଂହୀ ର କ୍ଷୀର ।

6- ଅମୃତଭଣ୍ଡା ସହ କେଉଁ ଜିନିଷ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ ?

ଉ: ଦହି ।

7- ଭାରତର କେଉଁ ରାଜ୍ୟ ପବନ ଶକ୍ତିର ସବୁଠୁ ବଡ ଉତ୍ପାଦକ ଅଟେ ?

ଉ: ତାମିଲନାଡୁ ସବୁଠୁ ବେଶୀ ପବନ ଶକ୍ତି ଉତ୍ପାଦନ କରେ ।

8- ମସଲା ମାନଙ୍କ ରାଜା କେଉଁ ମସଲାକୁ କୁହାଯାଏ ?

ଉ: ଗୋଲମରିଚକୁ ମସଲା ମାନଙ୍କ ରାଜା କୁହାଯାଏ ।

9- ମସଲା ମାନଙ୍କ ରାଣୀ କେଉଁ ମସଲାକୁ କୁହାଯାଏ ?

ଉ: ଅଳେଇଚ ହେଉଛି ମସଲା ମାନଙ୍କ ରାଣୀ ।

10- କେଉଁ ଧାତୁ ତାପ ର ସବୁଠୁ ଉତ୍ତମ ପରିବାହକ ଅଟେ ?

ଉ: ରୂପା ।

11- କେଉଁ ଦେଶରେ ସର୍ବପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉ: ନ୍ୟୁଜିଲାଣ୍ଡ ରେ ।

12- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉ: ତାମିଲନାଡୁ ରେ ।

13- ଦୁନିଆର ସବୁଠୁ ପ୍ରଥମ ଫଳ କେଉଁଟି ?

ଉ: ସେଓ ।

14- ରାମାୟଣ କେଉଁ ଦେଶର ରାଷ୍ଟ୍ରୀୟ ପୁସ୍ତକ ଅଟେ ?

ଉ: ଥାଇଲାଣ୍ଡ ।

15- ଭାରତର କେଉଁ ରାଜ୍ୟ କେବେବି ଇଂରେଜଙ୍କ ଗୁଲାମ ହୋଇ ନଥିଲା ?

ଉ: ଗୋଆ ରାଜ୍ୟ ।

16- ଦୁନିଆରେ କାହାର ଗତି ସବୁଠାରୁ ଅଧିକ ତୀବ୍ର ଅଟେ ?

ଉ: ଆଲୋକ ଗତି ସବୁଠୁ ତୀବ୍ର ।

17- କେଉଁ ଦେଶରେ ଗୋଟିଏ ହେଲେ ବି ଆର୍ମି ସେନା ନାହାନ୍ତି ?

ଉ: ଆଇସଲ୍ୟାଣ୍ଡ ଦେଶରେ ।

18- ଆଳୁ ଚାଷ କରିଥିବା ଦୁନିଆର ପ୍ରଥମ ଦେଶ କିଏ ?

ଉ: ଚୀନ ।

19- ରାଜା ମହାରାଜାଙ୍କ ଚାକର ଚାକରାଣୀଙ୍କୁ କଣ କୁହା ଯାଉଥିଲା ?

ଉ: ଦାସ/ ଦାସୀ ।

20- କେଉଁ ଦେଶରେ ରକ୍ତ ବର୍ଷା ହୋଇଥାଏ ?

ଉ: ଇଟାଲୀରେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।