Interesting GK Q&A: ମୁଁ ଲେଖାପଢା କାମରେ ଆସେ, କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ, ମୁଁ କିଏ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଭିଟାମିନ- E ର ରାସାୟନିକ ନାମ କଣ ଅଟେ ?

ଉ: ଟାକୋଫ୍ରେଲ ।

୨- ଡାର୍ଲିଂ ନଦୀ କେଉଁ ଦେଶରେ ଅବସ୍ଥିତ ?

ଉ: ଅଷ୍ଟ୍ରେଲିଆ ରେ ।

୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ବେଶୀ କଦଳୀ ଉତ୍ପାଦନ ହୋଇଥାଏ ?

ଉ: ତାମିଲନାଡୁ ରେ ।

୪- ମଧୁବନୀ କେଉଁ ରାଜ୍ୟର ଲୋକ ଚିତ୍ରକଳା ଶୈଳୀ ଅଟେ ?

ଉ: ବିହାର ।

୫- କେଉଁ ପକ୍ଷୀ ବର୍ଷା ପାଣି ପିଇଥାଏ ?

ଉ: ଚାତକ ପକ୍ଷୀ ।

୬- ବିଶ୍ବରେ ସବୁଠାରୁ ବେଶୀ ମତଦାନ ବା ଭୋଟ ଦେଉଥିବା ଦେଶର ନାମ କଣ ?

ଉ: ଭାରତରେ ବେଶୀ ଲୋକ ମତଦାନ ଦିଅନ୍ତି ।

୭- ମିନି ତାଜମହଲ କାହାକୁ କୁହାଯାଏ ?

ଉ: ପତ୍ନୀ କା ମକବରା କୁ ।

୮- କାନାଡାର ସଂସଦର ନାମ କଣ ?

ଉ: ପାର୍ଲାମେଣ୍ଟ ।

୯- ଗରିବର ଗାଈ କାହାକୁ କୁହାଯାଏ ?

ଉ: ଛେଳି କୁ ।

୧୦- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଦେଖିବାକୁ ମିଳେ ?

ଉ: ତାମିଲନାଡୁ ରେ ।

୧୧- ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉ: ଶ୍ରୀମତୀ ସୁଚେତା କୃପାଳିନୀ ।

୧୨- ବିଶ୍ଵର ସବୁଠୁ ବଡ ଘରୋଇ ବ୍ଯାଙ୍କର ନାମ କଣ ?

ଉ: ବ୍ଯାଙ୍କ ଅଫ ଆମେରିକା ।

୧୩- ବାଦାମୀ କ୍ରାନ୍ତି କାହାକୁ କୁହାଯାଏ ?

ଉ: ମସଲା ଉତ୍ପାଦନ କୁ ବାଦାମୀ କ୍ରାନ୍ତି କୁହାଯାଏ ।

୧୪- କୋଣାର୍କ ମନ୍ଦିର ସ୍ଥାପନ କରିଥିବା ପୂର୍ବ ଗଙ୍ଗବଂଶର ଶାସକଙ୍କ ନାମ କଣ ?

ଉ: ରାଜା ପ୍ରଥମ ନରସିଂହଦେବ

୧୫- ଉଦୟଗିରି ହାତୀ ଗୁମ୍ଫା ଶିଳାଲିପି କେଉଁ ରାଜାଙ୍କ ସହ ଜଡିତ ?

ଉ: ରାଜା ଖାରବେଳଙ୍କ ସହ ଜଡିତ ।

୧୬- କେଉଁ ମସିହାରେ ଓଡିଶା ବିଜ୍ଞାନ ସଂସ୍ଥା ପ୍ରତିଷ୍ଠା ହୋଇଥିଲା ?

ଉ: ୧୯୮୧ ମସିହାରେ ।

୧୭- ଶତକଡା କେବେ ଭାଗ ଲୋକ ଓଡିଶାର ଗ୍ରାମାଞ୍ଚଳରେ ବାସ କରନ୍ତି ?

ଉ: ୮୩.୩୨ ଶତକଡା ଲୋକ ।

୧୮- ଭାରତର ସୁପ୍ରିମ କୋର୍ଟ କେଉଁ ମସିହାରେ ସ୍ଥାପନା କରା ଯାଇଥିଲା ?

ଉ: ୧୯୫୦ ମସିହାରେ ।

୧୯- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ରୁହେ ?

ଉ: ଗେଣ୍ଡା

୨୦- ମୁଁ ଲେଖାପଢା କାମରେ ଆସେ । କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ । ମୁଁ କିଏ ?

ଉ: ଚଷମା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।