ଯେଉଁ ମାନେ ଫାଷ୍ଟ ଇଣ୍ଟରନେଟ ପାଇଁ ଇଚ୍ଛୁକ ଥିଲେ ସେମାନଙ୍କ ପାଇଁ ବଡ ଖୁଶିର ଖବର ଆସି ପହଞ୍ଚିଛି । ଭାରତରେ 5G ଲଞ୍ଚ କରିବା ପାଇଁ ଆମ ଦେଶର ସରକାର ଅନୁମତି ଦେଇଛନ୍ତି । ଦୁଇ ବର୍ଷ ପୂର୍ବେ ସରକାର ଦିଲ୍ଲୀରେ ହେଇଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସ ଜରିଆରେ 5G ଟ୍ରାଏଲ କରିବା ପାଇଁ ଅନୁମତି ଦେଇଥିଲେ । ଆଜି ଆମେ ଆପଣ ମାନକୁ 5G କଣ ଓ ଏହାର ପ୍ରଭାବ ଆମ ଜୀବନ ଉପରେ କିଭଳି ପଡିବା ସହ ଇଣ୍ଟରନେଟ ଦୁନିଆରେ ଏହା କିପରି ପ୍ରଭାବ ପକାଇବ ସେହି ବିଷୟରେ କହିବାକୁ ଯାଉଛୁ ।
ଦୂର ସଂଚାର ମନ୍ତ୍ରାଳୟର ସଚିବ ଅଂଶୁପ୍ରକାଶ ଡି ଇଣ୍ଟରନେଟ ସମ୍ବାଦକୁ କହିଛନ୍ତି ଯେ ଏହାର ଟ୍ରାଏଲ କରିବା ବହୁତ ମହତଵପୂର୍ଣ୍ଣ ଅଟେ । 5G ଟ୍ରାଏଲ କରିବା ଦ୍ଵାରା ଲୋକଙ୍କର ବହୁତ ଲାଭ ମିଳିବ । ପ୍ରତେକ କମ୍ପାନୀକୁ ସବୁ ସହର, ଗାଁ ମାନଙ୍କରେ ଏହାର ପରୀକ୍ଷା କରିବାକୁ ହେବ । ଦେଶରେ ଏହାର ଉପକରଣ ଲଗେଇବା ପାଇଁ ଦୁଇ ମାସ ସମୟ ଦିଆଯାଇଛି ।
ସଂଚାର ମନ୍ତ୍ରାଳୟ ନିଜ ମତରେ କହିଛନ୍ତି ଯେ ଦୂର ସଂଚାର କମ୍ପାନୀ ମାନଙ୍କୁ 6 ମାସ ଟାଇମ ଦିଆଯାଇଛି । ଭାରତରେ ଏହାରା ଟ୍ରାଏଲ ପାଇଁ ରିଲାଏନ୍ସ ଜିଓ, ଭାରତୀୟ ଏୟାରଟେଲ, ବୋଡାଫୋନ, ଆଡିୟା ଆଦି କମାଣି ଗୁଡିକ ଆବେଦନ କରିଛନ୍ତି । ଦେଶରେ ସବୁ ଜଣାଶୁଣା କମ୍ପାନୀମାନେ ଏହାର ଟ୍ରାଏଲରେ ଭାଗ ନେଉଛନ୍ତି । ଚୀନର ସବୁଠାରୁ ବଡ ଦୁଇଟି କମ୍ପାନୀ ୱାୱାଇ ଓ ଜିଟିଇ ଏହି ଟ୍ରାଏଲ ଠାରୁ ଦୂରରେ ଅଛନ୍ତି ।
ଏହି ଦୁଇଟି କମ୍ପାନୀ ଚୀନ ସହ ବର୍ତ୍ତମାନ ସମ୍ପର୍କ କିଛି ଭଲ ନ ଥିବାରୁ ଏମାନେ ଏହି ଟ୍ରାଏଲ ଠାରୁ ଦୂରରେ ଅଛନ୍ତି । 4G ସିମ ଅପେକ୍ଷା 5G ବହୁତ ମାତ୍ରାରେ ତୀବ୍ର ଭାବେ ଗତି କରିବ । ବେଳେବେଳେ ଆପଣଙ୍କର ବିଡିଓ କଲ ସମୟରେ ନେଟ ନ ଥିବାରୁ ଆବାଜ କ୍ଲିୟର ଆସିନଥାଏ । କିନ୍ତୁ ଏହି 5G ଲଞ୍ଚ ହେବା ଦ୍ଵାରା ଏହା ବହୁତ ସ୍ପିଡରେ ଏହାର ନେଟ ଚାଲିବ । ଏହା ଛଡା ସବୁ ଦେଶ ମାନଙ୍କରେ ଏହାର ନୂତନ ଟାୱାର ଲଗାଯିବ ।
କିନ୍ତୁ 5G ଆସିଲେ ମଧ୍ୟ 4G ଚାଲୁ ରହିବ । ଏହାର ନେଟୱାର୍କ ପାଇଁ ହାଇ ଫ୍ରିକୱେନସି ନେଟ ଜାରି କରାଯାଇଛି । ଯାହା ଦ୍ଵାରା ଯେଉଁଠାରେ 4G ପାଇଁ ଗୋଟିଏ ଟାୱାର ଲାଗୁଥିଲା ବର୍ତ୍ତମାନ 5G ପାଇଁ ଆଖପାଖରେ 10ଟି ଟାୱାର ଲାଗିବ । ଏହି ନେଟ ପ୍ୟାକର ଲଞ୍ଚ ହେବା ଦ୍ଵାରା ମାନବ ଜାତି ପାଇଁ କୌଣସି ଚିନ୍ତାର ବିଷୟ ନାହି ବୋଲି ଆମେରିକାର ଗବେଷକ ମାନେ ନିଜ ମତରେ କହିଛନ୍ତି ।
ଏହି ନେଟ ପ୍ୟାକର ମୂଲ୍ୟ ବର୍ତ୍ତମାନ କହିବା ସମ୍ଭବ ନୁହେ । କିନ୍ତୁ 4G ଅପେକ୍ଷା 5G ବହୁତ କମ ଡାଟା ପ୍ୟାକ ସର୍ଭିସ କରିବା ବୋଲି ଅନୁମାନ କରା ଯାଉଛି । ଚୀନରେ ଆରମ୍ଭରୁ କମର୍ସିଆଲ 5G ଇଣ୍ଟର୍ନେଟ କଣେକ୍ଷଣ କରା ସରିଲାଣି । ଚୀନ 30GB ଡାଟା ପ୍ୟାକର ମୂଲ୍ୟ 1500 ଟଙ୍କା ରଖିଛି । ବର୍ତତମନା ଏହାରା ମୂଲ୍ୟ କମ ହୋଇସାରିଲାଣି ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।