ଏମିତି 4ଟି ପରିସ୍ଥିତି ରେ ଯଦି ଆପଣ କାହାର ଜୀବନ ବି ନେଇଯାଆନ୍ତି ତ କିଛି ବି କେସ୍ ହେବ ନାହିଁ… ପୁଲିସ୍ ବି ସାହାଯ୍ୟ କରିବ

ଆଇନ ଆପଣଙ୍କୁ ନିଜର ରକ୍ଷା ପାଇଁ କିଛି ଅଧିକାର ଦେଇଥାଏ । ଏଥିପାଇଁ ଆପଣଙ୍କୁ ଏହି ଅଧିକାର ବିଷୟରେ ଜଣା ଥିବା ଦରକାର । ହାଇକୋର୍ଟ ଆଡୱୋକେଟ ଙ୍କର କହିବା ଅନୁସାରେ କୌଣସି ବ୍ୟାକ୍ତି ହାତରେ ବନ୍ଧୁକ କିମ୍ବା ଅନ୍ୟ କିଛି ହତିଆର ଅଛି ଏବଂ ଆପଣଙ୍କୁ ଏମିତି କିଛି ଲାଗେ ଯେ ସେ ଆପଣଙ୍କର ଜୀବନ ନେଇ ପାରେ ତେବେ ଆପଣ ନିଜର ରକ୍ଷା କରିପାରନ୍ତି ।

ନିଜ ଶରୀର କିମ୍ବା ପ୍ରପର୍ଟୀ ର ରକ୍ଷା ପାଇଁ କୋଣସି ବ୍ୟାକ୍ତି କାହାର ବି ହତ୍ୟା କରିଦିଏ ତେବେ ତାହାକୁ ଦୋଷୀ ମନାଯିବା ନାହିଁ । ଇଣ୍ଡିଆନ ପେନଲ କୋଡ ଅନୁସାରେ ୧୦୩ ଏବଂ ୧୦୪ ମୁତାବିକ ସବୁ ବ୍ୟାକ୍ତିଙ୍କୁ ଆତ୍ମରକ୍ଷା ର ଅଧିକାର ଅଛି ।

ଏହା ଭିତରେ ଯଦି ସାମ୍ନା ବାଲା ବ୍ୟକ୍ତି ମରିବି ଯାଏ ତେବେ ନିଜକୁ ବଞ୍ଚାଉଥିବା ବ୍ୟକ୍ତି ଦୋଷୀ ହେବ ନାହିଁ । କିନ୍ତୁ ତାଙ୍କୁ କୋର୍ଟ ରେ ଏହା ପ୍ରମାଣିତ କରିବାକୁ ପଡିବ ଯେ ତାଙ୍କୁ ନିଜର ଜୀବନ ବଞ୍ଚେଇବା ପାଇଁ ହତ୍ୟା କରିବାକୁ ପଡିଲା ।

କିଛି ମାମଲାରେ ଏମିତି ହୋଇଯାଏ କି ପୁଲିସ ର ସନ୍ଧାନ ରେ ହିଁ ଏହା ପ୍ରମାଣିତ ହୋଇ ଯାଏ କି ଆତ୍ମରକ୍ଷା ପାଇଁ ହତ୍ୟା କରିବା ଜରୁରୀ ହୋଇ ଯାଇଥିଲା । ଏମିତିରେ କୋର୍ଟ କୁ କେସ ଯାଏ ନାହିଁ । ଏବଂ ନିଜକୁ ବଞ୍ଚେଇବାକୁ ଯାଇ ହତ୍ୟା କରିଥିବା ବ୍ୟାକ୍ତି ଉପରେ କିଛି ପ୍ରକାର କୌଣସି କେସ ହୁଏ ନାହିଁ ।

ଚୋରୀ, ଡକାୟତି ଏବଂ ରେପ ପରି ମାମଲାରେ ଏମିତି ଲାଗେ କି ନିଜର ଜୀବନ ସଙ୍କଟରେ ଅଛି ତେବେ ଏହି କ୍ଷେତ୍ରରେ ଏମିତି କରୁଥିବା ବ୍ୟାକ୍ତି କୁ ହତ୍ୟା କରାଯାଇପାରେ ।

କିଏ ଆପଣଙ୍କ ପ୍ରପର୍ଟୀ କୁ ଖରାପ କରିବାକୁ ଚାହୁଁଛି ଯେମିତି ଘରେ ନିଆଁ ଲଗାଇଦେଉଥିବ ତେବେ ଏହି ଭଳି ପରିସ୍ଥିତିରେ ଏମିତି ପଦକ୍ଷେପ ଉଠାଇ ପାରିବେ ।