5.3 ଓଭର ରେ ଶିଖର ଧବନ ଡେଇଙ୍କି କଲେ କିଛି ଏମିତି, ପୁରା ଦେଶ କରୁଛି ତାଙ୍କୁ ସଲାମ୍ – ଜାଣନ୍ତୁ ପୁରା ଘଟଣା

ଆପଣ ସମସ୍ତେ ଜାଣନ୍ତି କି ଭାରତରେ ହଉଥିବା ସବୁ ଖେଳ ବହୁତ ମଜାଦାର ହେଇଥାଏ । ଏହା ଭିତରେ ଖେଲାଯାଇଥିବା ସିରିଜ ରେ ଇଣ୍ଡିଆନ ଟିମ ଭଲ ଖେଳ ପ୍ରଦର୍ଶନ କରି ତିନୋଟି ସିରିଜ ନିଜ ନାମ ରେ କରିନେଲେ । ଯଦି କଥା ଟି୨୦ ର ତୃତୀୟ ଅନ୍ତିମ ଖେଳ ବିଷୟରେ କହିଲେ ତୃତୀୟ ଓଭର ରେ ଶିଖର ଧବନ ଏମିତି ଜବରଦସ୍ତ ଡେଇଂଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି କଥା ରେ କୌଣସି ସନ୍ଦେହ ନାହିଁ କି ଇଣ୍ଡିଆନ ଟିମ ର ସମସ୍ତ ପ୍ଲେୟାର ମାନେ ଭଲ ଖେଳ ପ୍ରଦର୍ଶନ ର ପରିଚୟ ଦେଇ ତିନି ସିରିଜରେ ରେ ଜିତ ହାସଲ କରିନେଲେ । ଭାରତ ଏବଂ ୱେଷ୍ଟିଣ୍ଡିଜ ମଧ୍ୟରେ ଖେଳରେ ଜିତିବାର ହିରୋ ଶିଖର ଧବନ ଜିଏକି ୬୨ ବଳରେ ୨ ଟି ଛକା ଏବଂ ୧୦ ଟି ଚଉକା ମାରି ୯୨ ରନ କରିଥିଲେ ।

କିନ୍ତୁ ୱେଷ୍ଟିଣ୍ଡିଜ ଟଚ ଜିଟିକରି ପ୍ରଥମେ ବ୍ୟାଟିଂ କରି ୧୮୧ ରନ କରି ଭାରତ କୁ ୧୮୨ ରନ ର ଲକ୍ଷ ଦେଇଥିଲା । ଏହି ଲକ୍ଷ ର ପିଛା କରି ଇଣ୍ଡିଆନ ଟିମ ଶେଷ ବଳରେ ୧ ରନ କରି ଜିତ ହାସଲ କଲେ । ଏହି ମ୍ୟାଚ ରେ ଏମିତି କିଛି ହେଲା ଯାହାକୁ ଲୋକମାନେ ଆଶ୍ଚର୍ଯ୍ୟ ସହ ଦେଖୁଥିଲେ ।

ଯେତେବେଳେ ୱେଷ୍ଟିଣ୍ଡିଜ ନିଜର ପ୍ରଥମ ପାରି ଖେଳୁଥିଲା, ସେହି ସମୟରେ ୫.୩ ଓଭର ରେ ଶିଖର ଧବନ ଯାହା କରିଲେ ତାକୁ ଆପଣମାନେ ବି ଦେଖି ଚିନ୍ତା ରେ ପଡିଯିବେ । ଯେତେବେଳେ କ୍ରୁଣାଲ ପାଂଡ୍ଯା ର ବଳରେ ବ୍ୟାଟସମାନ ଶାଈ ହୋପ ସଟ ମାରିଲେ ତେବେ ବଳ ବାଉଣ୍ଡରୀ ର ଉପରେ ରୁ ଯାଉଥିଲା । ସେତେବେଳେ ଶିଖର ଧବନ ଡେଇଂ ବଳକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।

ତାହା ପରେ ଥାର୍ଡ ଅଂପାୟର ର ଦେଖିଲା ପରେ ଜଣା ଗଲାକି ଶିଖର ଧବନ ବଳକୁ ଅଟକାଇ ଦେଇ ଥିଲେ । ଏବଂ ୱେଷ୍ଟିଣ୍ଡିଜଙ୍କୁ ମାତ୍ର ଗୋଟିଏ ରନ ମିଳିଥିଲା । ଏହାକୁ ଦେଖିଲା ପରେ ଭାରତ ର ଜନତା ଶିଖର ଧବନଙ୍କୁ ସଲାମ କରୁଥିଲେ ।