ଇମରାନ ଖାନର Ex Wife ହେଲେ ପୀଏମ ମୋଦୀଙ୍କ ଦିବାନି, କହିଲେ – ‘ଆମ PM ଭିକାରି, ଯେତେବେଳେ କି ତାଙ୍କ ପୁରା ଦୁନିଆ…’

ଯେଉଁଠି ଗୋଟିଏ ପଟେ ପାକିସ୍ତାନର କାଶ୍ମୀରର ଆଳାପ ଶେଷ ହେଉ ନାହିଁ ତ ଅନ୍ୟ ପଟେ ପିଏମ ଇମରାନ ଖାନକୁ ବହୁତ ଅପମାନ ବି ସହିବାକୁ ପଡୁଛି । ବର୍ତ୍ତମାନ ଇମରାନ ଖାନର ସ୍ଥର ବହୁତ ତଳକୁ ଖସି ଯାଇଛି । ପୁଣି ହବ ନାହିଁ କାହିଁକି କାରଣ ବାହାର ଲୋକ ତ ଛାଡ ଏଠି ତାଙ୍କର ହିଁ ଘର ଲୋକ ତାଙ୍କୁ ସାଥ ଦେଉ ନାହାନ୍ତି । କାଶ୍ମୀର ମୁଦ୍ଦା ଉପରେ ଇଂଟରନେଶନଲ ଠାରୁ ମାତ ଖାଇବା ପରେ ବର୍ତ୍ତମାନ ତାଙ୍କର ପୂର୍ବ ପତ୍ନୀ ନିଜର ଶବ୍ଦ ଦ୍ଵାରା ତାଙ୍କୁ ଆଘାତ କରୁଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ଇମରାନ ଖାନଙ୍କର ପୂର୍ବ ପତ୍ନୀ ରେହମଙ୍କର ଏକ ଭିଡିଓ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ଯେଉଁଠି ସେ ନିଜର ଏକ୍ସ ସ୍ଵାମୀଙ୍କର ନୀତି ଗୁଡିକର ଧଜିୟା ଉଡାଉ ଛନ୍ତି ଓ ପିଏମ ମୋଦୀଙ୍କର ଖୋଲି କରି ତାଙ୍କର ପ୍ରଶଂସା କରୁଛନ୍ତି । ଯାହାକୁ ଦେଖି ଓ ଶୁଣି ପାକିସ୍ତାନୀ ମାନଙ୍କର ନିଦ ଉଡି ଯାଇଛି ।

ଇମରାନ ଖାନର ପୂର୍ବ ପତ୍ନୀ ଉଡାଇଲା ଧଯିୟା

ଇମରାନ ଖାନଙ୍କର ପୂର୍ବ ପତ୍ନୀ ରେହମ ଖାନ ଭିଡିଓରେ ପାକିସ୍ତାନର ଅର୍ଥ ବ୍ୟବସ୍ଥାର ଧଯିୟା ଉଡାଇବା ସହିତ ପାକିସ୍ତାନର ବର୍ତ୍ତମାନର ସ୍ଥିତି ଉପରୁ ପରଦା ବି ଉଠାଇଲେ । ଏହା ସହିତ ପିଏମ ମୋଦୀଙ୍କର ପ୍ରଶଂସା ବି କରିଲେ । ରେହମ ଖାନ ଇମରାନ ଖାନକୁ ଟାର୍ଗେଟ କରି କହିଲେ କି ଯଦି ଆପଣ ସବୁ ଜାଗାରେ କେବଳ ଭିକ ମାଗି ବୁଲିବେ ତେବେ ଆପଣଙ୍କୁ କେମିତି ଇଜ୍ଜତ ମିଳିବ । ଆପଣ ତ ତାଙ୍କର ଜୋତାର ବରାବର ବି ନୁହନ୍ତି । ଅର୍ଥାତ ରେହମ ଖାନ ପାକିସ୍ତାନୀକୁ ଧୋଇ ଦେଲା ।

ଇମରାନ ଖାନଙ୍କର ପୂର୍ବ ପତ୍ନୀ ହେଲେ ମୋଦୀଙ୍କ ଫ୍ୟାନ

ପିଏମ ମୋଦୀଙ୍କର ପ୍ରଶଂସା କରି ରେହମ ଖାନ ଭିଡିଓରେ କହିଲେ କି ସେ ଭାରତର ଇକୋନମୀକୁ ମଜବୁତ କରିଲେ, ଯେଉଁ କାରଣରୁ ସଊଦୀ ସେଠି ନିବେଶ କରିଲା । ଆଜି ଦୁନିଆର ସମସ୍ତ ଦେଶ ମୋଦୀଙ୍କ ସହିତ ଅଛନ୍ତି ଓ ଯେଉଁଠି ବି ଯାଆନ୍ତି, ଲୋକମାନେ ସେଠି ତାଙ୍କର ଇଜ୍ଜତ କରନ୍ତି ଓ କୌଣସି ବି ଦେଶ ପିଏମ ମୋଦୀଙ୍କ ସହିତ ନିଜର ସମ୍ପର୍କକୁ ଖରାପ କରିବାକୁ ଚାହେଁ ନାହିଁ ।

କାରଣ ସେ ନିଜର ଏହି ଇଜ୍ଜତ ନିଜେ ଆୟ କରିଛନ୍ତି ଓ ଲୋକମାନଙ୍କୁ ଭାରତ ଦେଶରେ ନିବେଶ କରିବାକୁ ବିଶ୍ଵାସ ବି ଦେଇଛନ୍ତି । କିନ୍ତୁ ଆପଣ ତାଙ୍କ ପାଦ ଜୋତାର ବି ବରାବର ନୁହନ୍ତି ।

ସବୁ ମୋର୍ଚେ ଉପରେ ଫ୍ଲପ ଅଟନ୍ତି ଇମରାନ ଖାନ

କାଶ୍ମୀର ମୁଦ୍ଦାକୁ ନେଇ ଇମରାନ ଖାନ ଲୋକମାନଙ୍କ ମଧ୍ୟରେ ଜୋଶ ଭରିବାକୁ ଚେଷ୍ଟା କରିଲେ କିନ୍ତୁ ମାଟି ସ୍ତରରେ ତାଙ୍କର ଏହି ଶୋ ଫ୍ଲପ ରହିଲା । କହିବାକୁ ଗଲେ ଇମରାନ ଖାନ ‘Kashmir Hour’ ନାମକ ଏକ ଶୋ ଆରମ୍ଭ କରିଥିଲେ । ଯାହାକି ଫ୍ଲପ ରହିଲା । ବର୍ତ୍ତମାନ ପାକିସ୍ତାନ ଜନତା ବି ତାଙ୍କୁ ସିରିୟସ ନେଉ ନାହାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।