ଅନେକ ବର୍ଷ ପରେ ବାପା ସହିତ ଦେଖାହେଇଥିଲା ଝିଅର, ଦୁଇ ଜଣଙ୍କ ମଧ୍ୟରେ ହେଇଥିଲା କିଛି ଏମିତି କି କରିନେଲେ ବିବାହ

ଗୋଟିଏ ବାପା ଓ ଝିଅର ସମ୍ପର୍କ ବହୁତ ପବିତ୍ର ହୋଇ ଥାଏ । କୁହା ଯାଏ କି ସବୁ ବାପା ନିଜ ଝିଅକୁ ବହୁତ ଗେଲ୍ହାରେ ବଢାଇ ଥାଆନ୍ତି । ଏମିତିରେ ଭାବନ୍ତୁ ଯଦି ବାପା ଝିଅ ନିଜ ଇଚ୍ଛାରେ ଏହି ପବିତ୍ର ସଂପର୍କକୁ ଉଲଂଘନ କରି ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ କଣ ହେବ । ଏମିତି କରିବା ତ ଦୂରର କଥା କେହି ବି ଏମିତି କରି ବାକୁ ଭାବିବ ନାହିଁ ।

କିନ୍ତୁ ଏମିତି ଏକ ମାମଲା ଆମେରିକା ର ନେବ୍ରାସ୍କା ରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୪୪ ବର୍ଷୀୟ ବାପା ନିଜର ୨୧ ବର୍ଷର ଝିଅ ସହିତ ଶାରୀରିକ ସମ୍ବନ୍ଧ ରଖି ତା’କୁ ବିବାହ କରିଛି ।

ବହୁତ ବର୍ଷ ପରେ ବାପା ଝିଅଙ୍କର ହୋଇଥିଲା ଦେଖା

ସୂଚନା ଅନୁସାରେ ଆମେରିକା ର ନେବ୍ରାସ୍କାରେ ରହୁଥିବା ଟ୍ୟାବିସ ଫିଲ୍ଡଗ୍ରୋବଙ୍କର ଡିଭୋର୍ସ ହୋଇ ସାରିଛି । ଡିଭୋର୍ସ ପରେ ତାଙ୍କ ଝିଅ ସମାନ୍ଥା କର୍ଶନର ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । କିଛି ବର୍ଷ ପରେ ଝିଅ ତା’ର ମା’ଙ୍କୁ କହି ପିତାଙ୍କୁ ଦେଖା କରିବାକୁ ଆସିଥିଲା । ଏହି ପ୍ରଥମ ଦେଖାରୁ ୩ ବର୍ଷ ପର୍ଯ୍ୟନ୍ତ ସମାନ୍ଥା ଓ ଫିଲ୍ଡଗ୍ରୋବଙ୍କ ମଧ୍ୟରେ ବାପା-ଝିଅ ର ସମ୍ପର୍କ ଥିଲା ।

ଏହି କାରଣରୁ ରଖିଲେ ସମ୍ବନ୍ଧ

ଫିଲ୍ଡଗ୍ରୋବଙ୍କ ଦ୍ଵିତୀୟ ବିବାହରୁ ତାଙ୍କର ଆଉ ଗୋଟିଏ ଝିଅ ଥିଲା ଯିଏ କି ସମାନ୍ଥା ର ସାବତ ଭଉଣୀ ଥିଲା । ଦୁଇ ଭଉଣୀଙ୍କ ମଧ୍ୟରେ ବିଲକୁଲ ପଡୁ ନଥିଲା । ସମାନ୍ଥା ତା’ର ସାବତ ଭଉଣୀଙ୍କୁ ଈର୍ଷା ରେ ଜଳାଇବାକୁ ଚାହୁଁଥିଲା କି ପାପା ତୋ ଠାରୁ ଅଧିକ ମୋତେ ଭଲ ପାଆନ୍ତି ।

ଏଥିପାଇଁ ସେ ନିଜ ପିତା ସହିତ ରୋମାଣ୍ଟିକ ରିଲେସନ ରଖିବା ଆରମ୍ଭ କରିଦେଲା । ଝିଅକୁ ଏହିଭଳି ନିକଟତ୍ତର ହେବା ଦେଖି ପିତାର ନିୟତ ବଦଳିଗଲା ଓ ଦୁଇ ଜଣ ଶାରୀରିକ ରୂପରେ ଗୋଟିଏ ହୋଇଗଲେ ।

ପିତାକୁ ମିଳିଲା ୨ ବର୍ଷର କାରାଦଣ୍ଡ

ଶାରୀରିକ ସମ୍ବନ୍ଧ ରଖିବା ପରେ ଦୁଇ ଜଣ ବିବାହ କରି ନେଲେ । ଯେତେବେଳେ ସେଠାକାର ପ୍ରଶାସନକୁ ଏହି କଥା ଜଣା ପଡିଲା ସେ ଫିଲ୍ଡଗ୍ରୋବ କୁ ୨ ବର୍ଷ କାରାଦଣ୍ଡ ଦେଲେ ଓ ଝିଅକୁ ପରେ ଦଣ୍ଡ ଦିଆଯିବ । କୋର୍ଟ ରେ ପିତା ସମସ୍ତଙ୍କ ସାମ୍ନାରେ ଝିଅ ସହିତ ଶାରୀରିକ ସମ୍ବନ୍ଧ ରଖିବା କଥାକୁ ସ୍ଵୀକାର କରିଛି । ଏହି ପ୍ରକାରର ଘଟଣା ବହୁତ ଅଜବ ଓ ଲଜ୍ୟାଜନକ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।