ଏବେ ଟଙ୍କା କମେଇବା ହେଲା ସହଜ, ବସ ଚୁପଚାପ ଏଇଠି ରଖି ଦିଅନ୍ତୁ ଅଳେଇଚ ଓ ଦେଖନ୍ତୁ ଯାଦୁ

ଯେମିତି ପ୍ରକାର ର ଦାମ ବାଢୁଛି ସହଜରେ ମିଳୁଥିବା ଜିନିଷ ବି ଆଜି କାଲୀ ବହୁତ କଷ୍ଟରେ ମିଳୁଛି । ଏହି ସମାଜରେ ଚୋରୀ – ଡକାୟତ ବି ହଉଛି । ଏବଂ ସମସ୍ତଙ୍କ ର ଲକ୍ଷ ହେଉଛି ଟଙ୍କା କମେଇବା । ଆମର ଶାସ୍ତ୍ରରେ କୁହାଯାଇଛି ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ ତେବେ ଗୋଟି ରାସ୍ତା ଖୋଲା ଥାଏ । ଉପାୟ ତ ଆପଣ କେତେ କରିଥିବେ କିନ୍ତୁ ଆଜିର ଉପାୟ ଆପଣଙ୍କ ଜୀବନର ରାସ୍ତା କୁ ବଦଳାଇ ଦେବ । ଆଜି ଆମେ ଆପଣଙ୍କୁ ସମସ୍ତ ଘରେ ସହଜରେ ମିଳୁଥିବା ଏକ ବସ୍ତୁର ଏଭଳି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଅଜସ୍ର ଧନ ଏବଂ ସୁଖ ଆସିପାରିବ। ସେହି ପଦାର୍ଥର ନାମ ହେଉଛି ଅଳେଇଚ।

ତେବେ ଆଜି ଆମେ ଆପଣଙ୍କୁ ଅଳେଇଚ ର ଏମିତି ଉପାୟ କହିବାକୁ ଯାଉଛୁ ଯାହା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଦଳାଇ ଦେଇଛି ।

– ଏଥିପାଇଁ ଆପଣ ଏକ ସବୁଜ ଲଙ୍କା ହାତରେ ନେଇ ଘରର ପୂଜା ଗୃହରେ ପ୍ରବେଶ କରନ୍ତୁ ଏବଂ ହାତ ଯୋଡି କରି ଏହି ମନ୍ତ୍ର ର ଉଚ୍ଚାରଣ କରନ୍ତୁ – ଓଁ ଶ୍ରୀଂ ଶ୍ରୀଯୈ ନମ:! ଭଗବାନଙ୍କୁ ଧ୍ୟାନ କରି ୧୦୮ ଥର ଏହି ମନ୍ତ୍ର ର ଉଚ୍ଚାରଣ କରନ୍ତୁ । ଯେମିତି ନିଜର ଧ୍ୟାନ ଭାଙ୍ଗିବ ନାହିଁ । ଏହାକୁ ଏକେଲା ଥିବା ସମୟରେ କରିବେ ।

– ତାହାପରେ ସେଠି ଛିଡା ହୋଇ ଅଳେଇଚ କୁ ଡାହାଣ ହାତରେ ମୁଠିରେ ବନ୍ଦ କରି ଦିଅନ୍ତୁ । ଏହି ସ୍ଥିତିରେ ଘରର ଭିତରେ ଭିତରେ ସବୁ ରୁମ ରେ ବୁଲି କରି ୭ ଥର ଘର ର ପରିକ୍ରମା କରନ୍ତୁ ଏବଂ ପୁଣି ପୂଜାଘରେ ପ୍ରବେଶ କରନ୍ତୁ ।

– ଏକ ନାଲି ରଙ୍ଗର କପଡାରେ ସେହି ଅଳେଇଚ କୁ ପକେଇ ଏକ ନାଲି ରଙ୍ଗର ସୂତାରେ ତାକୁ ବାନ୍ଧି ଦିଅନ୍ତୁ । ଅଲଗା ରଙ୍ଗର ସୂତା ହବ ନାହିଁ । ତାହା ପରେ ଏହାକୁ ଘରର ଏମିତି ଜାଗାରେ ରଖିଦିଅନ୍ତୁ ଯାହାକୁ ଆପଣଙ୍କ ଛଡା ଆଉ କେହି ଜାଣିପାରିବେ ନାହିଁ ।

– ୨୧ ଦିନ ପର୍ଯ୍ଯନ୍ତ ତାହାକୁ ନ ଛୁଇଁ ରଖୀ ଥାନ୍ତୁ । ୨୧ ଦିନ ପରେ ସେହି ନାଲି ରଙ୍ଗର ମୁଣି କୁ ନେ କୌଣସି ନଦୀ କିମ୍ବା ପୋଖରୀ ରେ ବିସର୍ଜନ କରିଦିଅନ୍ତୁ । ଯଦି ଆପଣଙ୍କ ନିକଟରେ କିଛି ଗଛ ଅଛି ତେବେ ତାହାର ମାଟିତଳେ ବି ଆପଣ ପୋତି ପାରିବେ । ଯଦି ଓସ୍ଥ ଗଛ ଥିବ ତେବ ଆହୁରି ଶୁଭ ହବ ଆପଣଙ୍କ ପାଇଁ ।

– ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଆରମ୍ଭ କରିବା ପାଇଁ ପୂର୍ଣ୍ଣିମା ଦିନ ଟି ସର୍ବଶ୍ରେଷ୍ଠ ଅଟେ।