ଏହି ପାଞ୍ଚ ଜଣ ବଲିଉଡ ଷ୍ଟାର ମାନଙ୍କର ଘରର ବିଜୁଳି ବିଲ୍ ଜାଣିଲେ ଆପଣଙ୍କୁ ଝଟକା ଲାଗିବ

ବଲୀଉଡ କଳାକାରଙ୍କ ସବୁ କଥା କିଛି ଅଲଗା ଅଟେ । ତାଙ୍କର ରହିବା ଖାଇବା ସବୁଥିରେ କିଛି ନା କିଛି ସ୍ପେଶଲ ଥାଏ । ଆପଣ ବଲୀଉଡ କଳାକାର ଏବଂ ତାଙ୍କର ଲାଇଫ ବିଷୟରେ ପ୍ରାୟତଃ ସବୁ ଜାଣି ଛନ୍ତି, କିନ୍ତୁ ତାଙ୍କର କଣ ଆପଣ ଛୋଟ ମୋଟ ଜିନଷ ବିଷୟରେ ଜାଣିଛନ୍ତି । ଯଦି ଆମେ ଆପଣାକୁ ପଚାରିବୁ ଯେ ଆପଣଙ୍କ ଘରର ବିଲ କେତେ ଆସେ ? ତେବେ ଆପଣଙ୍କ ଉତ୍ତର ୫ ରୁ ୧୦ ହଜାର ପର୍ଯ୍ଯନ୍ତ ଆସୁ ଥିବ । କିନ୍ତୁ ଏହି କଳାକାର ହଜାର ଟଙ୍କା ନୁହେଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କେବଳ ଇଲେକ୍ଟ୍ରି ବିଲ ଦିଅନ୍ତି ।

ଏହି କଳାକାର ମାନେ ନିଜର ଗୋଟିଏ ମାସର ବିଲ ଏତେ ଦିଅନ୍ତି ଯେ ଗୋଟିଏ ସାଧାରଣ ମଣିଷ ଗୋଟିଏ ବର୍ଷରେ ବି ଏତେ ବିଲ ଦେଉ ନଥିବ ।

ସୈଫ ଅଲୀ ଖାନ

ବଲୀଉଡ ର ନବାବ କୁହାଯାଉ ଥିବା ସୈଫ ଅଲୀ ଖାନ ଲାଇଫ ଷ୍ଟାଇଲ ସମସ୍ତଙ୍କ ଠାରୁ ଅଲଗା ଅଟେ । ତାଙ୍କର ସବୁ ଜିନିଷ ନମ୍ବର ୧ ଦରକାର । ସୈଫ ଅଲୀ ଖାନର ଘରର ଇଲେକ୍ଟ୍ରି ବିଲ ୩୦ ଲକ୍ଷ ଟଙ୍କା ଆସିଥାଏ ।

ଦୀପିକା ପାଦୁକୋଣ

ବଲୀଉଡ ର ମାସ୍ତାନି ଦୀପିକା ପାଦୁକୋଣ ମୁନବାଇ ର ଘରରେ ଏକେଳା ରୁହନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଘରର ଇଲେକ୍ଟ୍ରି ବିଲ ୧୩ ଲକ୍ଷ ଟଙ୍କା ସବୁ ମାସରେ ଆସେ ।

ସଲମାନ ଖାନ

ବଲୀଉଡ ର ଭାଇଜାନ ବା ଦବଙ୍ଗ ଖାନ କୁହାଯାଉଥିବା ସଲମାନ ଖାନ ମୁମ୍ବାଇ ର ଗ୍ଲୈକ୍ସୀ ଅପାର୍ଟମେଂଟ ରେ ରୁହନ୍ତି । ଏଠି ସେ ଗୋଟିଏ ଫ୍ଲାଟ ରେ ରୁହନ୍ତି କିନ୍ତୁ ତାଙ୍କର ସବୁ ମାସର ଇଲେକ୍ଟ୍ରି ବିଲ ୨୩ ଲକ୍ଷ୍ୟ ଟଙ୍କା ଭରି ଥାନ୍ତି ।

ଶାହରୂଖ ଖାନ

ବଲୀଉଡ ର କିଂଙ୍ଗ ଖାନ ମାନେ ଶାହରୂଖ ଖାନ କୌଣସି ମାମଲାରେ କମ ନୁହନ୍ତି । ଶାହରୂଖ ଖାନ ର ମନ୍ନତ ର ବିଲ ୪୩ ଲକ୍ଷ୍ୟ ଟଙ୍କା ଆସେ । ଶାହରୂଖ ଖାନ ର ପୁରା ଫ୍ୟାମିଲି ଏକା ସାଙ୍ଗରେ ରୁହନ୍ତି । ଆଉ ତାଙ୍କର ଲାଇଫ ଷ୍ଟାଇଲ କୌଣସି ମାହାରାଜାଙ୍କ ଠାରୁ କମ ନୁହେଁ ।

ଅମିତାଭ ବଚ୍ଚନ

ମହାନାୟକ ଅମିତାଭ ବଚ୍ଚନଙ୍କ ର ବଙ୍ଗଳା ବହୁତ ବଡ ଅଟେ । ଅମିତାଭ ବଚ୍ଚନ ଏହି ବଙ୍ଗଳାରେ ନିଜର ପୁରା ଫ୍ୟାମିଲି ସହ ରୁହନ୍ତି । ଅମିତାଭ ବଚ୍ଚନଙ୍କ ବଙ୍ଗଳାର ପୁରା ମାସର ର ବିଲ ୨୨ ଲକ୍ଷ୍ୟ ଟଙ୍କା ଆସି ଥାଏ ।