ଲଗାତାର 5 ଘଣ୍ଟା ଟିଭି ଦେଖୁଛନ୍ତି ତ ହେଇ ଯାଆନ୍ତୁ ସାବଧାନ, ଏଥି ପାଇଁ ବାପା ହେବାରେ ଆସିପାରେ ଅସୁବିଧା – ଜାଣନ୍ତୁ କେମିତି ??

ଆଗକାଳରେ ଏତେ ମନୋରଞ୍ଜନ ର ବେସୀ ସାଧନ ନଥିଲା । ସେଥିପାଇଁ ଲୋକମାନେ ଖେଳକୁଦ କରି ନିଜର ସମୟ ବିତେଇ ଦେଉଥିଲେ । ସମୟ ସହିତ ସାଇନ୍ସ ବି ଏତେ ଉନ୍ନତି କରିଛି କି ଆଜି ମଣିଷ ପାଖରେ ସମୟ ବିତେଇବା ପାଇଁ ଟେଲିଭିଜନ, ମୋବାଇଲ ଫୋନ, କମ୍ପ୍ୟୁଟର, ଇନ୍ଟରନେଟ ଯେମତି ସାଧନ ସବୁ ଅଛି । ଆଜିର ଏହି ସମୟ ରେ ୭୫% ଲୋକମାନେ ଟିଭି ଦେଖି ନିଜର ଟାଇମ ବିତେଉଛନ୍ତି । ଆପଣ କେବେ ଭାବିଛନ୍ତି କି ବେସୀ ଟିଭି ଦେଖିବା ଆପଣଙ୍କ ସନ୍ତାନ ଜନ୍ମ କରିବା ଶକ୍ତି କୁ କମେଇ ଦେଇଥାଏ ।

ସାଇନ୍ସ ଦ୍ଵାରା ହୋଇଥିବା ରିସର୍ଚ ରେ ଟିଭି କୁ ନେଇ ଏମିତି କଥା ସମନ୍ନାକୁ ଆସିଛି , ଯାହା ଅପଣ ଏବଂ ଆମେ ସ୍ଵପ୍ନରେ ବି ଭାବି ନଥିବୁ । ଆମେ ସମସ୍ତେ ଜାଣିଛୁ ଯେ ବେସୀ ଟିଭି ଦେଖିଲେ ଆମ ଆଖି ଖରାପ ହୋଇ ପାରେ । ବେସୀ ସମୟ ଟିଭି ଦେଖିଲେ ମଧ୍ୟ ଲୋକମାନେ ମୋଟା ହୋଇଯାନ୍ତି ।

ଯଦି ଗୋଟେ ଦିନ ୫ ଘଣ୍ଟା ରୁ ବେସୀ ଟିଭି ଦେଖୁଥିବା ପୁରୁଷମାନଙ୍କ ସ୍ପର୍ମ ୩୫ ପ୍ରତିଶତ ପର୍ଯ୍ଯନ୍ତ କମ କରିଦେଇ ଥାଏ । ଏବଂ ବହୁତ ଲୋକମାନେ ଟିଭି ଦେଖିଲା ବେଳେ ଫାଷ୍ଟ ଫୁଡ ଏବଂ ଜଙ୍କ ଫୁଡ ଖାଇବା ପସନ୍ଦ କରନ୍ତି । ଯାହା କି ତାଙ୍କୁ ଅଳସୁଆ କରିଦିଏ । ରିସର୍ଚ ଅନୁସାରେ ଯଦି ସାଧାରଣ ମଣିଷ ବଦଳରେ ଯଦି ଟିଭି ଦେଖୁଥିବା ପୁରୁଷ ଙ୍କ କଥା କହୁ ତେବ ତାଙ୍କ ସ୍ପର୍ମ ୩୮ % କମ ହୋଇଥାଏ । ଆରାମ ଜୀବନଶୈଳୀ ଚାଲିବା ଦ୍ଵାରା କମ ପରିଶ୍ରମ କରିବା ଦ୍ଵାରା ଆମର ସ୍ପର୍ମ କମ ହୋଇ ଯାଇଥାଏ । ଏହାର ଅନ୍ୟ ଏକ କାରଣ ଅଟେ ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସିବା ।

ଦିଲ୍ଲୀ ର ଇନ୍ଧିରା ଆଈୱୀଏଫ ହସ୍ପିଟଲ ର ବିଶେଷଜ୍ଞ ସାଗରିକା ଅଗ୍ରୱାଲ କୁହନ୍ତି କି ଆରାମ ଦେହ ଜୀବନଶୈଳୀ ସ୍ପର୍ମ ସେଲ୍ସ ର ଆକୃତି ଏବଂ ଗତିଶୀଳତା କୁ ପ୍ରଭାବିତ କରିଥାଏ । ଏବଂ ତାଙ୍କୁ ଶେଷ କରି ଦିଅନ୍ତି । ଆପଣଙ୍କୁ କହିଦେଉଛୁ କି ଏଥିରେ ୧୮ ବର୍ଷରୁ ଆରମ୍ଭ କରି ୨୨ ବର୍ଷ ପର୍ଯ୍ଯନ୍ତ ଯୁବକ ମାନଙ୍କୁ ଶାମିଲ କରାଯାଇଥିଲା । ହୈଦରାବାଦ ର ଆଈୱୀଏଫ ଏକ୍ସପର୍ଟ ସ୍ୱାତୀ ମୋଠେ କହନ୍ତି କି ଲଗାତାର ୧୫ ଘଣ୍ଟା ଶାରୀରିକ ରୂପରେ ସକ୍ରିୟ ରହିବା ଦ୍ଵାରା ତାଙ୍କ ଶରୀରରେ ତୀନ ଚଥୁର୍ସଂସ ବେସୀ ମିଳିଥିଲା ।

ଏହି ରିସର୍ଚ କୁ ଆମେରିକାର ‘ଅମେରିକନ ଜର୍ନଲ ଫ ଏପିଡେମିଯୋଲଜୀ’ ରେ ସାମିଲ କରାଯାଇଥିଲା ।