ଇଏ ହେଉଛନ୍ତି ଦୁନିଆର ସବୁଠୁ ଶକ୍ତିଶାଳୀ ପିଲା, ଏମାନଙ୍କୁ ଆଗରେ ବଡ ବଡ ଲୋକ ବି ଭୟରେ ଥରିବେ, ଛୋଟ ବୟସରୁ ବନେଇଛନ୍ତି ଏମିତି ବଡି !

ନମସ୍କାର ବନ୍ଧୁଗଣ, ସମସ୍ତଙ୍କ ମନରେ ଛୋଟ ପିଲାଙ୍କ ପାଇଁ ସ୍ନେହା ମମତା ରହିଥାଏ । ତାଙ୍କୁ ଦୁନିଆସାରି କିଛି ଜଣା ନଥାଏ ସେମାନେ ଶକ୍ତି ବିହୀନ ହୋଇଥାନ୍ତି ଏହିଭଳି ଅନେକ ଭାବନା ଛୋଟ ଭାବନା ଆମ ମନରେ ଛୋଟ ଛୁଆଙ୍କୁ ନେଇ ରହିଛି । କିନ୍ତୁ ଆମ ପୃଥିବୀରେ ଏଭଳି କିଛି ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଛୋଟ ପିଲା ରହିଛନ୍ତି ଯେଉଁମାନେ କି କାହିଁ କେତେ କେତ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପଛରେ ପକାଇଦେବେ । ତେବେ ଆଜି ଆମେ ଆମେଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଦୁନିୟାର ସବୁଠାରୁ ଶକ୍ତିଶାଳୀ ହୋଇଥିବା କିଛି ପିଲାଙ୍କ ସମ୍ପର୍କରେ ।

ଏଣ୍ଡ୍ରେ କୋଷ୍ଟ୍ରାସ: ଯେତେବେଳେ ଏଣ୍ଡ୍ରେ ପୁସପ ମାରିବା ଆରମ୍ଭ କରନ୍ତି ସେତେବେଳେ ସମସ୍ତଙ୍କ ହୋସ ଉଡିଯାଇଥାଏ । ୫ ବର୍ଷ ବଯସରୁ ସେ ଘଣ୍ଟା ଘଣ୍ଟା ଧରି ପୁସପ ମାରିଥାନ୍ତି । ୪୦୦୦ ହଜାର ପୁସପ ଏକାଥରେ ମାରି ରେକର୍ଡ ବନାଇଛନ୍ତି ଏଣ୍ଡ୍ରେ ।

CJ ସେଣ୍ଟର: CJ କେବେ କାହା ଠାରୁ ମଧ୍ୟ ୱାର୍କ ଆଉଟର ଟ୍ରେନିଂ ନେଇନାହାନ୍ତି । କିନ୍ତୁ ସମସ୍ତ ଛୋଟ ପିଲାଙ୍କ ପାଇଁ ସେ ଦୁନିୟାର ସବୁଠାରୁ ବେଷ୍ଟ ୱାର୍କ ଆଉଟ ଟ୍ରେନର ଅଟନ୍ତି । ଛୋଟ ପିଲାଙ୍କ ମନ ୱାର୍କ ଆଉଟ ଆଡକୁ ଆକର୍ଷିତ କରିବା ପାଇଁ ବେସ ନୂଆ ପ୍ରକାରର ୱାର୍କ ଆଉଟମାନ କରି ବିଶ୍ଵ ରେକର୍ଡ କରିଛନ୍ତି cj ।

ଲାଇମ ହୋଷ୍ଟ୍ରା: ଜନ୍ମ ସମୟରୁ ହିଁ ଲାଇମ ଶରୀରର ମାଂସ ପେଶୀ ବଡ ଲୋକଙ୍କ ଭଳି ଥିଲା । ଯାହା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଲା । ଦେଢ ବର୍ଷ ବୟସରେ ଏହି ପିଲା ଜିନିଷ ସବୁ ଉଠାଇବାକୁ ଲାଗିଲା । ଲାଇମ ଏହିଭଳି ଆଗକୁ ବଢି ବଢି ଦୁନିୟାର ସବୁଠାରୁ ଶକ୍ତିଶାଳୀ ଟଡ଼ଲର ଉପାଧି ହାସଲ କରିପାରିଲା ।

ଆରଟ ହୋସେନି: ଆରଟ ଦେଖିବା ପାଇଁ ଏକ ସୁନ୍ଦର ଝିଅ ହେଲେ ମଧ୍ୟ ତାଙ୍କ ଶରୀରର ଗଠିନ କୌଣସି ହତାକଟା ପୁଅ ଠାରୁ କମ ନୁହେଁ । ସେ ସାଢେ ତିନି ବର୍ଷ ବୟସରୁ ହିଁ ସବୁ ପ୍ରକାର କଠିନ ୱାର୍କ ଆଉଟ ଖୁବ ସହଜରେ ଆରଟ କରିଆସୁଛନ୍ତି । ନାଉମୀ କୁଟିନ: ନାଉମୀ ଆଠ ବର୍ଷ ବୟସରୁ ୱେଟ ଲିଫଟିଙ୍ଗ କରିଛନ୍ତି । ଆଠ ବର୍ଷର ନଉମୀ ୱାଲ୍ଡ ରେକର୍ଡରେ ଭାଗ ନେଇ ୯୩ କେଜି ଓଜନ ଉଠାଇଥିଲେ ନିଜ ହାତରେ ଏବଂ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଥିଲେ ନାଉମୀ ।

ରୁସିଇ ଇମୁଆଇ: ୪ ବର୍ଷ ବୟସରେ ରୁସିଇ କୁମ୍ଫୁ ଠାରୁ ଆରମ୍ଭ କରି ମାର୍ଶିଆଲ ଆର୍ଟରେ ସମସ୍ତଙ୍କ ଠାରୁ ପ୍ରଥମ ଅଟନ୍ତି । ଭଲ ଭଲ ବ୍ୟକ୍ତିଙ୍କ ମୁହଁ ବନ୍ଦ କରିଦିଅନ୍ତି ନିଜ ହୁନର ଦେଖାଇ । ବୃସଲିଙ୍କ ବଡ ଫ୍ୟାନ ରୁସିଇ ଅଟନ୍ତି । ତାଙ୍କର ସବୁ କିଛିକୁ ଖୁବ ସହଜରେ କରିଦେଇଥାନ୍ତି ରୁସିଇ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।