ଆଜିର ରାଶିଫଳ, 16 ଜାନୁୟାରୀ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଜୀବନ ଖୁସି ପୂର୍ଣ୍ଣ ରହିବ । ଆପଣ ସବୁ ସ୍ଥିତି କୁ ସାମ୍ନା କରିବାରେ ସକ୍ଷମ ହେବେ । ଆଜି ଆପଣ ନିଜର ରଚମତ୍କାକ ରେ ଲୋକ ଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବେ । ଆଜି ଆପଣଙ୍କ ସମାନ କୁ ଆର୍ଥିକ ଯୋଜନା ଆସିପାରେ । କୌଣସି ବି ନିସ୍ପତି ନେବା ଆଗରୁ ଭଲ ଭାବେ ବିଚାର କରନ୍ତୁ । ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଦାଂପତ୍ଯ ଜୀବନରେ ସୁଧାର ଆସିବ ।

ବୃଷ ରାଶି ; ଆଜି ଅଯଥା ଖର୍ଚ୍ଚ କିଛି ଜାଗାରେ ହୋଇପାରେ । ଅନେକ ଲୋକ ଆପଣଙ୍କ ଠାରୁ କାମର ଆଶା ରଖିପାରନ୍ତି । ମାତା ଙ୍କ ସମ୍ମାନ କରନ୍ତୁ, ମାତା ଙ୍କ ଆଶୀର୍ବାଦ ରୁ ଆପଣଙ୍କ ସବୁ କାମ ସଂପୂର୍ଣ୍ଣ ହେବ । ପିଲା ଙ୍କର ଜରୁରତ ଜିନିଷ କୁ ପୁରା କରନ୍ତୁ । ପାରିବାରିକ ଜୀବନ ଭଲ ରହିବ । ଯଦି ଆପଣ କୌଣସି ବଡ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ତାହାର ପରିଣାମ ସଫଳ ହେବ । ସନ୍ତାନ ସମ୍ବଧିତ କାର୍ଯ୍ୟ ସମ୍ପନ୍ନ ହେବ ।

ମିଥୁନ ରାଶି : ଆଜି ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ଆପଣଙ୍କୁ ଧର୍ଯ୍ୟ ଓ ଶାନ୍ତି ବଜାୟ ରଖିବାର ଜରୁରତ ଅଛି । ପରିବାରରେ ଥିବା ମାମଲା ଦୂର ହେବ । ସମ୍ପତି ର ବଣ୍ଟନ ହୋଇପାରେ । ଯାହା ଆପଣଙ୍କ ପକ୍ଷରେ ରହିବ । ଏହି ରାଶିର ଛାତ୍ର ଆଜି କ୍ଯାରିୟର ସହ ଜଡିତ କୌଣସି ବଡ ସଫଳତା ମିଳିପାରେ । ଆଜି ଦିନରେ ଆପଣଙ୍କ ପ୍ରେମୀ ବା ଦାଂପତ୍ଯ ଜୀବନ ଭଲ ରହିବ । ଆପଣଙ୍କ ବିରୋଧୀ ଆପଣଙ୍କୁ ସମସ୍ୟାରେ ପକାଇବେ ।

କର୍କଟ ରାଶି : କୌଣସି ସ୍ଥିତି କୁ ନେଇ ଅଧିକ ସଂଘର୍ଷ କରିବା ବା ନିଜକୁ ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ । ବଡ ନିସ୍ପତି ବିଚାର କରି ଭାବେ ନିଅନ୍ତୁ । ପରିବାର ଲୋକଙ୍କ ସହ ହସ ଖୁଶିର ସମୟ ବ୍ଯତୀତ କରିବେ । ବ୍ୟାପାରରେ ବଡ ଧରଣର ଲାଭ ହୋଇପାରେ । ବିଦ୍ୟାର୍ଥୀ ଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ଗ୍ରହ ଅଧିକ ପ୍ରଭାବଶାଳି ରହିବ । ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ଆରାମ କରିବାର ଜରୁରତ ଅଛି ।

ସିଂହ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କୌଣସି କାମକୁ ନୂଆ ଭାବେ ଆରମ୍ଭ କରିବେ । ବ୍ୟାପାରରେ ବଡ ଯୋଜନା କରିବେ । ପରିଶ୍ରମ ପରେ ଆପଣଙ୍କୁ ସଫଳତା ମିଳିବ । ପରିବାରର ସହଯୋଗ ପାଇବେ । କୌଣସି ସମ୍ପର୍କୀୟ ଙ୍କ ସହ ବିବାଦ ହୋଇପାରେ । ନୂଆ ସମ୍ପର୍କ ରୁ ଲାଭ ମିଳିବ । ନିଜ କାମକୁ ସଠିକ ଢଙ୍ଗରେ ପୁରା କରିବାରେ ଆପଣ ସଫଳ ହେବ । ଆପଣ ଥକାପଣ ଅନୁଭବ କରିବେ । ଛୋଟ ପିଲାଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ ।

କନ୍ୟା ରାଶି : ଘରେ ଖୁସି ର ମାହୋଲ ରହିବ । ବ୍ୟବହାରିକତା ମାମଲାରେ ଆପଣ ଆଗରେ ରହିବେ । ଆପଣଙ୍କ ସାଥି ଙ୍କ ସହଯୋଗ ପାଇବେ । କୌଣସି ସମାରୋହରେ ଯୋଗ ଦେବେ । ମାତା ଙ୍କ ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ । ବନ୍ଧୁ ବା ସହ ଯୋଗୀଙ୍କ ସହ ସମର୍ଥନ ପାଇବେ । ଯାହା ଦ୍ଵାରା ଆପଣଙ୍କର ଚିନ୍ତା ଦୂର ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାୟ ମାଗିବେ ।

ତୁଳା ରାଶି : ଆଜି ଆପଣଙ୍କର ଦ୍ରୁଷ୍ଟି କୋଣ ପଜେଟିଭ ରଖନ୍ତୁ । ଘରୋଇ କାମରେ ଆପଣ ବ୍ୟସ୍ତ ରେ ରହିବେ । ଆଜି କିଛି ନୂଆ କାମ କାର୍ଯ୍ୟ ଆରମ୍ଭ କରିବେ । ଟ୍ରାନ୍ସପୋର୍ଟ ସହ ଜଡିତ କାମ କରୁଥିବା ଜାତକଙ୍କର ହାତ ଭଲ ଅବସର ପ୍ରାପ୍ତ ହେବ । ଆପଣଙ୍କୁ କୌଣସି ବଡ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନରେ ଖୁସି ସାମାନ୍ଯ ରହିବ । ପ୍ରେମୀ ଙ୍କ ମଧ୍ୟରେ ନିକଟତର ବଢିବ । ଶତ୍ରୁ ପରାସ୍ତ ହେବେ ।

ବିଛା ରାଶି : ବିଛା ରାଶିର ଲୋକଙ୍କ କୌଣସି ପାରିବାରିକ ସମସ୍ଯା ପାଇଁ ସବୁ ଲୋକଙ୍କ ବିଚାର ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣ ପୈତୃକ ସମ୍ପତି ରେ ବ୍ୟାପାର କରୁଛନ୍ତି ତେବେ ଭାଇ ଙ୍କ ସହ ଭଲ ତାଳମେଳ ଠିକ ରଖନ୍ତୁ । ଏହି ସମୟରେ ତାଙ୍କର ମାର୍ଗ ଦର୍ଶନ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ ସଫଳତା ଆପଣଙ୍କ ପାଦ ତଳେ ଆସିବ । ଜୀବନ ସାଥିଙ୍କ ଭରପୁର ସହଯୋଗ ମିଳିବ ।

ଧନୁ ରାଶି : ଆଜି ଆପଣଙ୍କୁ ଶାରୀରିକ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆପଣ ଆଜି ଶତ୍ରୁ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ବ୍ୟର୍ଥ ଜିନିଷରେ ଆପଣ ସମୟ ନଷ୍ଟ କରନ୍ତୁ ନାହି । ପଇସା ମାମଲାରେ ଆଜି ଆପଣ ଲକି ରହିବେ । କମ ପ୍ରୟାସରେ ଆଜି ଆପଣ ଭଲ ଧନ କମାଇବାରେ ସଫଳ ରହିବେ । ଜୀବନ ସାଥିଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ମକର ରାଶି ; ଜରୁରତ ଅନୁଯାୟୀ ପଇସାର ବ୍ୟବସ୍ଥା ହୋଇପାରେ । ବ୍ୟବସାୟ ରେ କର୍ମଚାରୀ ଙ୍କ ସହଯୋଗ ଆପଣଙ୍କୁ ମିଳିବ । ଆଜି ପରିବାରର ସମସ୍ୟାର ସମାଧାନ ହେବ । ଦାଂପତ୍ଯ ଜୀବନରେ ଖୁସି ଆସିବ । ରାଜନୈତିକ କାମ ପୂରଣ ହେବ । ସାମାନ୍ଯ ସ୍ଥିତି ଭଲ ରହିବ । ପ୍ରେମ ସୁଖରେ ଅଭାବ ଆସିପାରେ । ସାବଧାନ ରୁହନ୍ତୁ ଗୁପ୍ତ ଶତ୍ରୁ ସକ୍ରିୟ ହୋଇ ପରାନ୍ତି । ନୂଆ କାମର ଆୟୋଜନ କରିବା ପାଇଁ ଦିନ ଶୁଭ ଅଟେ ।

କୁମ୍ଭ ରାଶି : ପୁରୁଣା ରୋଗରୁ ରିହାତି ପାଇବେ । ଆଜି ପରିବାର ବର୍ଗ ଙ୍କ ସହ ସମୟ ଆନନ୍ଦ ପୂର୍ବକ ବ୍ଯତୀତ ହେବ । ଆଜି କୌଣସି ପ୍ରକାରର ଉପଲବ୍ଧି ହାତକୁ ଆସିପାରେ । ମାତା ପିତା ଓ ଗୁରୁଜନ ଙ୍କ ସହ ସମ୍ପର୍କ ମଧୂର ହେବ । ଘର ପରିବାର ବା ସମ୍ପର୍କୀୟ ଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଆୟୋଜନ ହୋଇପାରେ । ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ଉଶ୍ଚାହ ରହିବେ । ଆୟରେ ବୃଦ୍ଧି ହେବ । ପଇସାର ଅଭାବ ହେବ ନାହିଁ ।

ମୀନ ରାଶି : ଭବିଷ୍ୟକୁ ନେଇ କିଛି ବିଚାର କରିବେ । ଆଜି ଆପଣ ନିଜର ଫିଟନେସ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଧନ ସଞ୍ଚୟ କରିବାରେ ସଫଳ ହେବେ । ପିତା ତଥା ସରକାର ଙ୍କ ତରଫରୁ ଲାଭ ପାଇବେ । ମଣିବଳ ଦୃଢ ହେବ । ତେଣୁ କାର୍ଯ୍ୟ ରେ ସଫଳତା ଆସିବ । ଆଜି ବଡ ନିସ୍ପତି ନେବା ଆଗରୁ ଭଲ ଭାବେ ଚିନ୍ତା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।