IAS Interview Questions: ସ୍ତ୍ରୀ ସବୁବେଳେ ନିଜ ସ୍ଵାମୀଙ୍କ ବାମପଟେ କାହିଁକି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20 Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେଉଁ ଫଳରେ ମଞ୍ଜି ନଥାଏ ?

ଉ: କଦଳୀରେ ମଞ୍ଜି ନଥାଏ ।

୨- ଗେଟୱେ ଅଫ ଇଣ୍ଡିଆ ଭାରତର କେଉଁ ସହରରେ ଅବସ୍ଥିତ ?

ଉ: ମୁମ୍ବାଇରେ ଅବସ୍ଥିତ ।

୩- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଶିକ୍ଷିତା ମହିଳା ଅଛନ୍ତି ?

ଉ: କେରଳ ରେ ।

୪- କେଉଁ ରାଜ୍ୟକୁ ଭାରତର ପ୍ରବେଶ ଦ୍ଵାର ବୋଲି କୁହାଯାଏ ?

ଉ: ମୁମ୍ବାଇ ସହରକୁ ।

୫- ଭାରତରେ କେଉଁ ଭାଷା ସବୁଠୁ ଅଧିକ ଲୋକମାନେ କହିଥାନ୍ତି ?

ଉ: ହିନ୍ଦୀ ଭାଷା ।

୬- ସବୁଠୁ ଅଧିକ ସମୟ ଯାଏଁ ଅନ୍ୟର ଅଧୀନରେ ବା ଗୁଲାମ ରହିଥିବା ଦେଶ କେଉଁଟି ?

ଉ: ଭାରତ ।

୭- ସାବୁନ ତିଆରି କରିବା ପାଇଁ ତେଲ ସହ ଆଉ କଣ ମିଶା ଯାଇଥାଏ ?

ଉ: କାଷ୍ଟିକ ସୋଡା ।

୮- ଗାନ୍ଧୀଜୀଙ୍କ ପୂର୍ବରୁ ଭାରତୀୟ ନୋଟରେ କାହାର ପ୍ରତିଛବି ଲଗା ଯାଇଥିଲା ?

ଉ: ଅଶୋକ ସ୍ତମ୍ଭର ଛବି ।

୯- କ୍ଷତ ଶୀଘ୍ର ଭଲ ହେବା ପାଇଁ ଆମ ଶରୀରକୁ କେଉଁ ଭିଟାମିନ ଆବଶ୍ୟକ ହୋଇଥାଏ ?

ଉ: ଭିଟାମିନ- K ।

୧୦- କେଉଁ ପକ୍ଷୀକୁ ହାତ ଲଗାଇବା ମାତ୍ରେ ସେ ମରିଯାଏ ?

ଉ: ଭିନସ ପକ୍ଷୀ ।

୧୧- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ କୋଇଲାର ଭଣ୍ଡାର ରହିଛି ?

ଉ: ଝାଡଖଣ୍ଡ ରେ ।

୧୨- କେଉଁ ଜୀବ କାମୁଡିବା ଦ୍ଵାରା ଡେଙ୍ଗୁ ରୋଗ ହୋଇଥାଏ ?

ଉ: ମଶା ।

୧୩- ଭାରତରେ ବିଜୁଳି ଦ୍ଵାରା ଚାଳିତ ଟ୍ରେନ କେବେ ଠାରୁ ଆରମ୍ଭ ହୋଇଥିଲା ?

ଉ: ୧୯୨୫ ମସିହାରେ ।

୧୪- ଭାରତରେ କେଉଁ ପଶୁକୁ ବିକ୍ରି କରିବା କିମ୍ବା କିଣିବା ଅପରାଧ ବୋଲି ମାନାଯାଏ ?

ଉ: ବାଘକୁ ।

୧୫- ମଣିଷ ବିଲକୁଲ ନଶୋଇ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରିବ ?

ଉ: ୨୮ ଦିନ ପର୍ଯ୍ୟନ୍ତ ।

୧୬- ଭାରତରେ ଟାକ୍ସି ସେବା ସର୍ବ ପ୍ରଥମେ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ?

ଉ: ବେଙ୍ଗାଲୁରୁ ରେ ।

୧୭- ଭାରତରେ କେଉଁ ବ୍ୟକ୍ତିଙ୍କୁ ଦଣ୍ଡ ଦିଆ ଯାଏନାହିଁ ?

ଉ: ରାଷ୍ଟ୍ରପତି ଙ୍କୁ ।

୧୮- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ବର୍ଷା ହୋଇଥାଏ ?

ଉ: ମେଘାଳୟା ରେ ।

୧୯- କେଉଁ ଦେଶ ଉଡାଜାହାଜର ଉଦ୍ଭାବନ କରିଥିଲା ?

ଉ: ଆମେରିକା ।

୨୦- ସ୍ତ୍ରୀ ସବୁବେଳେ ନିଜ ସ୍ଵାମୀଙ୍କ ବାମପଟେ କାହିଁକି ହୋଇଥାଏ ?

ଉ: ସ୍ତ୍ରୀ ସ୍ଵାମୀଙ୍କର ବାମାଙ୍ଗୀ ବା ଅର୍ଦ୍ଧାଙ୍ଗୀନୀ ହୋଇଥାଏ, ତେଣୁ ସବୁବେଳେ ବାମପଟେ ଶୋଇଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।