IAS Interview Questions: ଏମିତି କେଉଁ ଅଙ୍ଗ ଅଛି ଯାହାକୁ ବିବାହ ପରେ ସ୍ତ୍ରୀ କେବେବି ନିଜ ସ୍ଵାମୀଙ୍କୁ ଛୁଇଁବାକୁ ଦିଏନାହିଁ ? ଏହା ସହ ଜାଣନ୍ତୁ ଆହୁରି 20ଟି Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଏମିତି କେଉଁ ପକ୍ଷୀ ଅଛି ଯାହାକୁ ଛୁଇଁଲେ ସେ ମରିଯାଏ ?

ଉ: ଟିଟୋନୀ ନାମକ ପକ୍ଷୀ ।

୨- ଭାରତର କେଉଁ ସହରରେ ପାନିପୁରୀ ବା ଗୁପଚୁପକୁ ସଂପୂର୍ଣ୍ଣ ଭାବେ ବୟାନ କରି ଦିଆଯାଇଛି ?

ଉ: ଲଲିତପୁରରେ ।

୩- କେଉଁ ଦେଶରେ ୭ଟି ସନ୍ତାନ ଜନ୍ମ କରିଲେ ଗୋଲ୍ଡ ମେଡାଲ ଦିଆ ଯାଇଥାଏ ?

ଉ: କାଜକିସ୍ତାନରେ ।

୪- କେଉଁ ଦେଶରେ ବର୍ଷାଜଳର ଟ୍ୟାକ୍ସ ଦେବାକୁ ପଡିଥାଏ ?

ଉ: ଆମେରିକାରେ ।

୫- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ କଦଳୀ ଉତ୍ପାଦନ କରା ଯାଇଥାଏ ?

ଉ: ତାମିଲନାଡୁରେ ।

୬- ଦୁନିଆର ସବୁଠୁ ବଡ କଦଳୀ କେଉଁଠି ମିଳିଥାଏ ?

ଉ: ଇଣ୍ଡୋନେସିଆରେ ।

୭- କେଉଁ ଦେଶରେ କେବଳ ନୀଳ ଆଖି ଥିବା ଲୋକ ରୁହନ୍ତି ?

ଉ: ସ୍କଟଲାଣ୍ଡରେ ।

୮- ଇଲେକ୍ଟ୍ରୋନିକ ଫ୍ୟାନର ଆବିଷ୍କାର କେଉଁ ମସିହାରେ ହୋଇଥିଲା ?

ଉ: ୧୮୮୨ ରେ ।

୯- କେଉଁ ଦେଶରେ ମଣିଷ ଠାରୁ ଅଧିକ ଛେଳି ବାସ କରନ୍ତି ?

ଉ: ସ୍କଟଲାଣ୍ଡରେ ।

୧୦- ଭାରତର କେଉଁ ସହରରେ ଦୁନିଆର ସବୁଠୁ ଲାମ୍ବା କେକ୍ ତିଆରି କରା ଯାଇଥିଲା ?

ଉ: କେରଳରେ ।

୧୧- ଭାରତରେ ସର୍ବପ୍ରଥମ କରୋନା ଭାଇରସ କେସ୍ କେଉଁ ରାଜ୍ୟରେ ଦେଖିବାକୁ ମିଳିଥିଲା ?

ଉ: କେରାଳରେ ।

୧୨- ମନୁଷ୍ୟର ହୃଦୟ ୧ ମିନିଟରେ କେତେଥର ସ୍ପନ୍ଦନ ହୋଇଥାଏ ?

ଉ: ୭୨ ଥର ।

୧୩- ଭାରତର ରାଷ୍ଟ୍ରୀୟ ପୋଷାକ କଣ ?

ଉ: ଧୋତି କୁର୍ତ୍ତା ।

୧୪- ଭାରତର କେଉଁ ରାଜ୍ୟରେ କୁକୁରଙ୍କ ମନ୍ଦିର ରହିଛି ?

ଉ: ଛତିଶଗଡରେ ।

୧୫- ଗାଈକୁ କେଉଁ ଦେଶରେ ରାଷ୍ଟ୍ରୀୟ ପଶୁ ଭାବେ ମାନ୍ୟ କରାଯାଏ ?

ଉ: ନେପାଳରେ ।

୧୬- ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ମସିହାରେ ନୋଟବନ୍ଦୀ କରିଥିଲେ ?

ଉ: ୨୦୧୬ରେ ।

୧୭- କେଉଁ ନଦୀକୁ ବିହାରର ଦୁଃଖ ବୋଲି କୁହାଯାଏ ?

ଉ: କୋଷି ନଦୀକୁ ।

୧୮- ଦୁନିଆର ସର୍ବପ୍ରଥମ ସେଲଫି କେଉଁ ମସିହାରେ ନିଆ ଯାଇଥିଲା ?

ଉ: ୧୮୩୯ରେ ।

୧୯- କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ପରିଭ୍ରମଣ କରନ୍ତି ?

ଉ: ଫ୍ରାନ୍ସରେ ।

୨୦- ଏମିତି କେଉଁ ଅଙ୍ଗ ଅଛି ଯାହାକୁ ବିବାହ ପରେ ସ୍ତ୍ରୀ କେବେବି ନିଜ ସ୍ଵାମୀଙ୍କୁ ଛୁଇଁବାକୁ ଦିଏନାହିଁ ?

ଉ: ନିଜ ପାଦକୁ ସ୍ତ୍ରୀ କେବେ ସ୍ଵାମୀଙ୍କୁ ଛୁଇଁବାକୁ ଦିଏନାହିଁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।