IAS Interview Questions: ଅମୃତଭଣ୍ଡା ସହ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ ? (20 GK Q&A)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାଟନ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଭାରତର କେଉଁ ରାଷ୍ଟ୍ରପତି ଖବରକାଗଜ ବିକ୍ରି କରୁଥିଲେ ?

ଉ: APJ ଅବଦୁଲ କଲାମ ।

2- ଭାରତରେ କେଉଁଠି ସୁନାଖଣି ଅଛି ?

ଉ: କର୍ଣ୍ଣାଟକରେ ସୁନାଖଣି ଅଛି ।

3- ବୋଧଗୟାର କେଉଁ ବୃକ୍ଷ ତଳେ ଗୌତମ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା ?

ଉ: ଅଶ୍ଵତଥ ବୃକ୍ଷ ମୂଳେ ।

4- ଦୁନିଆର କେଉଁ ଦେଶ ସବୁଠୁ ଅଧିକ ସୌର ଊର୍ଜାର ବ୍ୟବହାର କରେ ?

ଉ: ଚୀନ ସବୁଠୁ ଆଶିକ ସୌର ଶକ୍ତି ବ୍ୟବହାର କରେ ।

5- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉ: ଅରୁଣାଚଳ ପ୍ରଦେଶରେ ।

6- ପୃଥିବୀ ଦିବସ କେବେ ମନାଯାଏ ?

ଉ: 22 ଏପ୍ରିଲ ।

7- ପାକିସ୍ତାନର ରାଷ୍ଟ୍ରୀୟ ଖେଳ କଣ ?

ଉ: ହକି ପାକିସ୍ତାନର ରାଷ୍ଟ୍ରୀୟ ଖେଳ ।

8- କେଉଁ ଜୀବର ହାଡ ସବୁଠୁ ଅଧିକ ମଜବୁତ ହୋଇଥାଏ ?

ଉ: ବାଘର ହାଡ ସବୁଠୁ ମଜବୁତ ।

9- ଭାରତରେ କେତୋଟି ସ୍ଥାନରେ ନୋଟ ଛପାଯାଏ ?

ଉ: ଚାରୋଟି ସ୍ଥାନରେ ।

10- ଫାଶୀଦଣ୍ଡ ମିଳିଥିଲେ କିଏ କ୍ଷମା ପ୍ରଦାନ କରିପାରିବେ ?

ଉ: ରାଷ୍ଟ୍ରପତିଙ୍କୁ କେବଳ ଏହି ଅଧିକାର ଦିଆଯାଇଛି ।

11- କେଉଁ ଫଳରେ 25% ପବନ ରହିଥାଏ ?

ଉ: ସେଓ ରେ 25% ପବନ ଥାଏ ।

12- ଭାରତର ଜଳୀୟ ଜୀବ କିଏ ?

ଉ: ଡଲଫିନ ଭାରତର ଜଳୀୟ ଜୀବ ।

13- ଭାରତର କେଉଁ ନଦୀକୁ ରକ୍ତର ନଦୀ ବୋଲି କୁହାଯାଏ ?

ଉ: ଲୋହିତ ନଦୀକୁ ରକ୍ତର ନଦୀ କୁହାଯାଏ ।

14- ଫଳ ଉତ୍ପାଦନରେ ବିଶ୍ବରେ ଭାରତର ସ୍ଥାନ କେତେ ?

ଉ: ଦ୍ଵିତୀୟ ସ୍ଥାନ ।

15- ଏମିତି କେଉଁ ଜୀବ ଅଛି ଯିଏ ଅକ୍ସିଜେନ ନେବା ସହ ଅକ୍ସିଜେନ ଛାଡିଥାଏ ?

ଉ: ଗାଈ ।

16- ମନୁଷ୍ୟର ସମୁଦାୟ କେତେ ପ୍ରକାରର ଦାନ୍ତ ରହିଛି ?

ଉ: ଚାରି ପ୍ରକାରର ଦାନ୍ତ ।

17- 1950 ପୂର୍ବରୁ ଉତ୍ତର ପ୍ରଦେଶର ପୁରୁଣା ନାମ କଣ ଥିଲା ?

ଉ: ସଂଯୁକ୍ତ ପ୍ରାନ୍ତ ।

18- ଭାରତର କେଉଁ ରାଜ୍ୟରେ ମାତ୍ର ଦୁଇଟି ଜିଲ୍ଲା ରହିଛି ?

ଉ: ଗୋଆରେ ମାତ୍ର ଦୁଇଟି ଜିଲ୍ଲା ।

19- ଦିଲ୍ଲୀ ଭାରତର ରାଜଧାନୀ ମାନ୍ୟତା କେବେ ପାଇଲା ?

ଉ: 1911 ମସିହାରେ ।

20- ଅମୃତଭଣ୍ଡା ସହ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ ?

ଉ: ଅମୃତଭଣ୍ଡା ସହ ଲେମ୍ବୁ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।