ଏମିତି କେଉଁ ଜିନିଷ ଅଛି ଯାହାକୁ ପଛରୁ ମଣିଷ ତିଆରି କରିଛି ଏବଂ ଆଗରୁ ଭଗବାନ କରିଛନ୍ତି ? କଣ ଆପଣଙ୍କ ପାଖରେ ଅଛି ଏହାର ଜବାବ?

ଆମର ଦେଶର IAS-IPS ଅର୍ଥାତ ସିୱିଲ ସର୍ୱିସେଜ ର ପରୀକ୍ଷା କେବଳ ଭାରତ ର ନୁହେଁ ପୁରା ଦୁନିଆର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟେ ବୋଲି କୁହା ଯାଏ । କାରଣ ଏହାଠାରୁ ବେସୀ କଠିନ ଏବଂ ମୁଣ୍ଡ ବିନ୍ଧେଇବା ପ୍ରଶ୍ନ ଆଉ କେଉଁଠି ପଚରା ଯାଏ ନାହିଁ । ଆଇଏସ ହେବାର ଇଛା ଥିବା କୈଂଡୀଡେଟସ ଏହି ପରୀକ୍ଷା ରେ ଭଲ ମାର୍କ ପାଇବା ପାଇଁ ଦିନ ରାତି ପରିଶ୍ରମ କରନ୍ତି ଏବଂ ତାହାପରେ ଏହି କଠିନ ପରୀକ୍ଷାକୁ ପାସ କରିପାରନ୍ତି ।

ଦିନ ରାତି ପରିଶ୍ରମ କରୁଥିବା ପ୍ରାରମ୍ଭିକ ପରୀକ୍ଷା ପାସ କରିନିଅନ୍ତି କିନ୍ତୁ ପାସ କରିବା ପରେ କୈଂଡୀଡେଟ୍ସଙ୍କୁ ଇଣ୍ଟରଭିୟୁରେ ଦୁନିଆର ସବୁଠୁ କଠିନ ପ୍ରଶ୍ନର ସାମନ୍ନା କରିବାକୁ ପଡିଥାଏ । କୁହାଯାଏ କି ଆଇଏସ ର ଇଣ୍ଟରଭିୟୁ ରେ କେବେ କେବେ କିଛି ଏଭଳି ପ୍ରଶ୍ନ ପଚରାଯାଏ ଯାହା ବିଷୟରେ ଆପଣ ମାନେ କେବେ ସ୍ଵପ୍ନରେ ବି ଭାବି ନଥିବେ। । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ପ୍ରଶ୍ନ ନେଇ ଆସିଛୁ ଯାହାକୁ କେବେ ନା କେବେ ଆଇଏସ ଇଣ୍ଟରଭିୟୁ ରେ ପଚରା ଯାଇସାରିଛି ।

ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହାର ପଛ ମଣିଷ ତିଆରି କରିଛି ଏବଂ ଆଗ ଭଗବାନ କରିଛନ୍ତି ?

ଉତ୍ତର : କଣ ପ୍ରଶ୍ନ ଶୁଣି ହୋସ ଉଡିଗଲା? ତେବେ ଏହି ପ୍ରଶ୍ନ ର ଉତ୍ତର ହେଉଛି ବଳଦଗାଡି, ଯାହାକୁ ପଛରୁ ମଣିଷ ଓ ଆଗରୁ ଭଗବାନ ବନେଇଛନ୍ତି ।

ପ୍ରଶ୍ନ : ଯଦି କୌଣସି ଘରେ ରଖିଥିବା ଫ୍ରିଜ ର କବାଟ ଖୋଲି ଦିଆ ଯାଏ ତେବେ ଘରଟି କଣ ହେବ ଥଣ୍ଡା ହବ କି ଗରମ ହେବ ?

ଉତ୍ତର : ଯଦି ଆମେ ଫ୍ରିଜ ର କବାଟ ଖୋଲି ଦେଉଛୁ ତେବେ ଘରଟି ଗରମ ହେବାକୁ ଲାଗିବ ।

ପ୍ରଶ୍ନ : ଭାରତରେ କେତେ ପ୍ରତିଶତ ଭାଗରେ ଚାଷ କରାଯାଏ ?

ଉତ୍ତର : ୪.୫୧ %

ପ୍ରଶ୍ନ : ଭାରତର ଜଳସେଚନ ର ସବୁଠୁ ବଡ ସାଧନ କଣ ଅଟେ ?

ଉତ୍ତର : କୁତ୍ରିମ ନଦୀ ବା କେନାଲ

ପ୍ରଶ୍ନ : ତାହ କଣ ଅଟେ ଯିଏ କି ଗୋଟେ ମାସ ପରେ ଆସିଥାଏ ଏବଂ କେବଳ ୨୪ ଘଣ୍ଟା ଆପଣଙ୍କ ସହ ରହି ଚାଲିଯାଇଥାଏ ?

ଉତ୍ତର : ଏହି ପ୍ରଶ୍ନ ଶୁଣିବା ପରେ ଆପଣ ଭାବନାରେ ପଡିଗଲେ ନା? ତେବେ ଏହାର ଉତ୍ତର ହେଉଛି ତାରିଖ, କାରଣ କୌଣସି ବି ତାରିଖ ମାସକୁ ଥରେ ଆସେ ଓ ୨୪ ଘଣ୍ଟା ପରେ ଚାଲିଯାଏ ।