ଏହି ଉପାୟରେ ଆପଣ 30 ଦିନରେ 4 ଇଞ୍ଚ ଉଚ୍ଚତା ବୃଦ୍ଧି କରିପାରିବେ

ଛୋଟ ଉଚ୍ଚତା ଥିବା ବ୍ୟକ୍ତି ମାନେ ସବୁବଳେ ନିଜର ଉଚ୍ଚତା ବଢ଼େଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ଖାଇବା ସହିତ ବ୍ୟାୟାମ ମଧ୍ୟ କରିଥାନ୍ତି । କିନ୍ତୁ ଆମ ଶରୀରରେ ଯେ ପର୍ଯ୍ୟନ୍ତ ଠିକ ପ୍ରୋଟିନ ନ ପହଞ୍ଚିଛି ସେ ପର୍ଯ୍ୟନ୍ତ ଆମ ଉଚ୍ଚତାରେ ବୃଦ୍ଧି ହୋଇନଥାଏ । ଆମେ ଏହା ଜାଣିବା ଦରକାର ଯେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରର ଉଚ୍ଚତା ବୃଦ୍ଧି ହୋଇଥାଏ ଓ ତାହାକୁ ଆମେ କେତେ ପରିମାଣରେ ଖାଇବା ଉଚିତ ।

ଯାହା ଆମେ ଖାଉଛେ ତାହା ଆମ ଶରୀରରେ କେତେ କ୍ୟାଲୋରୀ ଉତ୍ପନ କରୁଛି । ତେବେ ଆସନ୍ତୁ ଆମେ ଆମ ଉଚ୍ଚତା ବଢାଇବା ପାଇଁ ଆମକୁ କେଉଁ ଖାଦ୍ୟ ଖାଇବା ଓ କେତେ ପରିମାଣରେ ଖାଇବା ତାହା ବିଷୟରେ ଜାଣିବା ।

ଆମକୁ ପ୍ରତିଦିନ ୧୦ ରୁ ୧୨ ଟି ପେସ୍ତା ବାଦାମ ଖାଇବା ଉଚିତ । କାରଣ ଏଥିରେ କ୍ୟାଲସିୟମ ୨୬%, ମ୍ୟାଗ୍ନେସିଅମ ୬୭ %, ଆଇରନ ୫ % ଓ ଭିଟାମିନ B6 ରହିଥାଏ । ଏଥିରେ ସାଚୁରେଟେଡ଼ ଫ୍ୟାକ୍ଟ ଓ ପ୍ରୋଟିନ ବି ରହିଥାଏ । ଯଦି ଆପଣ ପ୍ରତିଦିନ ବାଦାମର ସେବନ କରିବେ ତେବେ ଆପଣଙ୍କ ହାଡ଼ ଶକ୍ତ ହେବା ସହିତ ଆପଣଙ୍କୁ ସବୁ ପ୍ରକାର ନିଉଟ୍ରିସନ ମିଳିଥାଏ ।

ଏହା ଆପଣଙ୍କ ମୁହଁକୁ ଚିକ୍କଣ କରିବା ସହିତ ଆପଣଙ୍କ ହଜମ କରିବାରେ ମଧ୍ୟ୍ୟ ସାହାଯ୍ୟ କରିଥାଏ । ଏହାକୁ ଆପଣ ରାତିରେ ପାଣିରେ ପକେଇ ସଖାଳୁ ଛାଣିକି ଖାଇବାଦ୍ୱାର ଏହା ବହୁତ ଲାଭ ଦେଇଥାଏ । ଯଦି ଆପଣଙ୍କ ବୟସ ୧୫ ବର୍ଷ ରୁ କମ ହୋଇଥାଏ , ତେବେ ଆପଣ ଦିନକୁ ୧୦ ରୁ ୧୨ ଟି ପେସ୍ତା ବାଦାମ ଖାଇବା ଉଚିତ । ଯଦି ଆପଣଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥାଏ ତେବେ ଆପଣ ୨୦ଟି ବାଦାମ ଖାଇପାରିବେ ।

ଦ୍ଵିତୀୟରେ , ଆପଣ ପ୍ରତିଦିନ କାଜୁ ୧୦ ରୁ ୧୫ ଟି କାଜୁ ଖାଇବା ଉଚିତ । ଏଥିରେ ପୋଟାସିୟମ ୧୮ % , କାର୍ବୋହାଇଡ୍ରେଟ ୧୦ % , ମାଗେସିୟମ ୬୨ %, ଭିଟାମିନ B6 ଓ ଆଇରନ ୧୦ % ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପ୍ରୋଟିନ ଭାଗ ବଢିବା ସହିତ ଆପଣଙ୍କ ହାଡ଼ ଓ ଗଣ୍ଠିକୁ ମଝଭୁତ କରିଥାଏ ।

ଆପଣଙ୍କୁ ପ୍ରତିଦିନ ଖିସମିଶ ଖାଇବା ଦରକାର । ଏଥିରେ କ୍ୟାଲସିୟମ , କାର୍ବୋହାଇଡ୍ରେଡ଼ , ଭିଟାମିନ C , ଭିଟାମିନ B6 ଓ ଆଇରନ ର ମାତ୍ରା ବହୁତ ରହିଥାଏ । ଏହା ଆପଣଙ୍କ ଶରୀର ବୃଦ୍ଧିରେ ବହୁତ ସହାୟକ ହୋଇଥାଏ । ଏହାକୁ ଆପଣ ପ୍ରତିଦିନ ରାତିରେ ପାଣିରେ ପକେଇ ସକାଳୁ ଖାଇବା ଉଚିତ । ଆପଣ ଦିନକୁ ୧୦ ରୁ ୧୨ ଟି କିସମିଶ ଖାଇବା ଦରକାର ।

ଆପଣ ପ୍ରତିଦିନ ୧୫ ରୁ ୨୦ ଟି ପେସ୍ତା ବାଦାମ ଓ ୧୦ ରୁ ୧୨ ଟି ଖିସମିଶର ଦାନା ଖାଇବା ଦରକାର ଓ ପରଦିନ ଆପଣ ୧୫ ରୁ ୨୦ ଟି କାଜୁ ଓ ୧୦ ରୁ ୧୨ ଟି ଖିସମିଶର ଦାନା ଖାଆନ୍ତୁ । ଏହା ସହିତ ଆପଣଙ୍କୁ ପ୍ରତିଦିନ କିଛି ବ୍ୟାୟାମ କରିବା ଉଚିତ । ଏହିଭଳି ଆପଣ ଖାଇବା ଦ୍ୱାରା ଆପଣଙ୍କ ଉଚ୍ଚତାରେ ବୃଦ୍ଧି ପାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।