ହୋଟେଲ ମହଙ୍ଗା ହେଉ କି ଶସ୍ତା, ବିଛଣା ଉପରେ ଥାଏ ଧଳା ରଙ୍ଗର ବେଡସିଟ୍, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଯେତେବେଳେ ବି ଆପଣ କୌଣସି ହୋଟେଲରେ ରୁମ ନେଇଥାନ୍ତି ତେବେ ଯେଉଁ ଜିନିଷ ଆପଣଙ୍କୁ ଅଧିକ ଆକର୍ଷିତ କରିଥାଏ ତାହା ହେଉଛି ସୁନ୍ଦର ବିଛଣା । ପ୍ରାୟତଃ ଆପଣ ଦେଖିଥିବେ କି ହୋଟେଲର ବେଡ ଉପରେ ସବୁବେଳେ ଧଳା ରଙ୍ଗର ବେଡସିଟ ବିଛା ହୋଇଥାଏ । କିନ୍ତୁ ଏହା ପଛରେ ଏକ କାରଣ ଥାଏ । ସେ ହୋଟେଲ 5 ଷ୍ଟାର ହୋଇଥାଉ କିମ୍ବା ସାଧାରଣ କିନ୍ତୁ ପ୍ରାୟତଃ ସମସ୍ତଙ୍କର ବେଡସିଟ ଧଳା ହିଁ ହୋଇଥାଏ । ଆଜିର ଏହି ପୋଷ୍ଟରେ ଆମେ ଏହାର କାରଣ ବିଷୟରେ କହିବୁ ।

ହୋଟେଲରେ କାହିଁକି ବିଛା ହୋଇଥାଏ ଧଳା ରଙ୍ଗର ବେଡସିଟ

Image courtesy: Google

କୁହାଯାଏ କି ଧଳା ରଙ୍ଗକୁ ଯିଏ ବି ଦେଖିଥାଏ ତାହାର ଆଖିକୁ ଓ ମନକୁ ଶାନ୍ତି ମିଳିଥାଏ । ଏହାର ଖାସ କଥା ଏହା ଅଟେ କି ଏହା କୌଣସି ବି ରଙ୍ଗ ମଧ୍ୟରେ ବନ୍ଧା ହୋଇ ନ ଥାଏ । ଏହା ଛଡା ଯଦି ଏଥିରେ ଅଳ୍ପ ବି ଦାଗ ଲାଗିଯାଏ ତେବେ ହୋଟେଲର କର୍ମଚାରୀ ସେହି ଦାଗକୁ ସହଜରେ ଧରି ନିଅନ୍ତି । ସେଥିପାଇଁ ମଧ୍ୟ ଏହି ରଙ୍ଗର ଚାଦର କିମ୍ବା ବେଡସିଟ ବିଛା ଯାଇଥାଏ ।

Image courtesy: Google

କହିବାକୁ ଗଲେ ହୋଟେଲରେ ପ୍ରାୟତଃ ସମସ୍ତ ଜିନିଷ ପାଇଁ ଧଳା ରଙ୍ଗର କପଡା ହିଁ ବ୍ୟବହାର କରାଯାଇଥାଏ । କାରଣ ସମସ୍ତ ଧଳା ରଙ୍ଗର କପଡା ଓ ଡ୍ରେସକୁ ସହଜରେ ପରିଷ୍କାର କରା ଯାଇ ପାରିବ । ଏହା ଛଡା ଲୋକମାନଙ୍କୁ ଧଳା ବେଡସିଟରେ ଶୋଇବାକୁ ଶାନ୍ତି ଲାଗିଥାଏ । ଏହି କଥାକୁ ଧ୍ୟାନରେ ରଖି ହୋଟେଲରେ ଧଳା ରଙ୍ଗର ବେଡସିଟ ଓ ଟାୱଲ ବ୍ୟବହାର କରାଯାଇଥାଏ ।

Image courtesy: Google

ବର୍ଷ ୧୯୯୦ରେ ହୋଟେଲରେ ସାଧାରଣତଃ ରଙ୍ଗୀନ ଓ ଗାଢା ରଙ୍ଗର ଚାଦର ବ୍ୟବହାର କରାଯାଉଥିଲା । କିନ୍ତୁ ସେ ଗୁଡିକର ଦେଖାଶୁଣା କରିବା ବହୁତ କଷ୍ଟ ହେଉଥିଲା । ଏହା ପରେ ୱେଷ୍ଟର୍ନ ହୋଟେଲର ଡିଜାଇନରମାନେ ଏକ ରିସର୍ଚ କରିଲେ ଯେଉଁଥିରେ ସେ ଜାଣି ପାରିଲେ କି ଗେଷ୍ଟମାନଙ୍କୁ ଏକ ଲଗ୍ଜରୀ ବେଡ ରେ ହିଁ ମତଲବ ଥାଏ, ଯାହା ପରେ ଏହି ସମସ୍ତ କଥାକୁ ଧ୍ୟାନରେ ରଖି ଧଳା ରଙ୍ଗର ବେଡସିଟର ଚଳନ ଆରମ୍ଭ ହୋଇଗଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।