ପିଲାମାନଙ୍କୁ ଦୁନିଆରେ ଆଣିବା ପାଇଁ ପାରସ ପଥରର ବ୍ୟବହାର କରିଥାଏ ଏହି ପକ୍ଷୀ, ଜାଣନ୍ତୁ କେମିତି ?

ଯଦି ଆପଣ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଏହି ଖାସ ପକ୍ଷୀ ଉପରେ ନଜର ରଖିଥାନ୍ତୁ । କହିବାକୁ ଗଲେ ଯଦି ଆପଣ ଏହା ବିଷୟରେ ସବୁକିଛି ଜାଣି ଯିବେ ତେବେ ଆପଣ ବି ଆମ କଥା ଉପରେ ବିଶ୍ଵାସ କରିବାକୁ ବାଧ୍ୟ ହୋଇଯିବେ । ଆଜିର ଏହି ପୋଷ୍ଟରେ ଆମେ ଏକ ଖାସ ପକ୍ଷୀ ବିଷୟରେ କହିବାକୁ ଯାଉଛୁ, ଯିଏକି ଆପଣଙ୍କୁ ଗୋଟିଏ ମିନିଟ ମଧ୍ୟରେ କୋଟିପତି କରିଦେବ ।

ଏହି ପକ୍ଷୀ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ :

ଏକ ଏମିତି ହିଁ ବିଶେଷ ଓ ଅଦ୍ଭୁତ ପକ୍ଷୀ ଅଛି ଯାହାର ନାମ ଟିଟହରୀ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପକ୍ଷୀ ଦେଖିବାକୁ ବହୁତ ଛୋଟ ଅଟେ, କିନ୍ତୁ ଏହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଟିଟହରୀ ପାରସ ପଥର ଦ୍ଵାରା ଭାଙ୍ଗିଥାଏ ନିଜର ଅଣ୍ଡା :

ଏମିତି କୁହାଯାଏ କି ଟିଟହରୀ ଯେଉଁ ଦିନ ଗଛ ଉପରେ ରହିବାକୁ ଲାଗିବ, ସେହି ଦିନ ପୃଥିବୀରେ ଭୂମିକମ୍ପ ଆସିଯିବ । ସେଥିପାଇଁ ଟିଟହରୀ କେବେ ବି ଗଛ ଉପରେ ନିଜର ବସା କରେ ନାହିଁ । ସେ ମାଟି ଉପରେ ହିଁ ନିଜର ଅଣ୍ଡା ଦେଇଥାଏ । ଯେତେବେଳେ କୌଣସି ଅନ୍ୟ ପକ୍ଷୀ ଅଣ୍ଡା ଦେଇଥାଏ ତେବେ ସେ ସେହି ଅଣ୍ଡା ଉପରେ ବସି ତାକୁ ଗରମ କରିଥାଏ ଓ ପରେ ତାକୁ ଭାଙ୍ଗି ନିଜ ପିଲାମାନଙ୍କୁ ଦୁନିଆରେ ଆଣିଥାଏ ।

କିନ୍ତୁ ଟିଟହରୀ ଏହିଭଳି କରି ନ ଥାଏ । କୁହାଯାଏ କି ଟିଟହରୀ ମାଟି ଉପରେ ଅଣ୍ଡା ଦେବା ପରେ ତାକୁ ଭାଙ୍ଗିବା ପାଇଁ ପାରସ ପଥରର ବ୍ୟବହାର କରିଥାଏ । ପାରସ ପଥର ବିଷୟରେ କୁହାଯାଏ କି ଏହାକୁ ଯଦି ଲୁହାରେ ଘଷି ଦିଆଯାଏ ତେବେ ଏହା ସୁନା ହୋଇଯିବ ।

କେତେକ ସନ୍ଥ ପାରସ ପଥର ଦେଇ ସାରିଛନ୍ତି ନିଜ ଭକ୍ତମାନଙ୍କୁ :

ଆପଣଙ୍କୁ କହିଦେଉଛୁ କି ପାରସ ପଥର ଏକ ରହସ୍ୟମୟୀ ପଥର ଅଟେ, ଯାହା କି ସହଜରେ ମିଳେ ନାହିଁ । କିନ୍ତୁ ଟିଟହରୀ ଏହି ପଥରକୁ ଖୋଜି ନେଇଥାଏ । ଏହା ବହୁତ ଦାମୀ ପଥର ହୋଇଥାଏ, ଯାହା କି ବହୁତ ଦୁର୍ଲଭ ଅଟେ । ଧାର୍ମିକ କାହାଣୀ ଅନୁସାରେ ହିମାଳୟ ଜଙ୍ଗଲରେ ପାରସ ମଣି ମିଳିଥାଏ, ବାସ ଜଣେ ବ୍ୟକ୍ତି ତାକୁ ଚିହ୍ନିବାର ଅଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ଏହି ପଥର ମିଳି ନାହିଁ । କିଛି କାହାଣୀରେ ଏହା ବିଷୟରେ ଶୁଣିବାକୁ ମିଳିଥାଏ କି କିଛି ସନ୍ଥ ପାରସ ପଥରକୁ ଆଣି ନିଜର ଭକ୍ତମାନଙ୍କୁ ଦେଇ ସାରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।