Health Tips:- ସୁଗାର 380 ଥାଉ କି 480, ଅତି ପୁରୁଣା ଡାଇବେଟିସକୁ ବି କେବଳ ସାତ ଦିନରେ କଣ୍ଟ୍ରୋଲ କରିଦେବ ଏହି ଚମତ୍କାରୀ ଘରୋଇ ଉପଚାର

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟରେ ଅସନ୍ତୁଳନତା ହେତୁ ଲୋକମାନେ ଅନେକ ପ୍ରକାର ରୋଗର ଶିକାର ହେଉଛନ୍ତି । ସେଥିମଧ୍ୟରୁ ଏକ ଭୟଙ୍କର ରୋଗ ଅଟେ ମଧୁମେହ । ଏହି ରୋଗ ଅନେକ ମାରାତ୍ମକ ରୋଗର କାରଣ ହୋଇଥାଏ । ତେଣୁ ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଏ । ତେବେ ସୁଗାର ଯେତେ ବି ହେଇଥାଉ ନା କାହିଁକି ତାହା ଭଲ କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ।

ଏକ ଅଧ୍ୟୟନ ଅନୁସାରେ କଲରାରେ ଆଣ୍ଟି ଡାଇବେଟିସ ଗୁଣ ସହ କିଛି ସକ୍ରିୟ ପଦାର୍ଥ ମଧ୍ୟ ମିଳିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଚାରେଣ୍ଟାଇନ, ଯାହା ରକ୍ତରେ ଗ୍ଲୁକୋଜର ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଲରାରେ କଲିକେପ୍ଟାଇଲ ଓ ପି-ଇନସୁନିଲ ନାମକ ଏକ ଇନସୁନିଲ ରହିଥାଏ ଯାହା ମଧୁମେହକୁ ପ୍ରାକୃତିକ ଭାବେ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଫାଳେ କଲରା ।

ବଡ କଲରା ହୋଇଥିଲେ ଫାଳେ ନିଅନ୍ତୁ, ନଚେତ ଛୋଟ କଲରା ଥିଲେ ସଂପୂର୍ଣ୍ଣ ନେଇପାରିବେ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କାକୁଡି । ପ୍ଳାଣ୍ଟ ଫୁଡସ୍ ଫର ହ୍ୟୁମାନ ନ୍ୟୁଟ୍ରିସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଟାଇପ-୨ ମଧୁମେହ ରୋଗୀମାନେ କାକୁଡି ଖାଇ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିପାରିବେ ।

କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବାର ଥାଏ, ଯାହା ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ମିଡିୟମ ସାଇଜର ଏକ କାକୁଡି ନିଅନ୍ତୁ । ତୃତୀୟ ଏବଂ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ଟମାଟୋ । ୨୦୧୧ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତିଦିନ ୨୦୦ ଗ୍ରାମ କଞ୍ଚା ଟମାଟୋ ଖାଇବା ଦ୍ଵାରା ଏହା ଟାଇପ-୨ ଡାଇବେଟିସ ରୋଗୀଙ୍କ ରକ୍ତଚାପକୁ ହ୍ରାସ କରିଥାଏ ।

ଗବେଷକମାନେ ସିଦ୍ଧାନ୍ତ ଦେଇଛନ୍ତି ଯେ ଟମାଟୋ ସେବନ ହୃଦରୋଗକୁ ମଧ୍ୟ ହ୍ରାସ କରିଥାଏ, ଯାହା ଟାଇପ-୨ ଡାଇବେଟିସ ସହ ଜଡିତ । ଆପଣ ଗୋଟିଏ ଛୋଟ ନେଇପାରିବେ, ଯଦି ବଡ ଟମାଟୋ ଅଛି ତେବେ ଏହି ଉପଚାର ପାଇଁ କେବଳ ଫାଳେ ଟମାଟୋ ହିଁ ନିଅନ୍ତୁ ।

ଏହି ତିନୋଟି ସାମଗ୍ରୀକୁ ଏକାଠି ଏକ ଗ୍ରାଇଣ୍ଡିଙ୍ଗ ଜାର୍ ରେ ରଖି ଗ୍ରାଇଣ୍ଡ କରି ଦିଅନ୍ତୁ ଓ ଏକ ଜୁସ୍ ପ୍ରସ୍ତୁତ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଉପଚାର । ସକାଳୁ ଦାନ୍ତ ଘଷିବା ପରେ ଆପଣ କିଛି ନଖାଇ ପ୍ରଥମେ ଏହି ଜୁସ୍ କୁ ସେବନ କରନ୍ତୁ । କେବଳ ସାତ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ଏହାର ପରିଣାମ ମିଳିବା ଆରମ୍ଭ ହୋଇଯିବ ।

ଡାଇବେଟିସ ଯେତେ ବି ଅଧିକ ଥାଉ କେବଳ ସାତ ଦିନ ଏହାକୁ ସେବନ କାଲେ ଡାଇବେଟିସ ଏକଦମ ନିୟନ୍ତ୍ରଣରେ ଆସିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।