ଆଜିର ରାଶିଫଳ, 29 ମେ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା କରିବେ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ର ରେ ଆପଣଙ୍କର ଉନ୍ନତି କରିବେ । ଆଜି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ କରି ପାରିବେ । ଭାଇ ଭଉଣୀ ଙ୍କ ଆପଣଙ୍କର ସମ୍ପର୍କ ଭଲ ରହିବ । ଘର ପରିବାର ରେ ଆପଣଙ୍କର ମାହୋଲ ସୁଖଦ ରହିବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି ଲମ୍ବା ଯାତ୍ରା କରିବାର ଅବସର ମିଳିପାରେ । ବିଦେଶୀ କମ୍ପାନୀ ରେ ଚାକିରି କରିବା ପାଇଁ ଆପଣଙ୍କୁ ଅବସର ମିଳିପାରେ । ପୈତୃକ ସମ୍ପତି ରେ ଲାଭ ପାଇବେ । ଆପଣ ଶାନ୍ତି ପୂର୍ଣ୍ଣ ଭାବରେ ସମୟ ବିତାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଦାଂପତ୍ଯ ଜୀବନରେ ଆପଣଙ୍କର ସମୟ ଭଲ ବ୍ଯତୀତ ହେବ । ଆର୍ଥିକ ସ୍ଥିତି ରେ ଆପଣଙ୍କର ସୁଧାର ଆସିବ । ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଅଚାନକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ସମସ୍ଯା ହୋଇପାରେ । ସମାଜରେ ଅଟକି ରହିଥିବା କାମ ପୂରଣ ହେବ । ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବ । ଫାଇନାନ୍ସ ସହ ଜଡିତ କାରୋବାର ରେ ଲାଭ ପାଇବେ । ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଦୁଇ ଗୁଣା ଧନ ଲାଭ ହେବ । ଆର୍ଥିକ ସ୍ଥିତରେ ଭଲ ରହିବ । ପ୍ରେମ ଜୀବନ ସଫଳ ହେବ ।

କର୍କଟ ରାଶି : ଆପଣଙ୍କର ସରକାରି କ୍ଷେତ୍ରରେ କାମ ଅଟକି ରହିଥିଲେ ଜଲ୍ଦି ପୂରଣ ହେବ । ବେପାର କ୍ଷେତ୍ର ରେ କିଛି ସମସ୍ଯା ହୋଇପାରେ କିନ୍ତୁ ଆପଣଙ୍କର ଦୈନିକ କାମରେ ଅସୁବିଧା ହେବ ନାହି । ଚାକିରି କ୍ଷେତ୍ର ରେ ପଦ ଉନ୍ନତି ଓ ବେତନରେ ବୃଦ୍ଧି ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଯଦି ସମ୍ପତି ମାମଲା ରେ ଯେଉଁ ବିବାଦ ଲାଗି ରହିଥିଲା ତାହା ଦୂର ହେବ । ଆପଣଙ୍କର ପ୍ରେମ ଜୀବନ ସଫଳ ହେବ । ମହିଳା ମାନେ ନୂଆ ନୂଆ ମିତ୍ର ସ୍ଥାପନ କରିବେ ।

ସିଂହ ରାଶି : ଚାକିରି କରୁଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଭଲ ରହିବ । ଆପଣଙ୍କର ଦୈନିକ ବେପାର ରେ ଅଧିକ ମେହନତ କରିବା ପରେ ପରିଣାମ ପାଇବେ । ଆପଣଙ୍କୁ ଆପଣଙ୍କର କାମ କରିବା ପାଇଁ ଯେତେ ବି ଧନ ଆବଶ୍ୟକ ହେବ ଆପଣଙ୍କୁ ତା ଠାରୁ ଅଧିକ ଧନ ପ୍ରାପ୍ତ ହେବ । ସନ୍ତାନ ପକ୍ଷ ରୁ ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ବ୍ଯତୀତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାଏ ମାଗିବେ ।

କନ୍ୟା ରାଶି : ଆଜି ଅନିୟମିତତା ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆୟ ର ବୃଦ୍ଧି ହେବ ସହ ବେପାର କ୍ଷେତ୍ର ରେ ଉନ୍ନତି ହେବାର ଯୋଗ ରହିଛି । ଧ୍ୟାନ ରଖିବେ କୌଣସି ବସ୍ତୁ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଅନେକ ପ୍ରକାରର ଲାଭ ଆପଣଙ୍କୁ ମିଳିପାରେ । କୌଣସି ଖାସ ବ୍ଯକ୍ତିଙ୍କ ସହ ଆପଣଙ୍କର ଭେଟ ହୋଇପାରେ । କାହାର କଥାରେ ନ ପଡି ଆପଣ ଭୁଲ କାମ କରନ୍ତୁ ନାହି । ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ଆଜି ଆପଣଙ୍କର କୌଣସି ମିତ୍ର ଙ୍କ ସହ ମତଭେଦ ହୋଇପାରେ । ଆପଣଙ୍କର କାରୋବାର ରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ସହ ଆପଣ ବୁଲିବା ପାଇଁ ପ୍ଳାନ କରିବେ । ନିଜର ବାଣୀ ଉପରେ ସଂଯମ ରକହନ୍ତୁ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଘରେ କାର୍ଯ୍ୟ କ୍ଷେତ୍ର ରେ ଆପଣ ବ୍ୟସ୍ତରେ ରହିବେ । ମାତା ପିତାଙ୍କ ଠାରୁ ସହଯୋଗ ପାଇବେ । ସନ୍ତାନ ମାନଙ୍କ ଠାରୁ ଆପଣ ଶୁଭ ଖବର ପ୍ରାପ୍ତ କରିବେ । ଜୀବନରେ କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।

ବିଛା ରାଶି : ଆପଣ ପ୍ରିୟଜନ ମାନଙ୍କ ସହ ମିଶି ଅଧିକ ଖର୍ଚ୍ଚ କରିବେ । ଆଜି ଆପଣଙ୍କୁ ଅତିରିକ୍ତ ଧନ କମାଇବାର ଅବସର ମିଳିବ । କିନ୍ତୁ ଅନେକ ଚେଷ୍ଟା କରିବା ପରେ ଟଙ୍କା ହାତକୁ ଆସିବ । କାମର ଭାର ଆପଣଙ୍କ ଉପରେ ପଡିପାରେ ଯାହା ପାଇଁ ଆପଣ ମାନସିକ ଚାପରେ ରହିବେ । ଏହା ପରେ ମଧ୍ୟ ଆପଣ ସବୁ ଚାନ୍ସ କୁ ସାମ୍ନା  କରିବେ । ବିଦ୍ୟାର୍ଥୀ ବର୍ଗ ଙ୍କ ପାଇଁ ଭଲ ପରିଣାମ ଦେଖିବାକୁ ମିଳିବ । କୌଣସି ଲକ୍ଷ୍ୟ ପ୍ରାପ୍ତି କରିବା ପାଇଁ ଆପଣ ସଫଳ ହେବେ ।

ଧନୁ ରାଶି : ଆଜି ଆପଣ ଉସ୍ଚାହ ରେ ରହିବେ । ଆପଣଙ୍କ ଜୀବ ସୁଖ ଶାନ୍ତି ରେ ବ୍ଯତୀତ ହେବେ । ଜୀବନ ସାଥିଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ମିତ୍ରା ମାନାଙ୍କ ସହ ଆପଣ କିଛି କଥା ସେୟାର କରିବେ । ଆପଣଙ୍କର କ୍ଷମତା ର ତାରିଫ ହେବ । ଚାକିରି କ୍ଷେତ୍ରରେ ସହ କର୍ମୀ ମାନଙ୍କ ସହଯୋଗ ପାଇବେ । ସୁଖ ର ସାଧନରେ ଆପଣଙ୍କର ବ୍ୟୟ ହୋଇପାରେ । ଶିକ୍ଷା କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହେବ । ଘରେ ଖୁସିର ମାହୋଲ ରହିବ । ଏହା ସହ କାର୍ଯ୍ୟ ସ୍ଥଳ ଓ ପରିବାରରେ ସୁଖଦ ସ୍ଥିତି ରହିବ ।

ମକର ରାଶି : ଆଜି ଆପଣଙ୍କର ସାକାରାତ୍ମକ ବିଚାର ରେ ପରିବର୍ତ୍ତନ ଆସିବ । ଆପଣଙ୍କୁ ପରିଶ୍ରମର ଉଚିତ ସମ୍ମାନ ମିଳିବ । ଯଦି ଆପଣ ନୂଆ କାମ ଆରମ୍ଭ କରିଛନ୍ତି ତେବେ ଦିନ ସାରା ବ୍ୟସ୍ତରେ ରହିବେ । ଆପଣଙ୍କୁ ନୂଆ ଦାୟିତ୍ଵ ଭାର ମିଳିପାରେ । ଏହା କରିବା ଦ୍ଵାରା ସାକାରାତ୍ମକ ପରିଣାମ ଦେଖିବାକୁ ମିଳିବ । ବିଜେନ୍ସ ରେ ଉନ୍ନତି ହେବ । ଅଚାନକ ଧନ ଲାଭ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଦିନ ସାରା ଯୋଜନା କରିବାରେ ବ୍ୟସ୍ତ ରେ ରହିବେ । ଆଜି ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିପାରେ । ନୂଆ ମିତ୍ର ସ୍ଥାପନ ହେବେ । ଅଧିକ ଖର୍ଚ୍ଚ ହୋଇପାରେ । ତେଣୁ ଧନ ଖର୍ଚ୍ଚ କରିବାରେ ସାବଧାନ ରୁହନ୍ତୁ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାଏ ମାଗିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଘର ପରିବାରରେ ସୁଖଦ ମାହୋଲ ରହିବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ବ୍ଯତୀତ ହେବ । ଅଚାନକ ଧନ ଲାଭ ହେବ ।

ମୀନ ରାଶି : ରାଜନୀତି ଓ ସାମାଜିକ କାର୍ଯ୍ୟ ରେ ସାମିଲ ହୋଇଥିବା ଲୋକଙ୍କର ପ୍ରତିଷ୍ଠା ରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ । ଘର ପରିବାର ରେ କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ପରିବାରରେ ନୂଆ ଅତିଥି ଙ୍କ ଆଗମନର ଯୋଗ ରହିଛି । ଜୀବନ ସାଥି ଙ୍କ ଅପବ୍ଯବହାର ପାଇଁ ଆପଣ ଉଦାସ ରହିବେ । କୌଣସି ଅସହାୟ ବ୍ୟକ୍ତିଙ୍କୁ ଭୋଜନ ଖାଇବାକୁ ଦିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।