ମାତ୍ର 2 ମିନିଟରେ ଗ୍ୟାସ, କବ୍ଜ, ଏସିଡିଟି ଭଳି ରୋଗ ଠାରୁ ମିଳିବ ମୁକ୍ତି, ବାରମ୍ବାର ପେଟ ଖରାପ ହେବା ହେଇଯିବ ବନ୍ଦ

ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସବୁ ସମସ୍ୟା ଦୂର କରିଦେବ । ବହୁତ ଲୋକ ଖାଦ୍ୟ ଖାଇବା ପରେ ଗ୍ୟାସ ର ସମ୍ମୁଖୀନ ହୋଇଥାନ୍ତି, ବା ଏସିଡିଟି ହୋଇଥାଏ, ବା ଖାଦ୍ୟ ଖାଇବା ବେଳେ ବହୁତ ଭାରି ଲାଗିଥାଏ, ବା ଖାଇବା ପରେ ପେଟ କାଟିବାକୁ ଲାଗିଥାଏ । ଯଦି ଆପଣ ଏମିତି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ଏହି ସବୁ ସମସ୍ୟାର ସମାଧାନ କରିବୁ ।

ଯଦି ଆମର ଖାଦ୍ୟ ଠିକ ଭାବରେ ହଜମ ହୋଇଥାଏ ତେବେ ଆମକୁ କୌଣସି ପ୍ରକାରର ରୋଗ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ୟୋଗା କ୍ରିୟା ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ପେଟ ସମ୍ବନ୍ଧିତ ସବୁ ସମସ୍ୟା ଖୁବ ଶୀଘ୍ର ଭଲ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣ ଖାଦ୍ୟ ଖାଇବା ମାତ୍ରେ ଆପଣଙ୍କୁ ଏସିଡିଟୀ ହେଉଛି ତେବେ ଆପଣ ନିଜ ପାପୁଲି ର ବାମ ପଟକୁ ଧୀରେ ଧୀରେ ଦବାନ୍ତୁ । ପ୍ରତିଦିନ ୩ ରୁ ୪ ମିନିଟ ଏମିତି କରନ୍ତୁ । ଦେଖିବେ ଆପଣଙ୍କ ଏସିଡିଟି ର ସମସ୍ୟା ବହୁତ ଜଲ୍ଦୀ ଭଲ ହୋଇଯିବ ।

ଯଦି ଆପଣଙ୍କୁ ଖାଇବାପରେ ଛାତି ଜଳା ହେଉଛି, ବା ମୁଣ୍ଡ କଣ ହେଉଚି ତେବେ ଆପଣ ନିଜର ଡାହାଣ ହାତର ରିଙ୍ଗ ଫିଙ୍ଗର କୁ ଦବାନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଛାତି ଜଳା ରୁ ମୁକ୍ତି ମିଳିବ । ଏମିତି ପ୍ରତିଦିନ ୧ ରୁ ୨ ମିନିଟ କରନ୍ତୁ । ଆପଣ ନିଜର ଏହାର ପ୍ରଭାବ ଅନୁଭବ କରି ପାରିବେ ।

ଯଦି ଆପଣଙ୍କୁ ଖାଇବା ପରେ ଖଟା ଢିକାର ଆସୁଛି ବା ବାନ୍ତି ଲାଗୁଛି ତେବେ ଆପଣ ପ୍ରତିଦିନ ବଜ୍ରାସନ କରନ୍ତୁ । ଏହି ଆସନ ପ୍ରତିଦିନ ୨ ରୁ ୩ ମିନିଟ କରନ୍ତୁ । ଏହି ଆସନ ଖାଦ୍ୟ ଖାଇବା ର ୨୦ ମିନିଟ ପରେ କରନ୍ତୁ । ଆପଣଙ୍କ ଖାଦ୍ୟ ଭଲ ଭାବରେ ହଜମ ହୋଇଯିବ ।

ତେବେ ଆପଣଙ୍କୁ ଯଦି ପେଟ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ଆମକୁ ନିଶ୍ଚୟ ଜଣାନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।