ହେଡଫୋନ ଲଗାଉଛନ୍ତି ତ ନିଶ୍ଚିତ ପଢନ୍ତୁ ଏହି ଖବର, ନ ହେଲେ ପଛରେ ବହୁତ ପସ୍ତେଇବେ

ସାଇନ୍ସ ଓ ଟେକିନିକର ବିକାଶ ହେବା ଦ୍ଵାରା ସମସ୍ତ କାମ ସହଜ ହୋଇ ଯାଇଛି । କିନ୍ତୁ ଗୋଟିଏ ପଟେ ଏହା ଜୀବନକୁ ସୁବିଧା ଜନକ କରିଦେଇଛି ତ ଅନ୍ୟ ପଟେ ବହୁତ ଅସୁବିଧା ବି ଛିଡା ହୋଇ ଯାଇଛି । ଯଦି ଆମେ ହେଡଫୋନରେ କଥାବାର୍ତ୍ତ କରିବା ତେବେ ଆଜି ପିଲା ଠାରୁ ଆରମ୍ଭ କରି ବୁଢା ଲୋକମାନେ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି । ଏହା ଦ୍ଵାରା ଆମକୁ ଶୁଣିବା ପାଇଁ ସୁବିଧା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଦୁଷ୍ପ୍ରଭାବ ବିଷୟରେ କହିବୁ । ଯାହାକୁ ଜାଣିବା ପରେ ଆପଣ ହେଡଫୋନ ବ୍ୟବହାର କରିବା ବନ୍ଦ କରିଦେବେ ।

ମନୁଷ୍ୟର ଶୁଣିବାର କ୍ଷମତାକୁ ନିର୍ଧାରିତ କରାଯାଇଛି । କିନ୍ତୁ ଯଦି ଆପଣ ବି ୯୦ ଡେସିବଲର ରୁ ଅଧିକ ସାଉଣ୍ଡରେ ଗୀତ ଶୁଣୁଛନ୍ତି ତେବେ ସେ ଦିନ ଦୂର ନାହିଁ ଯେତେବେଳେ ଆପଣ ନିଜର ଶୁଣିବାର କ୍ଷମତା ହରାଇ ବସିବେ । ଲଗାତାର ଗୀତ ଶୁଣିବା ଠାରୁ ବଞ୍ଚନ୍ତୁ ଓ ମଝିରେ ମଝିରେ ବ୍ରେକ ନେବାକୁ ଚେଷ୍ଟା କରନ୍ତୁ ।

ଏହା ସହିତ ହେଡଫୋନକୁ କାହା ସହିତ ବି ସେୟାର କରନ୍ତୁ ନାହିଁ କାରଣ ଏହା ଦ୍ଵାରା ସଂକ୍ରମଣ ରୋଗକୁ ଅଟକା ଯାଇପାରିବ । ଯଦି ବି ଆପଣ ଅନ୍ୟ କାହାର ହେଡଫୋନକୁ ବ୍ୟବହାର କରୁଛନ୍ତି ତେବେ ତାହାକୁ ସଫା କରି ବ୍ୟବହାର କରନ୍ତୁ ।

ଯଦି ଆପଣ ବହୁତ ଜୋରରେ ଗୀତ ଶୁଣୁଛନ୍ତି ତେବେ ଆପଣଙ୍କର କାନରେ ବ୍ୟାଥା ଆରମ୍ଭ ହୋଇଯାଏ । ଏହା ବ୍ୟଥା ଦିନକୁ ଦିନ ବଢିବାରେ ଲାଗିଥାଏ ଓ ଏହା କାନକୁ ଭିତରୁ ଭିତରୁ ଖରାପ କରିବାରେ ଲାଗେ । କିନ୍ତୁ ଯଦି ସେହି ସମୟରୁ ଆପଣ ହେଡଫୋନ ବ୍ୟବହାର କରିବା କମ କରିଦେବେ ତେବେ ବଦଳୁଥିବା ସମୟ ସହିତ ଏହି ବ୍ୟଥା ବି କମ ହୋଇଯିବ କିମ୍ବା ଏହି ସ୍ଥିତିରେ ଆପଣ ଡାକ୍ତରଙ୍କର ବି ପରାମର୍ଶ ନିଅନ୍ତୁ ।

କିଛି ଲୋକମାନେ ହେଡଫୋନର ଏତେ ଅଭ୍ଯାସ ରେ ପଡି ଯାଆନ୍ତି କି ଯେତେବେଳ ପର୍ଯ୍ୟନ୍ତ ସେମାନେ ହେଡଫୋନକୁ ନିଜ କାନରେ ଲଗାନ୍ତି ନାହିଁ ସେତେବେଳ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡ ବ୍ୟଥା ହୋଇଥାଏ । ଏହି ଏଡିକ୍ଶନ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ପରେ ଆପଣଙ୍କୁ ନିମ୍ନ ଧ୍ୱନି ଶୁଣାଯାଏ ନାହିଁ  ଓ ଆପଣ ଉଚ୍ଚ ଧ୍ୱନିର ଅଭ୍ୟାସରେ ପଡି ଯାଆନ୍ତି ।

ଯଦି ଆପଣ ଏହି ସୁନ୍ଦର ଦୁନିଆରେ ଆସୁଥିବା ସ୍ଵର ଓ ଆବାଜ ଗୁଡିକର ଆନନ୍ଦ ନେବାକୁ ଚାହୁଁଛନ୍ତି ତେବେ ଆଜି ଠାରୁ ଆପଣ ନିଜ କାନ ପ୍ରତି ସଜାଗ ହୋଇ ଯାଆନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।