ସମୁଦ୍ରରେ ଗାଧଉଥିଲେ ପର୍ଯ୍ୟଟକ, ହଟାତ୍‌ ଆକାଶରୁ ଖସିଲା ବିମାନ..ତାପରେ ଯାହା ହେଲା, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ…

ଆପଣ ଜାଣି ଥିବେ କି ଦୁର୍ଘଟଣା କେବେଭି ହୋଇ ପାରିବ ମାତ୍ର ଏହା ପାଇଁ ଆପଣ ନିଜକୁ ଖରାପ ବୋଲି ଭାବନ୍ତୁ ନି । ଆପଣ ଯଦି ଜାଣି ଥିବେ ତାହେଲେ ଏହା ସାଧାରଣ ଭାବେ ସମୁଦ୍ର ରେ ଗାଧୋଇବା ସମୟରେ ଅନେକ ଥର ଭାସି ଯାଇ ଥାନ୍ତି । ଏହି ଭଳି ଘଟଣା ଆପଣ ଦେଖିଥିବେ କି ନିକଟରେ ହୋଇଥିଲା । ବାପା ଭାସି ଯାଇଥିଲା ହସି ହସି । ଏହା ଦେଖିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ମାତ୍ର ଏବେ ହୋଇଛି ଆଉ ଏକ ଘଟଣା ଯାହା ଆପଣଙ୍କ ରୋମ ଠିଆ କରେଇ ଦେବ ।

ଆପଣ ଦେଖି ଥିବେ କି ବେଳେବେଳେ ବଡ ବଡ ମାଛ ମାନେ କୁଳକୁ ଆସିଯାଇ ଥାନ୍ତି । ଆପଣ ଏହା ମଧ୍ୟ ଜାଣିଥିବେ ଅନ୍ୟ ଲୋକମାନେ ଏହାକୁ ଦେଖିବା ପରେ ସମୁଦ୍ର ପାଖକୁ ଯାଇ ନଥାନ୍ତି । ତେବେ ଏବେ ସମୁଦ୍ର କୂଳରେ ବଡ ବଡ ଜାହାଜ ମାନ  ଆସିକି ଲାଗୂଛି । ମାତ୍ର ଏବେ ଏକ ଜାହାଜ ପଡିଛି ଉଡା ଜାହାଜ ପଡିଛି ସମୁଦ୍ରରେ ଆପଣ ମଧ୍ୟ ଦେଖନ୍ତୁ ଏହାକୁ ସମୁଦ୍ର ପଡିବାର ଦୃଶ୍ୟ ।

ଆକାଶରେ ବୋଧେ ହୁଏ କେଉଁ କାରଣ ରୁ ଖଶିବା ଆରମ୍ଭ କରିଥିଲା ଏକ ଉଡା ଜାହାଜ ଏହା ଯାତ୍ରୀ ବାହିନୀ କିମ୍ବା କେଉଁ ସରକାରୀ ଜାହାଜ ଏହା ସ୍ଥିର ହୋଇନି । ମାତ୍ର ଏହା ଆସିକି ପଡିଛି ଶହ ଶହ ଲୋକମାନେ  ଗାଧଉଥିବା ଜାଗାରେ ।

ବିପଦ କେଉଁଠି କି ଆସିବ ଓ କେବେ ଆସିବ ଏହା କିଏ କହି ପାରିବ । କିଛି ଜଣ ଖେଳୁଛନ୍ତି ତ କିଛି ଜଣ ଗାଧଉଛନ୍ତି । କିଛି ଜଣ ନିଜ କାମ କରିବା ପରେ ଟିକେ ହାଲୁକା ହେବା ପାଇଁ ଆସିକି ବସିଥିଲେ । ମାତ୍ର ଏତେ ବଡ ଜାହାଜ ଆକାସରୁ ଖଶି ପଡିଲା । ଯିଏ ଜଉଆଡେ ପାଇଲା ସେଇଆଡେ ଜୀବନ ବଞ୍ଚାଇବା ପାଇଁ ପଳାଇଲା ।

ଯାହା ର ଭାଗ୍ୟ ଖରାପ ସେ ପାଣିରେ ରହି ଯାଇ ଥିବ । ଏହି ଦୁର୍ଘଟଣା ରେ ଅନେକ ଲୋକମାନେ ମରିଥିବା ର କଥା ଅନୁମାନ କରାଯାଉଛି । କିନ୍ତୁ ଏବେ ଯାଏ ଏହାର କିଛି ପ୍ରମାଣ ମିଳିନୀ କି କେତେ ଲୋକମାନେ ମରିଛନ୍ତି । ମାତ୍ର ଏହି ଭଳି ଘଟଣା ସତରେ ବହୁତ କଷ୍ଟ ଦାୟକ । ଜୀବନ ଧନ ସବୁ ହାନି ହେବାର ସମ୍ଭାବନା ଅନେକ ଥାଏ । ଜୀବନର ମୂଲ୍ୟ ଅନେକ ଆମ ପାଇଁ ।