ରାଜଧାନୀରେ ଲଭ ସେକ୍ସ ଆଉ ଧୋକା ! ସିରିଏଲ୍ ଅଭିନେତା M Suman Kumar ଙ୍କୁ ଗିରଫ କଲା ପୋଲିସ

ରାଜଧାନୀ ରେ ଆଜି କାଲୀ ବହୁତ କିଛି ମିଳି ନଥାଏ ଓ ମିଳି ଥାଏ ମଧ୍ୟ । ଆପଣ ଏହା ଜାଣିକି ବହୁତ ଖୁଶି ହେଉଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ଖୁଶି ଅଛନ୍ତି କି ସେମାନଙ୍କ ପାଖରେ ଷ୍ଟାର ମାନେ ଅଛନ୍ତି କିଛି ଜଣ ଅଛନ୍ତି ଯେଉଁ ମାନେ ତାଙ୍କୁ ଡେଲି ଦେଖୁଛନ୍ତି । କିନ୍ତୁ କିଛି ଜଣ ଅଛନ୍ତି ଯେଉଁ ମାନେ ଷ୍ଟାର ମାନଙ୍କୁ ଦେଖୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣ ନୂଆ ଅଭିନେତ୍ରୀ ଓ ଅଭିନେତା ମାନେ ଅଛନ୍ତି ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ନୂଆ ଅଭିନେତା କିମ୍ବା ଅଭିନେତ୍ରୀ ମାନଙ୍କୁ କାମ ଦେବା ପାଇଁ ଯାଇକି ବହୁତ ଜାଗାରେ ଠକିବା କଥା ଆମେ ଶୁଣିଥିବା ।

ମାତ୍ର ଆପଣ କଣ ଜାଣି ଛନ୍ତି ଜଣେ ବହୁତ ବଡ ସଫଳ ଅଭିନେତା କେବେଭି ଏହି ଭଳି ଖରାପ କାମ କରିବା ପାଇଁ ଚାହିଁ ବେ ନି । ମାତ୍ର ଏକ ଯୁବତୀ ଙ୍କୁ ଠକିବା ରେ ସେ ଏବେ ଅଟକ ଅଛନ୍ତି ଓ ତାଙ୍କ ପାଇଁ ସବୁ କିଛି ପଚାର ଉଚାର କରୁ ଛନ୍ତି  ଅଭିନେତା ସୁମନ କୁମାର ଅଟକ ଏବେ ଅଛନ୍ତି ।

ସେ ଏକ ଝିଅକୁ କମ ଦେବା ପାଇଁ କହିକି ଠକି ଦେଇଛନ୍ତି । ଏହା ପାଇଁ ସେ ବହୁତ ଚିନ୍ତାରେ ଅଛନ୍ତି । କାରଣ ତାଙ୍କୁ ଭଲ ପାଉଛନ୍ତି ବୋଲି କହିକି କମ ଦେବେ କହିଥିଲେ ଏହା ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରେ ରହିବା ପରେ ତାଙ୍କୁ କାମ ଦେଇ ନାହାନ୍ତି । ଆପଣ ଯୁବତୀ ଅଭିଯୋଗ କରିଛନ୍ତି ପୋଲିଶ ରେ ଯାହା ପାଇଁ ତାଙ୍କୁ ଅଟକ କରି ରଖିଛନ୍ତି । ଏହା ମଧ୍ୟ ବୋହୁତ ଖରାପ । ପାହାଲ ଥାନାରେ ତାଙ୍କୁ ରଖାଯାଇଛି 2 ବର୍ଷ ତଳେ ତାଙ୍କ ସହ ସେ ରହଥିଲେ ।

ସେ ସିରିୟାଲ ରେ କାମ କରିଛନ୍ତି ତରଂଗ ସାର୍ଥକ ଭଳି ବଡ ବଡ ବ୍ୟାନର ରେ କାମ କରିଥିବା ଏହି ଭଳି ଅଭିନେତା ଏହି ଭଳି କାମ କରିଛନ୍ତି ଯାହା ପାଇଁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହାକୁ ସ୍ଵୀକାର କରି ପାରୁ ନାହାନ୍ତି । ତେବେ ଯଦି ଚଳଚିତ୍ର ଜଗତ ଯାହାକୁ ଦେଖିକି ସମାଜ ସବୁ କିଛି ଆପଣେଇବା ପାଇଁ ବାହାରିଛି ସେ ଯଦି ଏହି ଭଳି କମ କରିବ ତେବେ ଏହା ଆମ ପାଇଁ ବହୁତ ଲାଜ୍ୟା ଜନକ କଥା ।