ଡ୍ରାଇଭର ଅଶୋକ ସାହୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ Silsila, କହିଲେ ସେ ମୋର ଧରମ ଭାଇ, ଭାଇ-ଭଣଣୀ ପରି ଆମେ ରାତିରେ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସମାଜସେବୀ ସିଲସିଲା ବେହେରାଙ୍କ କଳା କାର୍ଣ୍ଣମା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମହିଳା ଖାଲି ଯେ ସ୍ଵାମୀ ବିରୋଧରେ ସୁପାରୀ ଦେଇଛନ୍ତି ତାହା ନୁହେଁ ରଚି ଛନ୍ତି ଅନେକ ଅପରାଧରର କାହାଣୀ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସ୍ଵାମୀ ବିନାୟକ ବେହେରାଙ୍କ ପଛରେ ଡ୍ରାଇଭର ଅଶୋକଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ସିଲସିଲା ।

ସିଲସିଲା ବେହେରା ଦୀର୍ଘ 19-20 ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଲକେଲାରେ ବିବାହ କରିଥିଲେ । ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ । ଉଭୟ ମଞ୍ଚେଶ୍ଵର ଥାନା ପାଖରେ ଏକ ଆପାର୍ଟମେଣ୍ଟରେ ମିଶି ବି ରହୁଥିଲେ । ପୁଅକୁ ନେବା ଆଣିବା କରିବାକୁ ଆଉ ସ୍ତ୍ରୀ ପାଇଁ ଗୋଟେ ବୋଲେରୋ ଗାଡି କିଣି ଥିଲେ । ସେହି ସମୟରେ ଆବଶ୍ୟକ ପଡିଥିଲା ଜଣେ ଡ୍ରାଇଭର ଅଶୋକ ନାମକ ଏକ ବ୍ୟକ୍ତିକୁ ବିନାୟକ ଡ୍ରାଇଭର ରୂପେ ନିଯୁକ୍ତି ଦେଇଥିଲେ ।

ହେଲେ ଡ୍ରାଇଭର ସହ ରାସଲୀଳା କରୁଥିଲେ ସିଲସିଲା ଏବେ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ସିଲସିଲା ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ସିଲସିଲାଙ୍କ ମତରେ-‘ଦୁଇ ଦିନ ଧରି ଯେଉଁ ଲମ୍ବା ଅଭିଯୋଗ ହେଉଛି ସେ ସଂପୂର୍ଣ୍ଣ ମିଥ୍ୟା ଅଛି । କୌଣସି ହିନ୍ଦୁ ନାରୀ କୌଣସି ଭାରତୀୟ ନାରୀ କେବେବି ଏମିତି କରିପାରିବ ନାହିଁ ।

18 ବର୍ଷର ଦାମ୍ପତ୍ତ୍ୟ ଜୀବନରେ ସେ ତା ସ୍ଵାମୀକୁ ସୁପାରି ଦେଇ ମାରିବ । ମାରିବାର ଥିଲେ ସେ କଣ 18 ବର୍ଷ ଭିତରେ ନିଜେ ଚାହିଁ ନଥାନ୍ତା ମାରିବା ପାଇଁ ସେ ସୁପାରି କାହିଁକି ଦେବ । ସେ ମନଗଣା କାହାଣୀ କହିଛନ୍ତି ତାଙ୍କର ମୋର ସେପାରେଟ ରାହୁଛୁ 2020  ଠାରୁ ଏହା ପରେ ସମାଜ ସମ୍ପର୍କୀୟ ତାଙ୍କୁ ଆଲିଗେସନ ଦେଲେ ଆଉ ଫୋର୍ସ କଲେ କି ତୋର ସ୍ତ୍ରୀ ଆଉ ତୋ ଛୁଆକୁ ତୁ ନେଇକି ଆସେ କିନ୍ତୁ ତାଙ୍କ ମାଇଣ୍ଡରେ ଅଛି ଯେ ସେ ନେବେ ନାହିଁ ।

ଆଉ ସେ ପର୍ମାନେଣ୍ଟ ସମାଧାନ ପାଇଁ ଏଭଳି ମନଗଣା କାହାଣୀ କରିଛନ୍ତି । ଆଉ ଯେଉଁ ମନଗଣା କାହାଣୀ ସେ ତିଆରି କରିଛନ୍ତି ତା ପଛରେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଅଛି ଯେ, ସେ ମୋତେ ଆଉ ପୁଅକୁ ନେବେ ନାହିଁ । କାରଣ ତାଙ୍କର ଏକ୍ସଟର୍ନାଲ ମାରିଟିଆର ଅଫେୟାର ରହିଛି । ଅଶୋକ ସହ ମୋର ଭାଇ ଭଉଣୀର ସମ୍ପର୍କ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।