85 % ଫୁସଫୁସ ରେ ଥିଲା ଇନଫେକ୍ସନ, ତଥାପି ହାର ମାନି ନଥିଲା ଏହି ଝିଅ, ଦେଖନ୍ତୁ କେମିତି ହରାଉଛନ୍ତି କରୋନାକୁ

କୋରୋନା ମ-ହା-ମା-ରୀ ବଢିବାରେ ଲାଗିଛି । ଏଥିରୁ କେବେ ମୁକ୍ତି ମିଳିବ ଜଣା ନାଇ । ପ୍ରତେକ ଦିନ ଲକ୍ଷ ଲକ୍ଷ କୋରୋନା ରୋଗୀ ଆଗକୁ ଆସୁଛନ୍ତି । ଏହି ପରିସ୍ଥିତିରେ ଯଦି କୋରଣା ଭାଇରସ କାହାର ଶରୀରରେ ରହି ତାହାର ଫୁସ ଫୁସ ରେ ଇନଫେକସନ କରାଏ ତେବେ ଏହା ଚିନ୍ତା ଜନକ ବିଷୟ ହୋଇଯିବ । ଏହି ଭାଇରସ ଲୋକଙ୍କ ମନରେ ଦର ସୃଷ୍ଟି କରିଛି । ଯଦି ଆପଣ ପଜିଟିବ ଅଟନ୍ତି ତେବେ ଆପଣ ସୁସ୍ଥ ହୋଇ ପାରିବେ ।

ଏବେ ଇନ୍ଦୋର ସହରର ରୁଚି ଖଣ୍ଡେଲବାଲ କୁ ଯଦି ଦେଖିବା । ଜାଣି ପାରିବା ଏହା କିଭଳି ଅଟେ ଓ ଏହା ଦ୍ଵାରା କଣ କଣ ଅନୁଭବ କରି ହୁଏ । ରୁଚି ର ଫୁସ ଫୁସ ରେ ୮୫% ଇନଫେକସନ ବ୍ୟାପୀ ଯାଇ ଥିଲା । ଡାକ୍ତର ମାନେ ବି ନିଜର ମତା ମତ ଦେଇ ଦେଇଥିଲେ କି ସେ ଆଉ ବଞ୍ଚିବେନି ।

ମାତ୍ର ରୁଚି ହାରି ନଥିଲେ ନିଜର ଇଛା ଶକ୍ତି ଓ ସାହାସରେ ସେ ନିଜ ସହ ଲଢେଇ କରୁଛନ୍ତି । ତାଙ୍କର ନିଜର ବିଶ୍ଵାସ ପାଇଁ ଏହି ଇନଫେକସନ ୮୫% ରୁ ୫୫% ହୋଇ ଗଲା କେବଳ ଦୁଇ ଦିନ ମଧ୍ୟରେ । ନିଜର ଏଭଳି ପରିସ୍ଥିତିକୁ ଦେଖିକି ସେ ସୋସିଆଲ ମିଡିଆରେ ନିଜର ମତା ମତ ଦେଇଛନ୍ତି କିଭଳି ଆମେ କୋରୋନା କୁ ହରାଇ ପାରିବା । ଏଥିରେ ସେ କହିଛନ୍ତିକି କିଭଳି ନିଜର ଅକସିଜେନ ଲେବଲ କୁ ଆମେ ନିଜେ ବଢାଇ ପାରିବା ।


ଇନ୍ଦୋର ର ଅରବିନ୍ଦ ହସ୍ପିଟାଲରେ ଥିବା ରୁଚି ନିଜକୁ ଆଗକୁ ଆଣି କହିଛନ୍ତିକି । ନିଜର ଇଛା ଥିଲେ ବେମାରି ଦୂରେଇ ଯାଏ । ତାଙ୍କ ମତରେ ଆମକୁ ଭାବିବା କଥାକି ବେମାରି ଆମର ମୁଣ୍ଡରେ ଅଛି ଏହାକୁ ଆମେ କାଢିକି ଭାବିବା ଆମେ ଠିକ ଅଛୁ । ଆମକୁ କିଛି ହୋଇନି । ଯଦି ଏହାର ବିପରୀତ ଭାବିବା ତେବେ ଆମେ କେବେବି ଠିକ ହୋଇ ପାରିବାନି କାରଣ ଏହା ମେ-ଡ଼ି-ସି-ନକୁ ବି ହରାଇ ଦେବ ।

ପ୍ରୋନ ଭେଣ୍ଟିଲେସନ ବିଷୟରେ କହିଛନ୍ତି ମଧ୍ୟ । ଏହା ଅନୁସାରେ ଆମର ଫୁସ ଫୁସ ଆଗରେ ପତଳା ଥାଏ । ମାତ୍ର ପିଠିରେ ଏହାର ଆକାର ବଡ ଥାଏ । ଏହାର କାରଣ ଏହିକି ଆଗରେ ଥିବା ଭାଗ ଅଧିକ ସଂକ୍ରମଣ ହୋଇ ଥାଏ । ଆମକୁ ପେଟେଇକି ଶୋଇବା କଥା ଏହି ସମୟରେ ଏହା ଦ୍ଵାରା ଆମର ପଛ ପାଟର ଭାଗ କାମ କରେ ଓ ଶରୀରରେ ଅକସିଜେନ ବଢି ଥାଏ ।

ସେ କୁହନ୍ତିକି ପଶୁ ମାନେ ମଧ୍ୟ ଏଭଳି ଭାବେ ସୋଇ ଥାନ୍ତି ତେଣୁ ତାଙ୍କୁ ଏହି ରୋଗ ହୋଇ ନଥାଏ । ପେଟ ଚିପି ହୋଇ ରହିବା ଦ୍ଵାରା ଏହା ମଳ ଦ୍ଵାରା ବାହାରକୁ ଚାଲି ଯାଇ ଥାଏ । ଏହି ନିୟମ  ସାହାଯ୍ୟରେ ସେ ନିଜକୁ ଭଲ କରି ପାରିଛନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା ଜଣାଇବେ ଓ ଆମ ପେଜକୁ ଲାଇକ ମଧ୍ୟ କରିବେ ।