ଗୁରୁବାର ଦିନ କଦଳୀ ଗଛ ରେ ଚଢ଼ାନ୍ତୁ ଏହି ୧ ଜିନିଷ, ମା ଲକ୍ଷ୍ମୀ ନିଜେ ଆସିବେ ଆପଣଙ୍କ ଘରକୁ

ଗୁରୁବାର ବୃହସ୍ପତି ଭଗବାନ ଙ୍କ ପୂଜା ପାଇଁ ମାନା ଯାଏ । କୁହାଯାଏ ଏହି ଦିନ ବୃହସ୍ପତି ଙ୍କୁ ପୂଜା କରିବା ଦ୍ୱାରା ମଣିଷର ଭାଗ୍ୟ ମଜବୁତ ହୋଇଥାଏ । ଯଦି ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ଖାସ ଜିନିଷ ଚଢା ଯାଏ ତେବେ ଆପଣଙ୍କ ବୃହସ୍ପତି ଗ୍ରହ ମଧ୍ୟ ମଜବୁତ ହୋଇପାରେ । ଏହା ସହିତ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହେବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବୃହସ୍ପତି ଭଗବାନ ଙ୍କୁ ପ୍ରସନ୍ନ କରିବାର କିଛି ସରଳ ଉପାୟ । ତେବେ ଚାଲନ୍ତୁ ଜାଣିବା

ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣି ସହିତ ହଳଦୀ ପାଣି ଢାଳିଲେ ଭାଗ୍ୟ ବଦଳି ଯାଇଥାଏ । ଏମିତି କଲେ ବ୍ୟକ୍ତି କୁ ଚାକିରୀରେ ସଫଳତା ମିଳିବ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ ।

ଯେଉଁ ମାନେ ନିଜ ଜୀବନରେ ଖୁସି ରହିବାକୁ ଚାହୁଁଛନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୁଡ଼ ଏବଂ ଭିଜା ଚଣା ଡାଲି କୁ ଚଢାନ୍ତୁ । ଏହା ଦ୍ଵାରା ବୃହସ୍ପତି ଭଗବାନ ଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣିରେ ରେ ଚିନି ମିଶାଇ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଅଟକି ଯାଇଥିବା କାମ ପୁରଣ ହୋଇଯିବ ।

ଯଦି ଆପଣଙ୍କ ଜୀବନରେ ଅସୁବିଧା ଆସୁଛି ତେବେ ତଦଳି ଗଛ ମୂଳରେ ୨ ଟି ହଳଦୀ କୁ ରଖିଦିଅନ୍ତୁ । ଏମିତି କଲେ ଆପଣଙ୍କ ସବୁ ସମସ୍ୟା ଖୁବ ଶୀଘ୍ର ଦୁର ହୋଇଯିବ ।

ଯେଉଁମାନେ ଧନୀ ହେବାକୁ ଚାହୁଁଛନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ୧ ଟଙ୍କା ର ମୁଦ୍ରା ପୋତି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ଵାରା ସେ ଆପଣଙ୍କ ଘରକୁ ଆସିବେ ।

ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଆସୁଛି କି ଆପଣଙ୍କ ବିବାହ ହୋଇପାରୁନାହିଁ ତେବେ ଆପଣ କଦଳୀ ଗଛ ମୂଳରେ ହଳଦୀ ପାଣି ଏବଂ ଭିଜା ମୁନକ୍କେ ଚାଧନ୍ତୁ ଏମିତି ଆପଣଙ୍କ ୭ ଟି ଗୁରୁବାର କରିବାକୁ ପଡ଼ିବ । ଯାହାର ଫଳ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ।

ଗୁରୁବାର ଦିନ ଗାଧୋଇବା ପରେ କଦଳୀ ଗଛ ମୂଳରେ ପାଣି ଅର୍ପଣ କରିବା ଶୁଭ ବୋଲି କୁହାଯାଏ ଏହା ଦ୍ଵାରା ଆପଣଙ୍କୁ ଜଲ୍ଦୀ ସଫଳତା ମିଳିବ ।

ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନ ଏବଂ କିଛି ହଳଦୀ ଚଢ଼ାଇବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏହି ୮ ଟି ଜିନିଷର କୌଣସି ୧ ଜିନିଷ ଚଢାନ୍ତୁ ଏବଂ ନିଜ ଭାଗ୍ୟ ଚମକାନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।