ଗୋଟିଏ ଥର ପଢି ମଧ୍ୟ ପାଠ ସବୁ ଦିନ ପାଇଁ ମନେ ରଖି ପାରିବେ, ଆପଣାନ୍ତୁ ଏହି ଟି ସହଜ ଉପାୟ, ଆଗକୁ ଏକ୍ଜାମ ଅଛି ଜଲ୍ଦି ଦେଖନ୍ତୁ

ଆପଣ ଯଦି ପାଠ ପଢା ପିଲା ଅଟନ୍ତି ଓ ଆପଣ ପାଠ ଯେତେ ପଢିଲେ ବି ମନ ରହୁ ନାହିଁ । ଏହା ସମସ୍ଥଙ୍କର ମନରେ ଆସେ ସାର ମାନେ ଏତେ ପାଠ କିପରି ମାନେ ରହୁଛି କିନ୍ତୁ ଆମର ମାନେ ରହୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହା ଫଳରେ ଆପଣଙ୍କୁ ସହଜରେ ମାନେ ରଖିପାରିବେ ।

ଆପଣ ଯାହା ପାଠ ପଢୁଛନ୍ତି ସେହି ବିଷୟରେ ସବୁ ନିଜ ସାଙ୍ଗ ମାନଙ୍କୁ କୁହନ୍ତୁ ବା ନିଜ ଘର ଲୋକଙ୍କୁ ମଧ୍ୟ କହିପାରିବେ । କିନ୍ତୁ ଏହା କେବଳ ନ କେହି କରନ୍ତୁ ଏହି ପରି କରିବା ଦ୍ଵାରା ନିଜର ବହୁତ ଦିନ ଧରି ସେହି ପାଠ ମାନେ ରହିବ ଓ ଆପଣ କିଛି ଶିଖି ମଧ୍ୟ ପାରିବେ । ଯେଉଁ ସମୟରେ ଆପଣ ପାଠ ପଢୁ ଛନ୍ତି ସେହି ସମୟରେ ନିଜ ପାଖରେ ଏକ ଅଲଗା ଖାତା ରଖନ୍ତୁ ।

କାରଣ ପାଠ ପଢିଲା ସମୟରେ କିଛି ଜରୁରୀ ପାଠ ଆସିଲେ ତାକୁ ଏକ ନୋଟ କରି ରଖନ୍ତୁ । ଏହା କରିବା ଦ୍ଵାରା ଆପଣ କିଛି କିଛି ଜିନିଷ ନୂଆ କରି ମଧ୍ୟ ଲେଖି ପାରିବେ । ଯେତେବେଳେ ଆପଣ ଏକ ଚଳଚିତ୍ର ଦେଖୁଛନ୍ତି ଏହା ଖୁବ ଭଲ ଭାବରେ ମନେ ରହୁଛି ଯାହାକି କିଏ କଣ କହିଥିଲା ଆପଣଙ୍କୁ ଯେଉଁ ସମୟରେ ପଚାରିଲେ ଆପଣ କହି ଦେଉଛନ୍ତି କିନ୍ତୁ ପାଠ ଭଲ ଭାବରେ ମନେ ରାହୁନାହିଁ ।

ଏହାର ଏକ ମାତ୍ର କାରଣ ହେଉଛି ଆପଣ ସେହି ଜିନିଷକୁ ଏହିପରି ଭାବରେ ଦେଖନ୍ତି ଯେପରି ଆପଣଙ୍କ ପାଖରେ କେହି ନାହାନ୍ତି ଓ ନିଜେ ଏପରି ମନେ ରଖିଥାନ୍ତି ଯାହାକି ପଚାରିବା ମାତ୍ରେ ଉତ୍ତର ଶୀଘ୍ର କହିଥାନ୍ତି । ସେହି ପରି ଭାବରେ ଆପଣ ପାଠ ପଢିଲେ ନିଜ ମନରେ ପୁରା ରହିଯିବ । ଗୋଟିଏ ସମୟରେ ହିଁ ଗୋଟିଏ ପଢିବା ଉଚିତ ଅଟେ । ଆମର ପ୍ରାୟତଃ ପାଠ ପଢିବା ସମୟରେ ବିଭିନ୍ନ କଥା ଭାବିଥାନ୍ତି ।

କିନ୍ତୁ ଏହା ଆପଣ କେବେ ହେଲେ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ଵାରା ନିଜ ମନ କେବେ ହେଲେ ସ୍ତିର ରହେ ନାହିଁ । ଯାହା ଫଳରେ ଆପଣ ଯାହା ପାଠ ପଢିଥାନ୍ତି ସେଇଟା କେବେହେଲେ ମନେ ରହେ ନାହିଁ । ସବୁ ବେଳେ ଗୋଟିଏ କଥା ଧ୍ୟାନ ରଖୁଥିବେ ନିଜେ ପାଠ ପଢିଲା ବେଳେ କେବେ ହେଲେ ନିଜ ପାଖରେ ବସିଥିବା ପିଲା ଅସୁବିଧାରେ ନକରେ । କାରଣ ଏଥିରେ ମଧ୍ୟ ନିଜର ମନ ଲାଗିବା ନାହିଁ ।

ସେଥିପାଇଁ ନିଜ ପାଖରେ କାହାକୁ ବଶାନ୍ତୁ ନାହିଁ । କିନ୍ତୁ ନିଜ ସାଙ୍ଗ ସହ ଆପଣ ପାଠପଢୀ ପାରିବେ, ତାଙ୍କ ସହ ଆଲୋଚନା କରି ପଢିବା ଫଳରେ ବହୁତ ଭଲ ଭାବରେ ମନେ ରହେ । ସବୁ ବେଳେ ଆପଣ ଚିନ୍ତା କରନ୍ତି ମୁଁ ଏତେ ଗୁଡିଏ ପାଠ କିପରି ମନେ ରଖିବୀ । ସେଥିପାଇଁ ଆପଣ ଏକ ସମୟ ବାହାର କରି ପଢିବେ ।

ଏକ ଘଣ୍ଟା ସାହିତ୍ୟ ପଢିବେ ଓ ଆଉ ଏକ ଘଣ୍ଟା ଆଉ କଣ ପଢିବେ, ଏହି ଏକ ଘଣ୍ଟାରେ ଆଉ କୌଣସି ସବଜେକ୍ଟ ବିଷୟରେ ଭାବନ୍ତୁ ନାହିଁ । ଏହା ଦ୍ଵାରା ନିଜର ମନ ସ୍ତିର ରହିବ ଓ ମନେ ରହିବ । ଆପଣ ପାଠ ପଢିବା ସମୟରେ କମ ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ଅଧିକା ଖାଇବା ଫଳରେ ନିଦ ଆସିଥାଏ । ସେଥିପାଇଁ କମ ଖାଇବା ଦରକାର ଯାହାକି ନିଦ କମ ଆସିବ ଓ ପାଠ ମନେ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।