Odia Gk Questions: ଗୋଟିଏ ପୁଅର ନାଁ କୁହନ୍ତୁ, ଯେଉଁଥିରେ ତାଲା ଓ ଚାବି ଦୁଇଟି ଯାକ ଥିବ ?

ଇଣ୍ଟରଭିୟୁରେ ବହୁତ ଅଜବ ଗଜବ ପ୍ରଶ୍ନ କରାଯାଏ ଯାହା ଦ୍ଵାରା ବେଳେ ବେଳେ ଲୋକମାନଙ୍କର ମୁଣ୍ଡ ବି ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଇଣ୍ଟରଭିୟୁରେ ଦେଖାଯାଏ କି ଲୋକର ସେନ୍ସ ଅଫ ହ୍ୟୁମର କେମିତି । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି । ଚଲାନ୍ତୁ ଜାଣିବା ।

ପ୍ରଶ୍ନ – ମାଟିରେ ରହୁଥିବା ପାଣି କେଉଁ ପ୍ରକ୍ରିୟା ଦ୍ଵାରା ଥଣ୍ଡା ହୁଏ ?

ଉତ୍ତର – ବାଷ୍ପୀକରଣ ପ୍ରକ୍ରିୟା ଦ୍ଵାରା

ପ୍ରଶ୍ନ – ପଞ୍ଜାବର କେଉଁ ସହରରେ ଜାଲିୟାନୱାଲା ବାଗ ହତ୍ୟା କାଣ୍ଡ ଘଟିଥିଲା ?

ଉତ୍ତର – ଅମୃତସର ସହରରେ

ପ୍ରଶ୍ନ – ଏକତାରା ବାଦ୍ୟଯନ୍ତ୍ରରେ ଗୋଟିଏ ତାର ଥାଏ, ଠିକ ସେହିଭଳି ସନ୍ତୁର ବାଦ୍ୟଯନ୍ତ୍ରରେ କେତୋଟି ତାର ଥାଏ ?

ଉତ୍ତର – ୧୦୦ ଟି

ପ୍ରଶ୍ନ – ମେଟ୍ରୋ ଟ୍ରେନ ସେବା ପ୍ରଥମେ କେଉଁ ସହରରେ ଆରମ୍ଭ ହୋଇଥିଲା ?

ଉତ୍ତର – କଲିକତାରେ

ପ୍ରଶ୍ନ – ଜର୍ମାନ ବୈଜ୍ଞାନିକ ଜୋହାନସ ଗୋଟେନବର୍ଗ ୧୫୦୦ ଶତାବ୍ଦୀରେ କେଉଁ ଜିନିଷର ଉଦ୍ଭାବନ କରିଥିଲେ ?

ଉତ୍ତର – ପ୍ରିଣ୍ଟିଙ୍ଗ ପ୍ରେସ

ପ୍ରଶ୍ନ – ଲୋକସଭାରେ କେଉଁ ରାଜ୍ୟର ସବୁଠୁ କମ ସଂଖ୍ୟକ ଆସନ ଅଛି ?

ଉତ୍ତର – ମେଘାଳୟ

ପ୍ରଶ୍ନ – ‘ୟୁନାଇଟେଡ ନେସନ’ ଟର୍ମ ଗଠନ କରିବା ପାଇଁ ଆମେରିକାର କେଉଁ ରାଷ୍ଟ୍ରପତିଙ୍କୁ ଶ୍ରେୟ ଦିଆଯାଏ ?

ଉତ୍ତର – Franklin D Roosevelt

ପ୍ରଶ୍ନ – ନୂତନ ଜନଗଣନା ଅନୁସାରେ କେଉଁ ପଡୋଶୀ ଦେଶର ସର୍ବାଧିକ ପ୍ରବାସୀ ଭାରତରେ ବାସ କରୁଛନ୍ତି ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – କଲିକାତରେ ଭାରତର ପ୍ରଥମ ଔଷଧ କମ୍ପାନୀ କିଏ ସ୍ଥାପିତ କରିଥିଲେ, ଯାହାକି ହାଇଡ୍ରକ୍ସି କ୍ଳୋରୋକ୍ଵିନ ତିଆରି କରୁଥିବା ଏକମାତ୍ର କମ୍ପାନୀ ?

ଉତ୍ତର – ପ୍ରଫୁଲ ଚନ୍ଦ୍ର ରାୟ

ପ୍ରଶ୍ନ – ୮ ଜୁଲାଇ ୧୯୪୭ ମସିହାରେ ଭାସ୍କୋଡାଗାମା ପର୍ତ୍ତୁଗାଲର କେଉଁ ସହରରୁ ଯାତ୍ରା ଆରମ୍ଭ କରି ୨୦ ମେ ୧୪୯୮ରେ ଭାରତର କଲିକାତା ସହରରେ ପହଞ୍ଚି ଥିଲେ ?

ଉତ୍ତର – Lisbon

ପ୍ରଶ୍ନ – ଚାର୍ଲସ ଡାରଉଇନ କେଉଁ ସର୍ବେକ୍ଷଣ ଜାହାଜରେ ବସି ପୃଥିବୀର ଏତିହାସିକ ଜଳଯାତ୍ରା କରିଥିଲେ ?

ଉତ୍ତର – Beagle

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ସିନେମାଘର ନାହିଁ ?

ଉତ୍ତର – ଭୁଟାନ

ପ୍ରଶ୍ନ – ଭାଲୁ ମୁହଁରେ କେତୋଟି ଦାନ୍ତ ଥାଏ ?

ଉତ୍ତର – ୪୨ ଟି

ପ୍ରଶ୍ନ – ଗ୍ରାଣ୍ଡ ଓଲ୍ଡ ମ୍ୟାନ କାହାକୁ କୁହନ୍ତି ?

ଉତ୍ତର – ଦାଦା ଭାଇ ନାରୋଜୀ

ପ୍ରଶ୍ନ – ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୨୨ ମାର୍ଚ୍ଚ

ପ୍ରଶ୍ନ – କେଉଁ ଜୀବର ରକ୍ତ ଧଳା ହୋଇଥାଏ ?

ଉତ୍ତର – ଅସରପା

ପ୍ରଶ୍ନ – ୧ ଟଙ୍କାର ନୋଟ କିଏ ଜାରି କରେ ?

ଉତ୍ତର – ଆର୍ଥିକ ମନ୍ତ୍ରାଳୟ

ପ୍ରଶ୍ନ – ସୁର – ସରୋବର ପକ୍ଷୀ ବିହାରର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଆଗ୍ରା

ପ୍ରଶ୍ନ – ଗୋଟିଏ ପୁଅର ନାଁ କୁହନ୍ତୁ,

ଯେଉଁଥିରେ ତାଲା ଏବଂ ଚାବି

ଦୁଇଟି ଯାକ ଅଛି ?

ଉତ୍ତର – Lucky (Luck+Key)