କେବଳ ଏହି ଗୋଟିଏ ପରିବା ଖାଇବା ଦ୍ଵାରା Nerve Blockage, ହାଇ କୋଲେଷ୍ଟ୍ରୋଲ ମୂଳରୁ ହିଁ ଶେଷ ହୋଇଯିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟରେ ଜାଣି ନ ଥାଉ ତେଣୁ ବଜାରରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ପନିପରିବା ଵିଷୟ ରେ ଜଣାଇବୁ ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ର ଦୁର୍ବଳତା ଓ ସମସ୍ତ ପ୍ରକାର ରୋଗ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ବନ୍ଧୁଗଣ ଶରୀର ରେ ରକ୍ତ ଠିକ ଭାବରେ ସଞ୍ଚାଳନ ନ ହେବା ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ ।

ଶରୀର ରେ କୋଲେଷ୍ଟଲ ର ମାତ୍ରା ବଢ଼ିଗଲେ ରକ୍ତ ଠିକ ଭାବରେ ସଞ୍ଚାଳନ କରି ପାରି ନ ଥାଏ । ତେଣୁ ଯେଉଁ ସବୁ ଖାଦ୍ୟ ଦ୍ବାରା ଆମ ଶରୀର ରେ କୋଲେଷ୍ଟଲ ର ମାତ୍ରା ବଢିଥାଏ ତାହାକୁ ଖାଇବା ବନ୍ଦ କରିବାକୁ ହେବ । ବନ୍ଧୁଗଣ ବନ୍ଧାକୋବି ଖାଇବା ଦ୍ଵାରା ଆମର ଅନେକ ଉପକାର ହୋଇଥାଏ । ଏପରି କୌଣସି ରୋଗ ନାହିଁ ଯାହା ବନ୍ଧାକୋବି ଖାଇବା ଦ୍ଵାରା ଭଲ ହୋଇ ନ ଥାଏ । କ୍ୟାନ୍ସର ର ଭଳି ମାରାତ୍ମକ ରୋଗ ରୁ ମଧ୍ୟ ବନ୍ଧାକୋବି ଖାଇବା ଦ୍ଵାରା ମୁକ୍ତି ମିଳିଥାଏ ।

ବନ୍ଧାକୋବି ଶରୀର ରେ କୋଲେଷ୍ଟଲ ର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ରାନ୍ଧି କରି ଖାଇ ପାରିବେ ଓ ଯଦି ଚାହିଁବେ ତେବେ ଏହାର ଜୁସ କରି ମଧ୍ୟ ପିଇ ପାରିବେ । ବନ୍ଧୁଗଣ ଦ୍ଵିତୀୟ ଟି ହେଉଛି ରସୁଣ । ରସୁଣ କୋଲେଷ୍ଟଲ ଅଧିକ ଥିବା ରୋଗୀ ଙ୍କ ପାଇଁ ରାମବାଣ ଠାରୁ କମ ନୁହେଁ । ପ୍ରତିଦିନ ସକାଳୁ ଉଠି ଦୁଇ ଚାରି ପାଖୁଡା ରସୁଣ କୁ ଚୋବାଇ କରି ଖାଇ ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ଶରୀର ରେ କୋଲେଷ୍ଟଲ ର ମାତ୍ରା କମିଥାଏ । ଏହା ବ୍ୟତୀତ ଆହୁରି ମଧ୍ୟ ଅନେକ ରୋଗ ରୁ ରସୁଣ ରକ୍ଷା କରିଥାଏ ।

ତେଣୁ ପ୍ରତିଦିନ ରସୁଣ କି କଞ୍ଚା ଖାଆନ୍ତୁ । ଏହାକୁ ଆପଣ ଚଟଣି କରି ମଧ୍ୟ ଖାଇପାରିବେ । ଏହା ବ୍ୟତୀତ ଆପଣ ନିଜ ଖାଦ୍ୟ ରେ ପିଆଜ କୁ ସାମିଲ କରନ୍ତୁ । କାରଣ ପିଆଜ ଆମ ଶରୀର ରେ କୋଲେଷ୍ଟଲ ର ମାତ୍ରା କୁ କମାଇବାରେ ବହୁତ ସାହାଯ୍ୟ କରିଥାଏ । ପ୍ରତିଦିନ ନିଜ ଖାଦ୍ୟ ରେ ଅଧା ପରିମାଣ ର ପିଆଜ ସାମିଲ କରନ୍ତୁ । ପିଆଜ କୁ ରାନ୍ଧି କରି ଖାଇବା ଅପେକ୍ଷା କଞ୍ଚା ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ ତେଣୁ ଯଦି ପାରିବେ ତେବେ ଏହାକୁ ପ୍ରତିଦିନ କଞ୍ଚା ଖାଇବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।