Gk Questions & Answers- କୁହନ୍ତୁ ତାହା କଣ ? ଯାହା ଗୋଟିଏ ସହରର ନାମ, ଗୋଟିଏ ତୀର୍ଥସ୍ଥଳ ର ନାମ, ଗୋଟିଏ ଫିଲ୍ମ ର ନାମ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- କେଉଁ ଜୀବର ହୃଦୟ ୧ ମିନିଟ୍ ରେ ୧୦୦୦ ଥର ସ୍ପନ୍ଦନ ହୋଇଥାଏ ?

ଉ- ଝିଟିପିଟି

୨- ହିନ୍ଦୁସ୍ତାନର ପ୍ରଥମ ରାଜାଙ୍କ ନାଁ କଣ ଥିଲେ ?

ଉ- ଚନ୍ଦ୍ରଗୁପ୍ତ ମୋର୍ଯ୍ୟ

୩- ଭାରତର ସେକ୍ସପିଅର୍ କାହାକୁ କୁହନ୍ତି ?

ଉ- କାଳିଦାସ

୪- ଓଜନ୍ ସ୍ତର କେଉଁ ଠାରେ ସ୍ଥିତି ଅଛି ?

ଉ- ସମତାପ ମଣ୍ଡଳରେ

୫- ସର୍ବାଧିକ ବୁଦ୍ଧିମାନ ପଶୁ କିଏ ଅଟେ ?

ଉ- ବଣ ମଣିଷ

୬- ଜଗନ୍ନାଥ ମନ୍ଦିର କେଉଁ ଠାରେ ଅବସ୍ଥିତ ?

ଉ- ଓଡ଼ିଶା

୭- ଭାରତର ସବୁଠାରୁ ବଡ଼ ହସ୍ପିଟାଲ କେଉଁ ଠାରେ ଅବସ୍ଥିତ ?

ଉ- ଦିଲ୍ଲୀ

୮- ଟାଇଲର୍ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଇ ଥାଏ ?

ଉ- ପରିବେଶ ସୁରକ୍ଷା

୯- ଅଷ୍ଟ୍ରେଲିଆ ର ମୁଦ୍ରାର ନାମ କ’ଣ ଅଟେ ?

ଉ- ଡଲାର୍

୧୦- ଦୁନିଆରେ ସବୁଠାରୁ ବୁଦ୍ଧିମାନ ଦେଶ କିଏ ଅଟେ ?

ଉ- ହଙ୍ଗ୍ କଙ୍ଗ୍

୧୧- ସବୁଠାରୁ ଲମ୍ବା ତଟରେଖା କେଉଁ ରାଜ୍ୟରେ ଅଟେ ?

ଉ- ଗୁଜରାଟ

୧୨- ସଞ୍ଚି ସ୍ତୁପର ନିର୍ମାଣ କିଏ କରାଇ ଥିଲେ ?

ଉ- ସମ୍ରାଟ ଅଶୋକ

୧୩- ବାଦାମ କେଉଁ ପ୍ରକାରର ଫସଲ ଅଟେ ?

ଉ- ଖରିଫ ଫସଲ

୧୪- ବୀଣାର ଜନକ କିଏ ଥିଲେ ?

ଉ- ଅମିର ଖୁସରୋ

15- ଆପେପିକ୍ଷତାର ସନ୍ଧାନ କିଏ ଦେଇ ଥିଲେ ?

ଉ- ଆଇନଷ୍ଟାଇନ

୧୬- ବିଶ୍ବର ସବୁଠାରୁ ମହଙ୍ଗା ପଶୁ କିଏ ଅଟେ ?

ଉ- ଦୈଡ ପ୍ରତିଯୋଗିତାର ଘୋଡ଼ା

୧୭- ଆସାମ କେତେଟା ରାଜ୍ୟ ଦ୍ବାରା ଘେରିକି ଅଛି ?

ଉ- ୭ଟି

୧୮- ଫଳର ଡାଳ(ବଗିଚା) ଭାରତର କେଉଁ ରାଜ୍ୟକୁ କୁହାଯାଏ ?

ଉ- ହିମାଚଳ ପ୍ରଦେଶ

୧୯- ମାଇକ୍ରୋସ୍କୋପର ଆବିଷ୍କାର କେଉଁ ଦେଶର ହୋଇଥିଲା ?

ଉ- ନେଦରଲାଣ୍ଡ

୨୦- ରାଣୀଙ୍କ କୂଅ କେଉଁ ଠାରେ ଅବସ୍ଥିତ ?

ଉ- ଗୁଜରାଟ

୨୧- ଗଳଗଣ୍ଡ ରୋଗ କାହା ଅଭାବରୁ ହୋଇଥାଏ ?

ଉ- ଆୟୋଡିନ୍

୨୨- ଆରବ ସାଗରର ରାଣୀ କାହାକୁ କୁହନ୍ତି ?

ଉ- କୋଚ୍ଚି

୨୩- ପୃଥିବୀର ଭଉଣୀ କେଉଁ ଗ୍ରହକୁ କୁହାଯାଇ ଥାଏ ?

ଉ- ଶୁକ୍ରଗ୍ରହ

୨୪- ପର୍ବପର୍ବାଣୀ ର ସହର କାହାକୁ କୁହନ୍ତି ?

ଉ- ମଦୁରାଇ

୨୫- ଅର୍ଥ ଶାସ୍ତ୍ରର ଜନକ କିଏ ଥିଲେ ?

ଉ- ଏଡମ୍ ସ୍ମିଥ୍

୨୬- ସବୁଠାରୁ କଠୋର କାନୁନ କେଉଁ ଦେଶରେ ଅଛି ?

ଉ- ସାଉଦି ଆରବ

୨୭- ଉଡୁଥିବା ବେଲୁନରେ କେଉଁ ଗ୍ୟାସ୍ ଭରା ଯାଏ ?

ଉ- ହିଲିୟମ୍ ଗ୍ୟାସ୍

୨୮- ଭାରତରେ ସବୁଠାରୁ ଅଧିକ ବର୍ଷା କେଉଁ ଠାରେ ହୋଇଥାଏ ?

ଉ- ମେଘାଳୟ

୨୯- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?

ଉ- ସରୋଜିନୀ ନାଇଡୁ

୩୦- ମହେଞ୍ଜୋ ଦାରୋ କେଉଁ ନଦୀ କୂଳରେ ଅବସ୍ଥିତ ?

ଉ- ସିନ୍ଧୁ ନଦୀ

୩୧- କୁଚିପୁଡୀ କେଉଁ ରାଜ୍ୟର ନୃତ୍ୟ ଅଟେ ?

ଉ- ଆନ୍ଧ୍ର ପ୍ରଦେଶ

୩୨- ଚାରିଟି ପ୍ରଶ୍ନର ଗୋଟିଏ ଉତ୍ତର ଦିଅନ୍ତୁ।

ଗୋଟିଏ ସହରର —- ନାଁ ଅଟେ।

ଗୋଟିଏ ତୀର୍ଥ ସ୍ଥଳର ମଧ୍ୟ —- ନାଁ ଅଟେ।

ଗୋଟିଏ ଝିଅର ମଧ୍ୟ —- ନାଁ ଅଟେ।

ଗୋଟିଏ ଫିଲ୍ମର —- ନାଁ ଅଟେ।

ଉ- କାଶି

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।