Gk Questions & Answers- ଗୋଟିଏ ନଦୀର ନାମ, ଗୋଟିଏ ହିରୋଇନର ନାମ, ଗୋଟିଏ ଫିଲ୍ମ ର ନାମ, ଗୋଟିଏ ଫୁଲର ନାମ, କୁହନ୍ତୁ ତାହା କଣ ?

ଆଜି ଆମେ ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କୁ ବହୁତ ଆପଣ ଦେବାକୁ ଯାଉଥିବା ଇଣ୍ଟରଭିଉ ସାହାର୍ଯ୍ୟ କରିବ । ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ କିଛି ପ୍ରଶ୍ନ ପଚାରି ପାରନ୍ତି । ସେ ଆପଣଙ୍କର ପାଠ ବିଷୟରେ ହୋଇପାରେ ବା ଅନ୍ୟ କୌଣସିରେ ହେଉ । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମାର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

ମହାଭାରତର ରଚନା କିଏ କରିଥିଲେ ?

ଉତ୍ତର : ଦେଦବ୍ୟାସ

ଭାରତରେ ସବୁଠୁ କମ ଜନସଂଖ୍ୟା ଥିବା ରାଜ୍ୟର ନାମ କଣ ଅଟେ ?

ଉତ୍ତର : ସିକିମ

କେଉଁ ପଶୁ ଜନ୍ମରୁ ହିଁ ଘୁଙ୍ଗା ହୋଇଥାଏ ?

ଉତ୍ତର : ଜିରାଫ

୧ ଟଙ୍କିଆ ନୋଟ କିଏ ବାହାର କରିଥିଲା ?

ଉତ୍ତର : ବିନ୍ତ୍ର ମନ୍ତ୍ରାଳୟ

ଏଫରିଲ ଟାୱାର କେଉଁ ଦେଶର ରାଷ୍ଟ୍ରୀୟ ସ୍ମାରକ ଅଟେ ?

ଉତ୍ତର : ଫ୍ରାଣ୍ସ

ଚେଚକ ଟୀକାର ଆବିଷ୍କାର କିଏ କରିଥିଲେ ?

ଉତ୍ତର : ଅଣ୍ଡବର ଜେନର

ସମ୍ପତିର ଅଧିକାର କେଉଁ ପ୍ରକାରରେ ଅଧିକାର ଅଟେ ?

ଉତ୍ତର : ଆଇନ ଗତ ଅଧିକାର

ଆମ ରାଷ୍ଟ୍ରୀୟ ସଙ୍ଗୀତ ସବୁଠାରୁ ପ୍ରଥମେ କେଉଁ ମସିହାରେ ଗାୟନ କରାଯାଇଥିଲା ?

ଉତ୍ତର : ୧୯୧୧

ପ୍ରଥମ ବିଶ୍ଵଯୁଧ କେବେ କେବେ ହୋଇଥିଲା ?

ଉତ୍ତର : ୧୯୧୪ ରେ

ଦିନ ଏ ଇଲାହି ର ପ୍ରଚାର କିଏ କରିଥିଲା ?

ଉତ୍ତର : ଆକବର

ଦୁନିଆରେ ସବୁଠାରୁ ଅଧିକ ଦୌଡୁଥିବା ପଶୁର ନାମ କଣ ଅଟେ ?

ଉତ୍ତର : ଚିତା ବାଘ

ସଂସ୍କୃତ ଭାଷାରେ ବନା ଯାଇଥିବା ପ୍ରଥମ ଚଳଚିତ୍ର ନାମ କଣ ଥିଲା

ଉତ୍ତର : ସଙ୍କରାଚାର୍ଜ୍ୟ

ସବୁଠାରୁ ଅଧିକା ଥଣ୍ଡା କେଉଁ ଜାଗାରେ ହୋଇଥାଏ ?

ଉତ୍ତର : ଅନ୍ତରାଟିକାରେ

ଅନୁସନ୍ଧାନର ବର୍ଣନା କେଉଁ ବେଦରେ କରା ଯାଇଛି ?

ଉତ୍ତର : ଅର୍ଥବ ବେଦରେ ଲେଖା ଯାଇଛି

ବିଶ୍ବରେ ଥିବା ସବୁଠୁ ବଡ ଜ୍ଵାଳା ମୁଖ୍ୟ କେଉଁଠାରେ ଅବସ୍ଥିତ ?

ଉତ୍ତର : ହାୱାଇ ଦୀପରେ ଅଛି

ଶକ୍ତିର ମାତ୍ରକ କିଏ ଅଟେ ?

ଉତ୍ତର : ବାଟ

କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର : ବାଂଲାଦେଶ

ଏମିତି କେଉଁ ଜିନିଷ ଅଛି ଯାହା ଆମେ ପାଣିରେ ପକାଇବା ଫଳରେ ଏହା ଜଳିଥାଏ ?

ଉତ୍ତର : ସୋଡିୟମ

ପାସୱାଡ କୁ ହିନ୍ଦୀ ଭାଷାରେ କଣ କୁହାଯାଏ ?

ଉତ୍ତର : କୁଟ

ଅର୍ଥ ଶାସ୍ତ୍ର କିଏ ରଚନା କରିଥିଲେ ?

ଉତ୍ତର : କୋଟଲ୍ୟା କରିଥିଲେ

ଭାରତରେ ହୋଇଥିବା ପ୍ରଥମ ଚଳଚିତ୍ର ନାମ କଣ ?

ଉତ୍ତର : ରାଜା ହରିଶଚନ୍ଦ୍ର

କେଉଁ ପ୍ରାଣୀ କେବେ ହେଲେ ଡେଇଁ ପାରେ ନାହିଁ ?

ଉତ୍ତର : ହାତୀ ଜମା ଡେଇଁ ପାରେ ନାହିଁ

ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର : ହାଇଦ୍ରାବାଦ ରେ ଅଛି

ପଞ୍ଜାବୀ ଭାଷାକୁ କେଉଁ ଲିପିରେ ଲେଖା ଯାଇଥାଏ ?

ଉତ୍ତର : ଗୁରୁ ମୁଖି

ଭାରତରେ କେଉଁ ଜାଗାରେ ସବୁଠାରୁ ବଡ ପାଗଳ ଖାନା ଅଛି ?

ଉତ୍ତର : ଆଗ୍ରା

କେଉଁ ଦେଶରେ ସବୁଠୁ ଅଧିକା ବିଶ୍ଵ ବିଦ୍ୟାଳୟ ଥିବାର ଦେଖା ଯାଏ ?

ଉତ୍ତର : ଭାରତରେ ଅଧିକ ବିଶ୍ଵ ବିଦ୍ୟାଲୟ ଅଛି

ସୁହ୍ନେରୀ କ୍ରାନ୍ତି କାହା ସହିତ ଆଧାରିତ ଅଟେ ?

ଉତ୍ତର : ଫଳ ଉତ୍ପାଦନ

ସବୁଠାରୁ ଅଧିକା କଠିନ ପଦାର୍ଥ ଥିବାର ନାମ କଣ ଅଟେ ?

ଉତ୍ତର : ହୀରା ସବୁଠାରୁ ଅଧିକ କଠିନ ପଦାର୍ଥ ଅଟେ

ଭାରତର ଭୂଗୋଳ ପୁସ୍ତକ ଲେଖିଥିବା ବ୍ୟକ୍ତିର ନାମ କଣ ଅଟେ ?

ଉତ୍ତର : ଟଲିମ

ବିୱିର ମକବର କେଉଁ ଠାରେ ଅବସ୍ଥିତ ?

ଉତ୍ତର : ଔରଙ୍ଗା ବାଦ ରେ ଅବସ୍ଥିତ

ସବୁ ଖାଲି ଥିବା ଜାଗାରେ କେବଳ ଗୋଟିଏ ହିଁ ଉତ୍ତର ଆସିବ

ଗୋଟିଏ ନଦୀର ନାମ ।

ଗୋଟିଏ ହିରୋଇନର ନାମ ।

ଗୋଟିଏ ଚଳଚିତ୍ର ନାମ ।

ଗୋଟିଏ ଫୁଲର ନାମ ।

ଉତ୍ତର : ମନ୍ଦାକିନୀ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।