ଗୋଟିଏ ମ୍ୟାଚରେ ଗାୟବ କରିଦେଇଥିଲେ ୩ ଟି ବଲ, ଏହି ବ୍ୟାଟସମ୍ୟାନଙ୍କର ଛକା ଦେଖି କେବେ ଅମ୍ପୟାର ବି ହୋଇ ଯାଇଥିଲେ ଚକିତ, ଜାଣନ୍ତୁ କିଏ ସେହି ମହାନ ଖେଳାଳି…

ସେମିତିରେ, ଏହି କ୍ରିକେଟ ଦୁନିଆରେ ଏହିଭଳି ବହୁତ ବଡ ବଡ ଖେଳାଳି ଅଛନ୍ତି, ଯେଉଁମାନେ ଭଲ ଖେଳ ପ୍ରଦର୍ଶନ କରି ଲୋକମାନଙ୍କ ହୃଦୟରେ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି ଖେଳାଳିଙ୍କ ମଧ୍ୟରୁ ଏମିତି କିଛି ବିସ୍ଫୋଟକ ବ୍ୟାଟସମ୍ୟାନ ଅଛନ୍ତି, ଯେଉଁମାନେ ନିଜର ବ୍ୟାଟିଙ୍ଗ ଦ୍ଵାରା ବିରୋଧୀ ଟିମଙ୍କର ହୋସ ଉଡାଇ ଦେଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ବିସ୍ଫୋଟକ ବ୍ୟାଟସମ୍ୟାନ ସମ୍ବନ୍ଧରେ କହିବୁ, ଯିଏ ଗୋଟିଏ ମ୍ୟାଚରେ ୩ ଟି ବଲ ଗାୟବ କରି ଦେଇଥିଲେ । ଏହି ବ୍ୟାଟସମ୍ୟାନଙ୍କର ଛକାରେ କେବେ ଅମ୍ପାୟାର ବି ଚିନ୍ତିତ ହୋଇ ଯାଇଥିଲେ । ନାଁ ଜାଣି ଆପଣ ବି ଖୁସି ହୋଇଯିବେ ।

ଆପଣଙ୍କୁ କହିଦେଉଛୁ ଯେ ଯେଉଁ ଖେଳାଳି ବିଷୟରେ ଆମେ କଥା ବାର୍ତ୍ତା କରୁଛୁ, ସେ ନିଜ ସମୟରେ ଆକ୍ରାମକ ବ୍ୟାଟସମ୍ୟାନ ମଧ୍ୟରୁ ଜଣେ ଥିଲେ । ଆପଣଙ୍କୁ କହିଦେଉଛୁ ଯେ ଏହି ଖେଳାଳି ଜଣକ ୧୯୯୮ ମସିହାରେ ଚ୍ୟାମ୍ପିୟାନସ ଟ୍ରଫି ସମୟରେ ଖେଳା ଯାଇଥିବା ମ୍ୟାଚରେ ଏତେ ଛକା ମାରିଥିଲେ କି ବଲ ଷ୍ଟାଡିୟମର ଛାତ ଉପରେ ଯାଇ ପଡିଥିଲା । ଏବଂ ଏହି ମ୍ୟାଚରେ ୩ ଟି ବଲ ହଜି ଯାଇଥିଲା ।

ଯେଉଁ କାରଣରୁ ଅମ୍ପୟାରକୁ ସବୁଥିରେ ନୂଆ ବଲ ଆଣିବାକୁ ପଡିଥିଲା । ବର୍ତ୍ତମାନ ଆପଣ ଭାବୁଥିବେ କି ଆମେ କେଉଁ ଖେଳାଳି ବିଷୟରେ କଥାବାର୍ତ୍ତା କରୁଛୁ ?

ଆଜି ଆମେ ଇଣ୍ଡିଆର ପୂର୍ବ କପ୍ତାନ ସୌରଭ ଗାଙ୍ଗୁଲିଙ୍କ ବିଷୟରେ କହୁଛୁ । ଯାହାଙ୍କର ଏତେ ଭୟାନକ ମାଡ ଦେଖି ଅମ୍ପୟାର ସହିତ ପଡିଆରେ ବସିଥିବା ଦର୍ଶକମାନେ ଚକିତ ହୋଇ ଯାଇଥିଲେ । ସୌରଭ ଗାଙ୍ଗୁଲି ଏକ ଭଲ ବ୍ୟାଟସମ୍ୟାନ ସହିତ ଏକ ଭଲ କ୍ୟାପଟେନ ବି ଥିଲେ । ଆପଣମାନଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ, ସୌରଭ ଗାଙ୍ଗୁଲି ଭାରତୀୟ ଟିମ ପାଇଁ ସେ ୧୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ଏମିତିରେ ୧୦୮ ମ୍ୟାଚରେ ୭୨୧୨ ରନ ତିଆରି କରିବାରେ କୀର୍ତ୍ତିମାନ ନିଜ ନାମରେ କରି ସାରିଛନ୍ତି । ତାଙ୍କର ଟେଷ୍ଟରେ ସର୍ବଶ୍ରେଷ୍ଠ ରନ ୨୩୯ ଅଟେ । ସୌରଭ ଗାଙ୍ଗୁଲି ୩୧୧ଟି ୱାଣ୍ଡେ ମ୍ୟାଚ ଖେଳିଛନ୍ତି । ଯେଉଁତିରେ ସେ ୨୨ଟି ସେଞ୍ଚୁରୀ ଏବଂ ୭୨ଟି ଅର୍ଧଶତକ ଲଗାଇଛନ୍ତି ଏବଂ ସେ ପାଖାପାଖି ୧୧୩୬୩ ରନ କରିସାରିଛନ୍ତି । ୱାଣ୍ଡେ କ୍ରିକେଟରେ ତାଙ୍କର ସବୁଠୁ ଭଲ ୧୮୩ ରନ ଅଟେ ।

ଏବଂ ସେ  ନିଜ କ୍ୟାରିୟରରେ ୭୭ ଟି ଟି – ୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୧୭୨୬ ରନ କରିଛନ୍ତି ।

ଏହି ସୂଚନା ସବନ୍ଧିତ ଆପଣଙ୍କର କଣ ପ୍ରତିକ୍ରିୟା ଅଟେ ? କମେଣ୍ଟ ବକ୍ସରେ ନିଜର ମହତ୍ଵ ପୂର୍ଣ ମନ୍ତବ୍ୟ ଅବଶ୍ୟ ଲେଖନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।