ଗୋଟିଏ ଝିଅ ନେପାଳରେ ରୁହେ, ତା ବୟସ ୨୮ ବର୍ଷ କିନ୍ତୁ ତା’ ମା’ର ବୟସ ୨୬ ବର୍ଷ, ଏହା କିପରି ସମ୍ଭବ ? Interesting GK Questions and Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶର ଲୋକେ ସାପ ଖାଆନ୍ତି ?

ଉ: ଚୀନ

୨- ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ତୁମ ଘରେ ରୁହେ ? ମୁଁ କିଏ ?

ଉ: ଲୁଣ

୩- କେଉଁ ଦେଶ ଆଜି ପର୍ଯ୍ୟନ୍ତ କାହାର ଗୁଲା-ମ ହୋଇନାହିଁ ?

ଉ: ନେପାଳ

୪- କେଉଁ ପଶୁ ବିଲକୁଲ କହି ପାରେନାହିଁ ବା କିଛି ଶବ୍ଦ ବାହାର କରିପାରେ ନାହିଁ ?

ଉ: ଜିରାଫ

୫- କେଉଁ ଦେଶରେ କଳା ଗୋଲାପ ଫୁଲ ଦେଖିବାକୁ ମିଳେ ?

ଉ: ତୁର୍କୀ

୬- ନୂଆ ଗାଡିର ନମ୍ବର ପ୍ଳେଟରେ A/F କାହିଁକି ଲେଖାଯାଏ ?

ଉ: କାଗଜପତ୍ର ନ ତିଆରି ହୋଇଥିବାରୁ

୭- ଦୁନିଆର ସବୁଠୁ ଶୀଘ୍ର ବୃଦ୍ଧି ପାଉଥିବା ଗଛ କେଉଁଟି ?

ଉ: ବାଉଁଶ ଗଛ

୮- ଏବେର ସବୁଠାରୁ ପୁରୁଣା ଟିଭି ସିରିଏଲ କେଉଁଟି ?

ଉ: ତାରକ ମେହତା କା ଉଲଟା ଚଷମା

୯- କେଉଁ ଡ୍ରେସକୁ ଆପଣ ପିନ୍ଧି ପାରିବେ ନାହିଁ ?

ଉ: ଆଡ୍ରେସ

୧୦-  ୟୁଟ୍ଯୁବ କେଉଁ ଦେଶର କମ୍ପାନୀ ଅଟେ ?

ଉ: ଆମେରିକା

୧୧- କେଉଁ ଜିନିଷକୁ ଫ୍ରିଜରେ ରଖିବା ପରେ ମଧ୍ୟ ଗରମ ରହିଥାଏ ?

ଉ: ଗରମ ମସଲା

୧୨- କେଉଁ ଜିନିଷକୁ ପାଣିରେ ପକାଇଲେ ଗରମ ହୋଇଯାଏ ?

ଉ: ଚୂନ

୧୩- ଦୁନିଆରେ କେଉଁ ଜିନିଷର ଗତି ସବୁଠୁ ଅଧିକ ତୀବ୍ର ଅଟେ ?

ଉ: ଆଲୋକ

୧୪- ବିଶ୍ଵର କେଉଁ ଦେଶରେ ଗୋଟିଏ ମଧ୍ୟ ନଦୀ ନାହିଁ ?

ଉ: ସାଉଦି ଆରବ

୧୫- କେଉଁ ବର୍ଡର ଚାରୋଟି ଦେଶକୁ ଏକ ସାଙ୍ଗେ ଯୋଡିଥାଏ ?

ଉ: କଚୁଗଲା ବର୍ଡର

୧୬- ଭାରତର କେଉଁ ସହରକୁ ଅରେଞ୍ଜ ସିଟି କୁହାଯାଏ ?

ଉ: ନାଗପୁର

୧୭- ବିଶ୍ଵର କେଉଁ ଦେଶରେ କପଡା ଉପରେ ଖବରକାଗଜ ଛପାଯାଏ ?

ଉ: ସ୍ପେନ

୧୮- ଆଜି ପର୍ଯ୍ୟନ୍ତ ଭାରତରେ ତିଆରି ହୋଇଥିବା ସବୁଠୁ ମହଙ୍ଗା ଫିଲ୍ମ କେଉଁଟି ?

ଉ: ବାହୁବଳୀ-୨

୧୯- ଭାରତର କେଉଁ ପ୍ରଧାନମନ୍ତ୍ରୀ କେବେ ମଧ୍ୟ ସାଂସଦ ଭବନ ଯାଇ ନାହାନ୍ତି ?

ଉ: ଚୋଧୁରୀ ଚରଣ ସିଂ

୨୦- ଗୋଟିଏ ଝିଅ ନେପାଳରେ ରୁହେ । ତା ବୟସ ୨୮ ବର୍ଷ କିନ୍ତୁ ତା’ ମା’ର ବୟସ ୨୬ ବର୍ଷ । ଏହା କିପରି ସମ୍ଭବ ?

ଉ: ସେ ତା’ର ସାବତ ମାଆ ଅଟେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।