ଆରାମରେ ସାଇକେଲ ନେଇ ଯାଉଥିବା ଲୋକକୁ ଜଣା ନଥିଲା ତାହା ସହ କ’ଣ ଘଟିବାକୁ ଯାଉଛି, ଯାହା ହେଲା ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ଭି-ଡି-ଓ ନେଇ ଆସିଛୁ ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଦକ୍ଷିଣ ଆଫ୍ରିକାର କୃଗର ନ୍ୟାସନାଲ ପାର୍କରେ କିଛି ଟୁରିଷ୍ଟ ଏକ ହାତୀ ଦଳର ଫଟୋ ଉଠାଉଥିଲେ । ହାତୀ ମାନଙ୍କ ପାଖରେ ହାତୀ ଛୁଆ ଥିବାରୁ ଟୁରିଷ୍ଟଙ୍କୁ ଦେଖି ସେମାନେ ଆ-କ୍ରା-ମ-କ ହୋଇ ଯାଇଥିଲେ ଓ ହଠାତ ପଡିଆ ଆଡକୁ ଟୁରିଷ୍ଟ ମାନଙ୍କୁ ଗୋ-ଡା-ଇ ଆସିଥିଲେ । ସେହି ସମୟରେ ସେଠାରେ ଦୁଇ ଜଣ ଝିଅ ଥିଲେ । ହାତୀ ମାନଙ୍କ ଆ-କ୍ର-ମ-ଣ-ରୁ ସେମାନେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।

ଆପଣ କଣ କେବେ ଚିତାବାଘ ସହ ଗାଡିରେ ବସିବା କଥା ଚିନ୍ତା କରିଛନ୍ତି ? ଅସମ୍ଭବ ଲାଗୁଥିଲେ ଏହା ସତ ହୋଇଥିଲା ଯେତେବେଳେ କିଛି ଟୁରିଷ୍ଟ ଚିତାବାଘ ଥିବା ସ୍ଥାନକୁ ସଫାରି ଜିପ୍ ରେ ବୁଲିବାକୁ ଯାଇଥିଲେ । ସେମାନଙ୍କ ଉପରେ ଗୋଟିଏ ଚିତାବାଘର ନଜର ପଡିବା ପରେ ସେ ସାଙ୍ଗେ ସାଙ୍ଗେ ଗାଡି ଭିତରକୁ ପ-ଶି ଆସିଥିଲା । ତାକୁ ପାଖରେ ଦେଖି ଗାଡି ଭିତରେ ଥିବା ସବୁ ଲୋକ ଭୀଷଣ ଡ-ରି ଯାଇଥିଲେ ।

କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଚିତାବାଘ ଗାଡିରେ କିଛି ସମୟ ବସିବା ପରେ ସେଠାରୁ ଡିଆଁ ମା-ରି ପଳାଇ ଯାଇଥିଲା । ବୋଧହୁଏ ସେ ସେଠାକୁ ଆଉ ନ ଆସିବା ପାଇଁ ସେମାନଙ୍କୁ ଚେ-ତା-ବ-ନୀ ଦେଇଗଲା । ଆପଣ ନିଜ କାର୍ ରେ ବସି ଯିବାବେଳେ ଯଦି ହଠାତ ଆପଣଙ୍କ କାର୍ କାଚରେ ସାପ ଦେଖାଯାଏ ତ’ହେଲେ ଆପଣ କଣ କରିବେ ? ଏହିପରି ଗୋଟିଏ ଘଟଣା ୨୦୨୦ ନଭେମ୍ବରରେ ଥାଇଲାଣ୍ଡର କୌଣସି ଏକ ସ୍ଥାନରେ ଦେଖିବାକୁ ମିଳିଥିଲା ।

ଜଣେ ଯୁବକ କାର୍ ନେଇ ମାର୍କେଟ ଯାଉଥିବା ବେଳେ ହଠାତ ଦେଖିଲା ତା କାର୍ ର ଆଗ କାଚରେ ଗୋଟିଏ ସାପ ଚଢିଛି । ଏହି ଦୃଶ୍ୟ ଦେଖି ଯୁବକ ଖୁବ ଡ-ରି ଯାଇଥିଲେ ଓ ସାପ ଧରାଳିଙ୍କୁ କଲ୍ କରିଥିଲେ । ଯାହା ଫଳରେ ସେଦିନ ତ ସେ ସାପ ଠାରୁ ବଞ୍ଚିଗଲା । କିନ୍ତୁ ଅନେକ ଦିନ ଧରି ସେ ସେହି ଗାଡି ଚଳାଇବାକୁ ଭୟ କରିଥିଲା ।

ଗୋଟିଏ ମାଆ ଗଣ୍ଡାର ଅସୁସ୍ଥ ହୋଇଥିବା ବେଳେ ତାର ଚିକିତ୍ସା କରା ଯାଉଥିଲା । କିନ୍ତୁ ତାକୁ ଚିକିତ୍ସା କରୁଥିବା ଲୋକଙ୍କୁ ମାଆ ଗଣ୍ଡାରର ଛୁଆଟି ବାରମ୍ବାର ଆ-କ୍ର-ମ-ଣ କରୁଥିଲା ଓ ତାଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରୁଥିଲା । କାରଣ ତାକୁ ବୋଧ ହୁଏ ଲାଗୁଥିଲା ସେମାନେ ତା’ ମାଆକୁ କ୍ଷତି ପହଞ୍ଚାଉଛନ୍ତି । ଛୋଟ ହେଲେ ବି ନିଜ ମାଆ ପାଇଁ ମଣିଷଙ୍କ ଉପରେ ଆ-କ୍ର-ମ-ଣ କରିବାରୁ ସେ ପଛାଉ ନାହିଁ । ଶେଷ ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଭାଗ୍ୟ କେମିତି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇପାରେ ।

ଦୁଇଜଣ ଷଣ୍ଢ ମଝି ରାସ୍ତରେ ଘମାଘୋଟ ଲ-ଢେ-ଇ କରୁଥିଲେ । ଯାହା ଫଳରେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ସେମାନଙ୍କୁ ପାଣି ପକାଇ ଅଲଗା କରିବାକୁ ଲୋକେ ଚେଷ୍ଟା କରୁଥିଲେ । କିନ୍ତୁ ସେମାନେ କେହି କାହାକୁ ଛାଡୁ ନଥିଲେ । ସେହି ସମୟରେ ଜଣେ ଲୋକ ସାଇକେଲ ନେଇ ସେହି ବାଟ ଦେଇ ଆସୁଥିଲା । ଆଉ ଷଣ୍ଢଙ୍କ ଆ-କ୍ର-ମ-ଣ-ରୁ ଅଳ୍ପକେ ବର୍ତ୍ତୀ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।